ଆପଣ ସଜନା ( Moringa ) ଶାଗ ଖାଉଛନ୍ତି କି, ତେବେ ନିଶ୍ଚୟ ପଢନ୍ତୁ ଏହି ଖବର ( Health Tips )

ବନ୍ଧୁଗଣ ସଜନା ପତ୍ରକୁ ବହୁତ ନାମରେ ଜଣା ଯାଇଥାଏ । ଏହାକୁ ତରକାରୀ ବନେଇବାତେ ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ଏହାର ଫଳ ଓ ପତ୍ରରେ ଚମତ୍କାରୀ ଆୟୁର୍ବେଦିକ ଫାଇଦା ଲୁଚି ରହିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ସଜନା ପତ୍ରର ସେବନ ନିଶ୍ଚୟ କରୁଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହାର ଫାଇଦା ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସଜନା ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ  । କୁହାଯାଏ ୧୦୦ ଗ୍ରାମ ସଜନା ପତ୍ରରେ ୫ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ ଓ ୧ ଲେମ୍ବୁ ତୁଳନାରେ ଏଥିରେ ୫ ଗୁଣ ଅଧିକ ଭିଟାମିନ C ମିଳିଥାଏ । ଏହା ସହିତ ଏହି ପତ୍ରରେ ପ୍ରୋଟିନ, ମ୍ୟାଗ୍ନେସିୟମ, ଆଇରନ, ପୋଟାସିୟମ ଏବଂ ଭିଟାମିନ B କମ୍ପ୍ଲେକ୍ସ ବହୁତ ପରିମାଣରେ ମିଳିଥାଏ । ହ-ଇ-ଜା, ଝା-ଡା ବା-ନ୍ତି ଏବଂ ଜ-ଣ୍ଡି-ସ- ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭକାରୀ ହୋଇଥାଏ ।

ଏହା ଛଡା ଯଦି ଆପଣଙ୍କୁ ବହୁତ ଜୋରରେ ଥଂଡା, ହୋଇ ଯାଇଛି ତେବେ ଆପଣ ଏହି ପତ୍ର ଏବଂ ଫଳ କୁ ଗରମ ପାଣିରେ ଫୁ-ଟା-ଇ ତାର ବାମ୍ପ ନେଇ ପାରିବେ ଏହା ଦ୍ୱାରା ଆପଣ ଙ୍କ ନାକ ଫି-ଟି ଯିବ ଏବଂ ଆପଣ ଙ୍କୁ ଦୁର୍ବଳ ମଧ୍ୟ ଲାଗିବ ନାହିଁ । ଏହା ସହ ଏହି ସଜନା ଶାଗ କୁ ନିୟମିତ ଭାବରେ ଖାଇବା ଦ୍ୱାରା ଆପଣ ଙ୍କୁ ଏନିମିଆ ବା ର-କ୍ତ ର ଅଭାବ ଦୁର ହୋଇଥାଏ ।ଏହା ପିଲାଙ୍କ ମଧ୍ୟରେ କୁ-ପୋ-ଷ-ଣ କୁ ଦୁର କରିଥାଏ ଏବଂ ଭଲ ପୋଷକ ତତ୍ତ୍ୱ ଦେଇଥାଏ ।

ନ୍ଧୁଗଣ ଏହା ଗ-ର୍ଭ-ବ-ତୀ ମହିଳା ଓ ସ୍ତ-ନ୍ୟ-ପା-ନ କରାଉଥିବା ମହିଳା ମାନଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆମ ଶରୀରକୁ ପୋଷଣ ତଥା ଊର୍ଜା ଦେଇଥାଏ । ଏହା ସହିତ ବନ୍ଧୁଗଣ ଏହା କୋଷ୍ଟ କାଠିନ୍ଯ ସମସ୍ଯାକୁ ମଧ୍ୟ ଦୂର କରିବାରେ ବହୁତ ଅଧିକ ସହାୟତା କରିଥାଏ । ଏହା କୋ-ଷ୍ଠ କା-ଠି-ନ୍ୟ କୁ ମଧ୍ୟ ଦୁର କରିଥାଏ । ଏହା ହାଡ଼କୁ ମଜବୁତ କରିଥାଏ ଯାହା ଦ୍ୱାରା ଆଣ୍ଠୁ ଗଣ୍ଠି ବିନ୍ଧା ଦୁର ହୋଇଥାଏ ଏବଂ ପିଠି ବେକ ଆଦି ବିନ୍ଧା ମଧ୍ୟ ଭଲ ହୋଇଯାଏ ।

ଏହା ସହିତ ଏହା ଆମ ଆଖି ଓ ମସ୍ତିସ୍କକୁ ପୋଷଣ ଯୋଗାଇ ଥାଏ । ବନ୍ଧୁଗଣ ଏହା ଆପଣଙ୍କୁ ବହୁତ ସହଜରେ ମଧ୍ୟ ମିଳିଯିବ ଓ ଏହାର କୌଣସି ପ୍ରକାରର ସାଇଡ ଇଫେକ୍ଟ ରହିନଥାଏ ।ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *