ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଣ ଜାଣିଛନ୍ତି କି ରୁଷ ଓ ୟୁକ୍ରେନ ଯୁଦ୍ଧ ର ଭବିଷ୍ୟ ବାଣୀ ମାଳିକା ଵଚନ ରେ ହୋଇ ସାରିଥିଲା । ତେବେ ମାଳିକା ବିଶେଷଜ୍ଞ ମାନେ କହିଛନ୍ତି କି ମହାପୁରୁଷ ମାନେ ନିଜ ଜ୍ଞାନ ବଳରେ ଆମ ଭବିଷ୍ୟତ ରେ କଣ ହେବାକୁ ଯାଉଛି କଣ ନାହିଁ ତାହା ଜାଣିପାରୁ ଥିଲେ ।ତେବେ ଏହି ଭବିଷ୍ୟତ ବାଣୀ ଲୋକ ଙ୍କୁ ଡ଼ରେଇବା କୁ ନୁହେଁ ବରଂ ସଚେତନ କରିବା ପାଇଁ ଜଣାଯାଇଛି ।
ତେବେ ମହାପୁରୁଷ ମାନେ ଏହା ମଧ୍ୟ କହିଛନ୍ତି କି ଯଦି ଆମ ନାଗରିକ ଏବଂ ସରକାର ସତର୍କ ରହିବେ ଏବଂ ସାବଧାନତା ଅବଲମ୍ବନ କରିବେ ତେବେ ଏହି ମହାବିପଦ କୁ ମଧ୍ୟ ଜିତି ପାରିବେ।ତେବେ ସେହି ପରି ଜଣେ ଜ୍ୟୋତିର୍ବିଦ ହେଉଛନ୍ତି ଶ୍ରୀମତୀ ସୁଚିତ୍ରା ଗୁପ୍ତା।
ତେବେ ସେ ନିଜ ଗଣନା ଅନୁସାରେ ଏହା କହିଛନ୍ତି କି ବର୍ତ୍ତମାନ ଶନି ଓ ମଙ୍ଗଳ ଏକା ଘରେ ଅବସ୍ଥିତ। ତେବେ ଆପଣ ମାନେ ଜାଣିଥିବେ କି ଶନି ଏବଂ ମଙ୍ଗଳ ଏକାଠି ରହିଲେ କଣ କଣ ହୋଇ ପାରେ। ତେବେ ବର୍ତ୍ତମାନ ତ୍ରୟୋଦଶୀ ରହୁଛି ଅର୍ଥାତ ଶୁକ୍ଳପକ୍ଷ ଏବଂ ଏଥିରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ଗ୍ରହଣ ହୋଇ ନାହିଁ ଯାହା ମଧ୍ୟ ଅଶୁଭ ସଙ୍କେତ।
ବେ ଏପ୍ରିଲ ୩ ରୁ ୬ ପର୍ଯ୍ୟନ୍ତ ଶନି ଓ ମଙ୍ଗଳ ଉଭୟ ଗ୍ରହ ଏକା ଘରେ ସମାନ ଡିଗ୍ରୀ ରେ ରହିବେ। ତେବେ ସେ ସମ୍ବରର ଦେଶରେ ଓ ରାଜ୍ୟ ରେ ଅନେକ ବିପଦ ଆସି ପାରେ। ଏହି ସମୟରେ ବାତ୍ୟା ଆସିବାର ମଧ୍ୟ ସମ୍ଭାବନା ରହିଛି। ତାଛଡା ଆମ ସରକାର କୌଣସି ଭୁଲ ନିଷ୍ପତ୍ତି ମଧ୍ୟ ନେଇ ପାରନ୍ତି।
ତେବେ କୌଣସି ବଡ଼ ମୁଣ୍ଡ ମଧ୍ୟ ଖସିପାରେ। ଦେଶ ରେ ମହଙ୍ଗାଇ ବୃଦ୍ଧି ହୋଇ ପାରେ। ପେଟ୍ରୋଲ ଦର ବୃଦ୍ଧି ହୋଇ ପାରେ। ଏହା ଛଡା ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଚାରିଆଡେ ହା ହା କାର ଶୁଣାଯାଉଛି ସେଠି।ତେବେ ଏପ୍ରିଲ ୩ ରୁ ଆଉ ତିନିଦିନ ଭିତରେ ପରମାଣୁ ବୋମା ପଡିପାରେ।
ତେବେ ଯେତେବେଳେ ପରମାଣୁ ବୋମା ପଡିବ ତେବେ ନିଶ୍ଚିତ ଅନ୍ୟ ଦେଶକୁ ମଧ୍ୟ ଅଧିକ ପ୍ରଭାବ ପଡି ପାରେ।ତେବେ ଏହି ତିନିଦନ ଆପଣ ମାନେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।ତେବେ ଏହା ଛଡା କୌଣସି ରକ୍ତ ଜନିତ ସମସ୍ୟା ଦେଖା ଯାଇପାଇ।ତେବେ ସେ କହିଥିଲେ କି କୁମ୍ଭ, ମକର, ଧନୁ, ଓ ତୁଳା ରାଶିରେ ଟିକେ ଖରାପ ଦୋଷ ରହିଛି ତେଣୁ ଆପଣ ମାନେ ସୁରକ୍ଷିତ ଏବଂ ସତର୍କ ରହିବା ଆବଶ୍ୟକ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।