ଅଙ୍ଗନବାଡି ଦିଦିଙ୍କ ନିଆରା ପାଠପଢା ହେଲା ଭାଇରାଲ, Video ଦେଖିଲା ପରେ ଆପଣ ବି ଦେବେ ସାବାସି !

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ପ୍ରତିଦିନ ଆମେ ଦେଖିବାକୁ ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ। ତେବେ ଆଜି ଆମେ ଏମିତି ଏକ ଭିଡିଓ ବିଷୟ ରେ ଆଲୋଚନା କରିବା ।

ତେବେ ଏହି ଭିଡିଓ ଟି ଜଣେ ଅଙ୍ଗନବାଡ଼ି ଦିଦି ଙ୍କ ର ଅଟେ ତାଙ୍କର ନିଆରା ଢଙ୍ଗ ର ପାଠପଢ଼ା ଶୈଳୀ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।ଆଜି କାଲି ର ପାଠ ପଢା ର ଶୈଳୀ ବଦଳି ଗଲାଣି ଓ ପିଲା ମାନେ ଏହି ନୂତନ ପଢା ଶୈଳୀ କୁ ଏତେ ଶୀଘ୍ର ଆପଣେଇ ପାରୁ ନାହାଁନ୍ତି । ତେବେ କେମିତି ପିଲା ମାନଙ୍କୁ ପଢ଼ାଇବା ଦ୍ଵାରା ପିଲା ମାନେ ପାଠ ପଢ଼ା ପ୍ରତି ଆକୃଷ୍ଟ ହେବ ଓ ଆଗ୍ରହୀ ହେବେ ସେହି ବିଷୟ ରେ କେହି କେବେ ମଧ୍ୟ ଧ୍ୟାନ ଦେଉ ନାହାନ୍ତି ।

ଏହି ସବୁ ମଧ୍ୟରେ ଏହି ଅଙ୍ଗନବାଡ଼ି ଦିଦି ଙ୍କ ନିଆରା ଶୈଳୀ ର ପାଠପଢ଼ା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ତେବେ ଏହି ଅଙ୍ଗନବାଡ଼ି ଦିଦି ଙ୍କ ପାଠ ପଢା ଶୈଳୀ ଦେଖିଲେ ଏମିତି ଲାଗେ ଯେମିତି ଆଜି ବି ମଧ୍ୟ କିଛି ବି ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ଯେଉଁ ମାନେ କି ଆଧୁନିକ ଶୈଳୀ କୁ ନ ଆପଣେଇ କୌଣସି ଏକ ସ୍ବତନ୍ତ୍ର ମାଧ୍ୟମ ରେ ପଢ଼ାଇ ପିଲା ମାନଙ୍କୁ ଶିକ୍ଷିତ କରିବାକୁ ଚାହୁଁଛନ୍ତି ।

ତେବେ ତାଙ୍କର ଏହି ପାଠ ପଢ଼ା ଶୈଳୀ ଟି ସମସ୍ତଙ୍କୁ ପସନ୍ଦ ଆସିଛି ପିଲାମାନେ ମଧ୍ୟ ତାଙ୍କର ଏହି ପାଠ ପଢା ଶୈଳୀ କୁ ଖୁବ୍ ପସନ୍ଦ କରୁଛନ୍ତି । ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଛୋଟ ଛୋଟ ପିଲା ମାନେ କିପରି ପାଠ ପଢ଼ା ରେ ଏତେ ମଜି ଯାଇଛନ୍ତି ଯେ ପାଠ ପଢା ରେ ପିଲା ମାନେ ନିଜକୁ ହଜାଇ ଦେଉଛନ୍ତି । ତେବେ ଦିଗପହଣ୍ଡି ର ଏହି ଅଙ୍ଗନବାଡ଼ି ଦିଦି ଜଣଙ୍କ ଗୀତ ଗାଇ ପିଲା ଙ୍କ ଆଗରେ ନାଚି ନାଚି ପିଲା ମାନଙ୍କୁ ଏକ ନିଆରା ଶୈଳୀ ରେ ପାଠ ପଢ଼ାଇ ଅଛନ୍ତି ଆଉ ଯେଉଁ ପାଠ ପଢ଼ା କୁ ପିଲା ମାନେ ମଧ୍ୟ ଆପଣେଇ ଅଛନ୍ତି ।

ପିଲା ମାନେ ଦିଦି ଙ୍କ ଠାରୁ ଗୀତ ଶୁଣି ଆବୃତ୍ତି କରୁଛନ୍ତି ଓ ଏହାର ଅଭିନୟ କରୁଛନ୍ତି । ଆଉ ମଜା କରି ପାଠ ପଢ଼ୁଛନ୍ତି ।ତେବେ ଆଜି କାଲି ର ଆଧୁନିକ ଯୁଗରେ ଯେଉଁଠି ଇଣ୍ଟରନେଟ ପାଠ ପଢା ଚାଲିଛି ସେଠାରେ ଏହି ଅଙ୍ଗନବାଡ଼ି ଦିଦି ଙ୍କ ପାଠ ପଢ଼ା ଶୈଳୀ ଟିକୁ ସମସ୍ତେ ଖୁବ୍ ପସନ୍ଦ କରୁଛନ୍ତି। ତାଙ୍କ ର ଏହି ଭିଡିଓ ଟି ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *