Interesting Odia Gk- AM ଓ PM ର ଅର୍ଥ କଣ ଓ ଏହାର ଫୁଲ ଫର୍ମ କଣ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଏକ ବହୁତ ହିଁ କୌତୁହଳ ପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବାକୁ ଯାଉଛେ । ଏବଂ ତାହା ଆପଣଙ୍କ ଦୈନନ୍ଦିନ ଜୀବନରେ ଆପଣ ପ୍ରାୟ ବ୍ୟବହାର ମଧ୍ୟ କରି ଥାଆନ୍ତି । କିନ୍ତୁ ହୁଏତ ପ୍ରାୟ ଲୋକ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣି ନଥାନ୍ତି । କିନ୍ତୁ ଏହା ତାଙ୍କ ପାଇଁ ମଧ୍ୟ ବହୁତ ଜରୁରୀ ଅଟେ । ତେବେ ସେହି ବିଷୟ ହେଉଛି କି ଆମେ ଘଣ୍ଟାରେ ଯେଉଁ ଏ ଏମ ଓ ପି ଏମ ବ୍ୟବହାର କରିଥାଉ ତାହାର ସମ୍ପୂର୍ଣ୍ଣ ନାମ କଣ ଏବଂ କାହିଁକି ଏପରି କୁହାଯାଏ ।


ନିଜ ଦୈନନ୍ଦିନ ଜୀବନରେ ଆମେ ଏପରି କେତେ ଶବ୍ଦର ବ୍ୟବହାର କରିଥାଉ ଯାହା ପାଇଁ ଆମର କାମ ଚାଲେ ନାହିଁ । କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ କି ଆମକୁ ପ୍ରାୟ ସେସବୁର ଅସଲି ଅର୍ଥ ଜଣା ନଥାଏ । ଏହି ପରି ହିଁ କିଛି ଶବ୍ଦ ହେଉଛି ଏ ଏମ ଓ ପି ଏମ । ଯାହା ଆମେ ପ୍ରାୟ ସମୟ ଜଣାଇବା ପାଇଁ ବ୍ୟବହାର କରିଥାଉ । ଆମକୁ ଏହା ମଧ୍ୟ ଜଣାଅଛି କି ଏ ଏମ କୁ ଦ୍ୱିପ୍ରହର ପୂର୍ବରୁ ଓ ପି ଏମ କୁ ଦ୍ୱିପ୍ରହର ପରେ ସମୟ ଜଣାଇବା ପାଇଁ ବ୍ୟବହାର କରାଯାଏ ।

କିନ୍ତୁ ଆପଣଙ୍କୁ ଯଦି କେହି ଏହାର ସମ୍ପୂର୍ଣ୍ଣ ନାମ ପଚାରେ ତେବେ ହୋଇଥାଇ ପରେ ଆପଣଙ୍କୁ ଅସୁବିଧା ହେବ । ତେବେ ଯଦି ଆପଣଙଙ୍କୁ ଏହାର ସଠିକ ଉତ୍ତର ଜଣାନାହିଁ ତେବେ ଆସନ୍ତୁ ଜାଣିବା ଏହି ଶବ୍ଦ ମାନଙ୍କର ସଠିକ ଅର୍ଥ । ଏ ଏମ ର କୌଣସି ଇଂରାଜୀ ଭାଷାରେ ଅର୍ଥ ନାହିଁ । ବରଂ ଏହା ଏକ ଲାଟିନ ଶବ୍ଦ ଅଟେ । ଯାହାର ସମ୍ପୂର୍ଣ୍ଣ ନାମ ହେଉଛି ଆଣ୍ଟି ମ୍ୟାରେଡିୟମ । ଏହାର ହିନ୍ଦୀ ଭାଷାରେ ଅର୍ଥ ହେଉଛି କି,ଦ୍ୱିପ୍ରହର ପୂର୍ବରୁ ଅଟେ ।

ଇଂରାଜୀ ଭାଷାରେ ଏହାର ଅର୍ଥ ହେଉଛି କି, ବିଫୋର ନୁନ ଅଟେ । ଏହାର ଅର୍ଥ ଆମକୁ ରାତିରେ ୧୨ଟା ରୁ ଆରମ୍ଭ କରି ଦ୍ୱିପ୍ରହରର ବାରଟା ବେଳ ପର୍ଯ୍ୟନ୍ତ ଘଣ୍ଟାରେ ଏ ଏମ ହିଁ ଦେଖା ଦିଏ । ଏବଂ ଦ୍ୱିପ୍ରହର ବାରଟା ପରେ ଆମକୁ ଘଣ୍ଟାରେ ପି ଏମ ଦେଖା ଦିଏ । ଏହାର ମଧ୍ୟ କୌଣସି ଇଂରାଜୀ ଭାଷାରେ ଅନୁବାଦ କିମ୍ବା ଅର୍ଥ ନାହିଁ ।

ତେବେ ଏହା ମଧ୍ୟ ଏକ ଲାଟିନ ଶବ୍ଦ ଅଟେ । ଏବଂ ଏହାର ଅର୍ଥ ବା ସମ୍ପୂର୍ଣ୍ଣ ନାମ ହେଉଛି, ପୋଷ୍ଟ ମ୍ୟାରିଡିୟମ । ଏହାକୁ ଯଦି ଇଂରାଜୀ ଭାଷାରେ କହିବା ତେବେ ଏହାର ଅର୍ଥ ହେଉଛି ଆଫ୍ଟର ନୂନ ଅଟେ । ଏବଂ ହିନ୍ଦୀ ଭାଷାରେ ଅନୁବାଦ କରିବା କି ଏହାର ଅର୍ଥ ହେଉଛି ଦ୍ୱିପ୍ରହର ପରେ ଅଟେ ।

ଏହି କ୍ଷେତ୍ରରେ ମଧ୍ୟ ଆମେ ବୁଝି ସାରିଛୁ କି ଘଣ୍ଟାରେ ଦ୍ୱିପ୍ରହର ବାରଟା ପର ଠାରୁ ଆରମ୍ଭ କରି ରାତ୍ରିର ବାରଟା ପର୍ଯ୍ୟନ୍ତ ସମୟକୁ କୁହାଯାଏ । ଏବଂ ଘଣ୍ଟାରେ ମଧ୍ୟ ଏହି ସମୟ କୁ ପି ଏମ ଭାବରେ ଦେଖାଏ । ତେବେ ଆଶା କରୁଛୁ କି ଆପଣ ଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହା ଉପରେ ଆପଣ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *