ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ପୌର ନିର୍ବାଚନା ଚାଲିଛି । ଏହି ସମୟରେ ଓଡିଶାର ତିନୋଟି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ଜୋର ସୋରରେ ପ୍ରଚାର ପ୍ରସାର କରୁଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ କିଛି ଲୋକ ବାଜା ବଜାଉ ଥିବାର ନଜର ଆସୁଛନ୍ତି ଓ ସେମାନଙ୍କ ପଛରେ କିଛି ମହିଳା ଜବରଦସ୍ତ ଡ୍ୟାନ୍ସ ମୁଡରେ ଅଛନ୍ତି । ମହିଳା ମାନେ ଉତ୍ସାହ ଓ ଖୁସିର ସହ ନାଚୁ ଛନ୍ତି । ତେବେ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ।
ବନ୍ଧୁଗଣ ଏହି ଭିଡିଓରେ ନାଚୁଥିବା ମହିଳା ମାନେ ହେଉଛନ୍ତି ବିଜେଡି କର୍ମୀ ତେବେ ଏହି ଭିଡିଓଟି ଏବର ନୁହେଁ ଏହା ହେଉଛି ପଞ୍ଚାୟତ ନିର୍ବାଚନ ସମୟର ଭିଡିଓ । ପଞ୍ଚାୟତ ନିର୍ବାଚନ ସମୟରେ କିଛି ଏଭଳି ଦୃଶ୍ୟ ଓଡିଶାରେ ଦେଖିବାକୁ ମିଳିଥିଲା । ଆପଣ ମାନେ ଭାବୁଥିବେ ବିଜେଡି ପ୍ରାର୍ଥୀ ଜିତିବା ପରେ ମହିଳା କର୍ମୀ ମାନେ ଏତେ ଖୁସିର ସହ ଡ୍ୟାନ୍ସ କରୁଛନ୍ତି ହେଲେ ଏପରି କିଛି ବି ନାହିଁ ।
ଏମାନେ ହେଉଛନ୍ତି ବିଜେଡି ନେତା ପ୍ରତାପ ଜେନାଙ୍କ କର୍ମୀ । ପ୍ରତାପ ଜେନାଙ୍କ ପାଇଁ ବହୁତ ଖୁସିରେ ନାଚୁ ଛନ୍ତି ମହିଳା କର୍ମୀ ମାନେ । ଆଶ୍ଚର୍ଯ୍ୟର କଥା ହେଉଛି ମନ୍ତ୍ରୀଙ୍କ ନାମରେ ଏତେ ବିବାଦ ଉଠିବା ପରେ ବି ସମର୍ଥକ ମାନେ ନାଚୁ ଛନ୍ତି । ବନ୍ଧୁଗଣ ଏମାନେ ହେଉଛନ୍ତି ପ୍ରକୃତ ସମର୍ଥକ । ମନ୍ତ୍ରୀ ପ୍ରତାପ ଜେନା ନିଜ ଏରିଆ ତଥା ମାହାଙ୍ଗା ବ୍ଲକ ଉଷୁମାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଦେବା ପାଇଁ ଆସିଥିଲେ ।
ସେଥିପାଇଁ ଏହି ମହିଳା କର୍ମୀ ମାନେ ଖୁସିରେ ଡେଉଁ ଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି । ଲୋକମାନେ ଏହି ଭିଡିଓ ଦେଖି ନିଜ ମନୋରଞ୍ଜନ ମଧ୍ୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।