Anubhav Mohanty ଙ୍କୁ ତାଲା ମାରିଲେ ପତ୍ନୀ Varsha Priyadarshini, ସାଂସଦ ଭିଡ଼ିଓ କରି କରିଦେଲେ ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ଅନୁଭବ ମହାନ୍ତି ଓ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବର୍ଷା ଓ ଅନୁଭବ ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଉଭୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଗତ କିଛି ବର୍ଷ ହେବ ଏହି ଦୁଇଜଣଙ୍କ ମଧ୍ୟରେ ପାରିବାରିକ କଳହ ଦେଖିବାକୁ ମିଳୁଛି । ଅନେକ ଦିନ ଧରି ଏହି ଦୁଇଜଣଙ୍କ ପାରିବାରିକ ମାମଲା କୋର୍ଟରେ ଚାଲିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ନିଷ୍ପତ୍ତି ମିଳି ନାହିଁ । ଏମାନଙ୍କ ବିଚ୍ଛେଦ ଦେଖି ଓଡିଶା ବାସୀ ବହୁତ ଦୁଃଖିତ ହୋଇଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଅନୁଭବ ଓ ବର୍ଷାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଉଭୟ ଅନୁଭବ ଓ ବର୍ଷା ଝଗଡା କରୁଥିବାର ନଜର ଆସୁଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭା-ଇ-ରା-ଲ ଭିଡିଓ ବିଷୟରେ ।

ତେବେ ବନ୍ଧୁଗଣ ଏହି ଭିଡିଓଟି ହେଉଛି ଏକ ସିସିଟିଭି କ୍ୟାମେରାର ଯେଉଁଠି ଅନୁଭବ ଓ ବର୍ଷା ତାଲା ଚାବି ପାଇଁ ଝଗଡା କରୁଥିବାର ନଜର ଆସୁଛନ୍ତି । କିଛି ଭୁଲ ବୁଝାବଣା ହେତୁ ଅନୁଭବ ଓ ବର୍ଷା ଝଗଡା କରୁଛନ୍ତି ହେଲେ ଅନୁଭବ ବର୍ଷାଙ୍କୁ ବୁଝାଇବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ଓ ସମସ୍ତ ସ୍ଥାନରେ ଏହି ଭିଡିଓର ଚର୍ଚା ଜୋର ସୋର ଚାଲିଛି ।

ତେବେ ଅନୁଭବ ଜଣେ ଅଭିନେତା ହେବା ସହ ଜଣେ ବିଜେଡି ସାଂସଦ ଅଟନ୍ତି କିନ୍ତୁ ଗତ କିଛି ଦିନ ହେବ ସେ ଅନେକ ବିବାଦରେ ଫସି ରହିଛନ୍ତି । ବର୍ଷା ଓ ଅନୁଭବଙ୍କ ପାରିବାରିକ ମାମଲା ଗତ କିଛି ବର୍ଷ ହେବ ଚାଲିଛି ବନ୍ଧୁଗଣ ଏହି ଭିଡିଓଟିକୁ ଅନୁଭବ ନିଜେ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *