ଅନୁଭବ ତୁମେ କ’ଣ କଲ ? ସମସ୍ତଙ୍କୁ କରିଦଲେ ଚୁପ…ଦେଖନ୍ତୁ Video

ଦର୍ଶକ ବନ୍ଧୁ ଯେଉଁ ମାନେ କହୁଥିଲେ ଅନୁଭବଙ୍କ କାରିୟର ସଫା ଦଳ ଆଉ ତାଙ୍କୁ କୋଳରେ ପୁରାଉନି ଅନୁଭବଙ୍କ ରାଜନୈତିକ କାଇୟର ପୁରା ଶେଷ ସେହି ମାନଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ନିଜେ କେନ୍ଦ୍ରପଡା ସାଂସଦ ଅନୁଭବ ମହନତୀ ଦେଖାଇ ଦେଇଛନ୍ତି ସେ ନ୍ୟାୟକ । କାରିୟର ଶେଷ ହେଇଯାଉ ରାଜନୈତିକ କାରିୟର ଶେଷ ହେଇଯାଉ ସବୁ କିଛି ସଫା ହେଇଯାଉ କାରଣ ଜୀବନ ବଞ୍ଚିବା ପାଇଁ ଯେଉଁ ମନ୍ତ୍ର ଦରକାର ସେହି ମନ୍ତ୍ର ତାଙ୍କ ପାଖରେ ଅଛି ।

ତାଙ୍କ ପାଖରେ ତାଙ୍କ ଜୀବନ୍ତ ଭଗବାନ ତଥା ତାଙ୍କ ବାପା ଅଛନ୍ତି । ବାପା ବାରେ ବାୟୁ ପାରେ ପାଣି ସବୁ କିଛି ସଫା ହେଇଯାଉ ହେଲେ ସେ ନିଜ ବାପାଙ୍କ ପାଇଁ ସବୁ କିଛି କରିବେ । ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି କିଛି ସେକେଣ୍ଡର ଭିଡିଓ ଏବେ ସମସ୍ତଙ୍କ ହୃଦୟକୁ ତରଳାଇ ଦେଇଛି । ସମସ୍ତଙ୍କୁ ବାପା ଶବ୍ଦର ଅର୍ଥ ବୁଝାଇ ଦେଇଛି ସମସ୍ତଙ୍କୁ ବାପାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ପଢାଇ ଦେଇଛି ।

ଆଉ ଅନୁଭବ ମହାନ୍ତି ଜଣେ ସାଂସଦ ଥାଇ ମଧ୍ୟ ବାପାଙ୍କ ପ୍ରତି ଥିବା ତାଙ୍କ ସ୍ନେହ ଭଲ ପାଇବାକୁ ସମସ୍ତେ ଜଳଜଳ କରି ଦେଖି ପାରୁଛନ୍ତି । ଆପଣ ବି ଏ ଦୃଶ୍ୟକୁ ଭଲ ଭାବରେ ଦେଖନ୍ତୁ । ଦର୍ଶକ ବନ୍ଧୁ ମାଆ ଯଦି ମମତାର ସୀମା ହୀନ ସାଗର ହୁଏ ତା ହେଲେ ବାପା ଅନୁଶାସନ ଓ କର୍ତ୍ତବ୍ୟରେ କଠୋର । ତଥାପି ବାପା କେବଳ ଏକ ଶବ୍ଦ ନୁହେଁ ଭଗବାନଙ୍କ ମଥାରୁ ଖସି ପଡିଥିବା ଆଶୀର୍ବାଦର ଫୁଲ ହେଉଛନ୍ତି ବାପା ।

ଆଉ ସେହି ବାପାଙ୍କ ଦେହ ଖରାପ ପୁଅ କେମିତି ବା ସହିବ ସେଥିପାଇଁ ତ ଧାଇଁ ଆସିଛନ୍ତି ମାଆ ଚର୍ଚ୍ଚିକାଙ୍କ ପୀଠକୁ । ଆଉ ମାଆ ଚର୍ଚ୍ଚିକାଙ୍କ ଦର୍ଶନ କରିବା ପାଇଁ ଭିଡିଓ କଲ୍ ର ସାହାରା ନେଇଛନ୍ତି କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ସେ ବାପାଙ୍କୁ କହୁଛନ୍ତି, ବାପା ଆଖି ଖୋଲ ଆଉ ମାଆଙ୍କ ଦର୍ଶନ କରିଦିଅ । ଆଉ ଏଠାକାର ବ୍ରାହ୍ମଣ ମାନେ ସମସ୍ତେ ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ଆପଣ ଶୀଘ୍ର ଭଲ ହେଇଯିବେ ଆଉ ଏ ସବୁକୁ ଦେଖିବା ପରେ ପିତା ଆଉ ପୁତ୍ରର ସମ୍ପର୍କ ଖୁବ ଜଳଜଳ ହୋଇ ନଜର ଆସିଛି । ଏବେ ଏହି ଭିଡିଓକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *