‘ଅନ୍ଧାର କୋଠରୀରେ ମୋ ସହ କ’ଣ ହେଲା ମୁଁ ଜାଣିନି, ହେଲେ ଯେତେବେଳେ ମୋ ହୋସ ଆସିଲା…’ ସାମ୍ନାକୁ ଆସିଲେ ହରପ୍ରିୟା, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ ଙ୍କ ସ୍ତ୍ରୀ ହରପ୍ରିୟା କହିଛନ୍ତି ଯେ ମୋତେ କିଏ ଉଠାଇକି ନେଇଯାଇଥିଲା । ସେଦିନର ଘଟଣା କହିଛନ୍ତି ହରପ୍ରିୟା ଯେ ମୁଁ କଲେଜ ରୁ ଆସୁଛି ମତେ ଜଣେ କହିଲେ ଯେ ଚାଲ ତତେ ତୋ ସ୍ଵାମୀ ଡାକୁଛି ଯିବାପାଇଁ । ମାତ୍ର ସେ କିଏ ଭଲ ଭାବରେ ଜାଣିନାହିଁ କିନ୍ତୁ ଆମଜଣା ଶୁଣା ଲୋକଟେ ଆସି କହିଲେ । ଏହାପରେ ସେ କହିଲେ ଯେ ଚାଲ ତତେ ରାହୁଲ ଡାକୁଛି । ପ୍ରାୟ ୧୧.୧୫ ଘଣ୍ଟା ସମୟ ହେବ ସେତେବେଳେ ।

ହରପ୍ରିୟା ଏହି କଥା ଶୁଣି କହିଲେ ଯେ ଯଦି ମୋ ସ୍ଵାମୀ ମତେ ଡାକୁଛନ୍ତି ତେବେ ମତେ ଫୋନ କରିଲେ ମୁଁ ଯିବି ନ ହେଲେ ମୁଁ ଜିବିନାହିଁ । ମାତ୍ର ସେ ଲୋକ ବାଧ୍ୟ କରି କହିଲା ଯେ ସମୟ ନାହିଁ ଜଲ୍ଦି ଚାଲେ । ମୁଁ ଇଣ୍ଡିକା ପାଖକୁ ଆସିଲି ସେଠାରେ ଗୋଟେ ରୁମାଲ ଆଣି ମୋ ମୁହଁ  ରେ ପକାଇ ଦେଲେ ଏବଂ ମୁଁ ସେଠାରେ କିଛି ଜାଣି ପରିଲି ନାହିଁ ମତେ କୁଆଡେ ନେଇ ଯାଉଛନ୍ତି ।

ମାତ୍ର ଯେତେବେଳେ ମୋ ହୋସ ଆସିଲା ମୁଁ ଗୋଟିଏ ଅନ୍ଧାର ଘରେ ଥିଲି । ଏବଂ ମୋ ପାଖରେ କେହି ନଥିଲେ, ଖାଇବା ପିଇବା ମଧ୍ୟ ସେଠାରେ ସଠିକ ଭାବରେ ଦେଉନଥିଲେ ।ଏହା ପରେ ହରପ୍ରିୟା କହିଛନ୍ତି  ଯେ ତାଙ୍କ ପାଖରେ ଯେଉଁ ସିମ ଥିଲା ସେଥିରେ ରାହୁଲ ଙ୍କୁ ଜଣାଇଲେ ଏହି ସମସ୍ତ କଥା ଯେ ଆସି ମତେ ନେଇ ଜାଅ ନହେଲେ ମୁଁ ମରିଯିବି । ମତେ ଜଲ୍ଦି ଆସି ଏଠାରୁ ନେଇଯାଅ ।

ସ୍ଵାମୀ ପଚାରିଲେ ଯେ କେଉଁ ଜାଗାରେ ଅଛୁ ? ମାତ୍ର ମତେ କେହି କହିନଥିଲେ ଯେ ଏହି ଜାଗା ଯିବୁ ଏଠାକୁ ଯିବୁ ମୁଁ ଡାଉଟ କରି ସେହି ଜାଗା ବିଷୟରେ କହିଲି । ଏହାପରେ ମାମୁଁ ମାଇଁ ମତେ ନେଇ ଆସିଲେ । ମତେ ଜାତି କରିବା ନିମନ୍ତେ କହି ନେଇକି ଆସିଥିଲେ । ଏହାପରେ ମତେ ନେଇ ଆସି ବସେଇ ଜାତି କରିଲେ, ପୂଜା କରିଲେ ସବୁ କରିଲେ । ମାତ୍ର ମୁଁ ବହୁତ ଥର ଉଠି ଆସିବାକୁ ଚେଷ୍ଟା କରିଛି । ମତେ ଘେରେଇ ମୋ ହାତ ଧରିଥିଲେ ।

ଏହାପରେ ମନ୍ଦିର ବାହାରେ ଯେତେବେଳେ ଅତିରିକ୍ତ ହେଲା ମୁଁ ମୋ ସ୍ଵାମୀ ଙ୍କୁ ଦେଖି ରହି ପାରିଲିନି ତାଙ୍କ ପାଖକୁ ଦଉଡି ପଳାଇ ଆସିଲି । ଏବଂ ବର୍ତ୍ତମାନ ହରପ୍ରିୟ ନିଜ ସ୍ଵାମୀ ଙ୍କୁ ପାଇ ଖୁସି ଅଛନ୍ତି ବୋଲି କହିଛନ୍ତି । ଏ ସବୁ ଶାଶୁଘର ଏବଂ ନିଜ ସ୍ଵାମୀ ରାହୁଲ ଙ୍କ ଦ୍ଵାରା ସମ୍ଭବ ବୋଲି ହରପ୍ରିୟା ଛଳ ଛଳ ଆଖିରେ କହିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *