ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଫିଲ୍ମ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି
ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ସୁପର ହିଟ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଅନୁଭବ ନିଜ ଅଭିନୟ କାରିୟରର ଆରମ୍ଭ ୨୦୦୪ ମସିହାରେ କରିଥିଲେ ।
ଅନୁଭବ ଜଣେ ଅଭିନେତା ହେବା ସହ ଜଣେ ରାଜନୀତିଜ୍ଞ ମଧ୍ୟ ଅଟନ୍ତି । ସେ ନିଜ ପଲିଟିକାଲ କାରିୟରର ଆରମ୍ଭ ୨୦୧୩ ମସିହାରେ କରିଥିଲେ । ନିଜ ଫିଲ୍ମ ଓ ନିଜ ରାଜନୈତିକ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅନୁଭବ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବ ମହାନ୍ତିଙ୍କ ପରିବାର ବିଷୟରେ ଜାଣିଥିବେ ହେଲେ ଆପଣ ମାନେ କଣ ତାଙ୍କ ଭାଇ ବୋହୁଙ୍କ ବିଷୟରେ ଜାଣିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଅନୁଭବଙ୍କ ଭାଇ ବୋହୁଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଅନୁଭବଙ୍କ ପରିବାରରେ ତାଙ୍କ ବାପା ମାଙ୍କ ସହ ତାଙ୍କର ଜଣେ ସାନ ଭାଇ ବି ଅଛନ୍ତି ଯାହାଙ୍କ ନାମ ହେଉଛି ଅନୁପ୍ରୟାସ ମହାନ୍ତି । ଅନୁଭବ ଜଣେ ଅଭିନେତା ଓ ରାଜନୀତିଜ୍ଞ ହୋଇଥିବା ବେଳେ ତାଙ୍କ ଭାଇ ଜଣେ ବିଜନେସମ୍ୟାନ ଅଟନ୍ତି ।
ଅନୁପ୍ରୟାସ ୨୦୧୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅନୁପ୍ରୟାସଙ୍କ ସ୍ତ୍ରୀଙ୍କ ନାମ ହେଉଛି ପ୍ରେରଣା ମହାନ୍ତି । ପ୍ରେରଣା କୌଣସି ଓଡିଆ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ସେ ଦେଖିବା ପାଇଁ ଯେତେ ସୁନ୍ଦର ତା ଠାରୁ ଅଧିକ ଟ୍ୟାଲେନ୍ଟେଡ ମଧ୍ୟ । ଏହି ଦୁଇଜଣଙ୍କର ଏକ ଛୋଟ ଝିଅ ମଧ୍ୟ ଅଛି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁଭବଙ୍କ ଭାଇ ଓ ଭାଉଜ କେମିତି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।