ବିବାଦ ପରେବି ରାଣୀ ପଣ୍ଡା ଦେଖାଇଲେ ବଡ଼ ହୃଦୟ, ଅନାଥ ପିଲାଙ୍କ ପାଖରେ ପହଞ୍ଚି ଗଲେ… Rani Panda

ବିବାଦରୁ ବାହାରି ବଡ ହୃଦୟ ନେଇ ଅନାଥ ଆଶ୍ରମରେ ପହଞ୍ଚିଲେ ରାଣୀ ପଣ୍ଡା । ହଁ ଆଜ୍ଞା ରାଣୀ ପଣ୍ଡା ଯାତ୍ରା ଜଗତର ବହୁ ଜଣାଶୁଣା ଚେହେରାଟି ଅଟେ । ରାଣୀ ତାଙ୍କ ପ୍ରଫେସନାଲ ଓ ପର୍ସୋନାଲ ଲାଇଫକୁ ନେଇ ଯେତିକି ବିବାଦ ମଧ୍ୟରେ ରହନ୍ତି । ସେହି ବାଦ ବିବାଦ ମଧ୍ୟରୁ ବାହାରି ମଧ୍ୟ ଯଥା ସମ୍ଭବ ଲୋକଙ୍କୁ ସାହାଜ୍ଯ ସହଯୋଗ କରିବାକୁ ଆଗେଇ ପଡନ୍ତି । ତେବେ ନିକଟରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଯେତିକି ବିବାଦ ଉଠିଥିଲା ।

ସେହି ସବୁ ବିବାଦରୁ ବାହାରି ରାଣୀ ଏକ ଅନାଥ ଆଶ୍ରମକୁ ଆସିଛନ୍ତି । ଛୋଟ ଛୋଟ ପିଲାଙ୍କ ମନକୁ ବୁଝୁଥିବା ଏ ହେଉଛନ୍ତି ସେହି ରାଣୀ ପଣ୍ଡା । ତେବେ ରାଣୀ ପଣ୍ଡା ଏକ ଅନାଥ ଆଶ୍ରମରେ ପହଞ୍ଚି ଅନେକ ପିଲାଙ୍କ ସହ କିଛି ମୂଲ୍ୟବାନ ନିଜର ସମୟ ବିତାଇଛନ୍ତି । ତାଙ୍କ ସହ ହସମଜା କରି ପିଲା ମାନଙ୍କ ଉଦ୍ଧେଶ୍ୟରେ କିଛି ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ଯାହାଙ୍କୁ ନେଇ ବିଗତ ଦିନରେ ବହୁତ ପ୍ରକାର କଣ୍ଟ୍ରୋଭର୍ଶୀ ହୋଇଛି ।

ବହୁତ ସମାଲୋଚନାର ଶିକାର ହୋଇଛନ୍ତି ରାଣୀ ପଣ୍ଡା । ଦରକାର ପଡିଲେ ବେଳେବେଳେ ସେ ନିଜ ମୁହଁରୁ ଅପଶବ୍ଦ ବାହାର କରି ମଧ୍ୟ ରାଗିଥିବା ଲୋକଙ୍କ ଉପରେ ଗାଳି ମଧ୍ୟ କରିଦିଅନ୍ତି । ତଥାପି ସେ ନିଜ ବ୍ୟକ୍ତିଗତ ଜୀବନରେ ଲୋକଙ୍କୁ ସାହାଜ୍ଯ କରିବା, ତାଙ୍କ ବିପଦ ସମୟରେ ତାଙ୍କ ପାଖରେ ଛିଡା ହେବା ଓ ଲୋକଙ୍କୁ ତାଙ୍କ ଶକ୍ଷ ଅନୁସାରେ କିଛି ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି । ଯେଉଁ ଜାଗାରେ କିଛି ଅପ୍ରିୟକର ସ୍ଥିତି ଉପୁଜି ଯିବାର ଶୁଣିବାକୁ ପାଇଥାନ୍ତି । ସଙ୍ଗେ ସଙ୍ଗେ ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି ଲୋକଙ୍କ ପାଖରେ ଯାଇ ଛିଡା ହୋଇଯାଆନ୍ତି ।

ଯେଉଁ ଜାଗାରେ ବଡ ବଡ ଧନୀ ଲୋକଙ୍କ ହାତ ପହଞ୍ଚିପାରେନାହିଁ । ସେହି ଜାଗାରେ ଆସି ରାଣୀ ନିଜ ବଡ ହୃଦୟ ନେଇ ପହଞ୍ଚି ଜାଆନ୍ତି । ଆଉ ଲୋକଙ୍କ ମୁହଁରେ କିଛି ହସ ଫୁଟାଇବା ପାଇଁ ତାଙ୍କର କିଛି ଦୁଃଖ ଲାଘବ କରିଆ ପାଇଁ ଆଗେଇ ପଡନ୍ତି । ସେଥିପାଇଁ ତ କିଛି ଲୋକ ତାଙ୍କ ବିପକ୍ଷରେ ରହି କଥା କହୁଥିବା ବେଳେ ବହୁତ ଲୋକ ରାଣୀଙ୍କ ସପର୍ଟରେ ରହିଛନ୍ତି । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *