Amir Khan ଙ୍କ ପାଇଁ ଘଣ୍ଟା ଘଣ୍ଟା ଧରି ବାଥରୁମ ରେ କାନ୍ଦିଥିଲେ Divya Bharti, ଆଉ ତା’ ପରେ Salman ଆସି କରିଥିଲେ ଏମିତି….

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣି ଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ବଲିଉଡ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅମିର ଖାନ । ଅମିର ଖାନ ବର୍ଷକୁ ଗୋଟିଏ ଫିଲ୍ମ ଆଣନ୍ତି ହେଲେ ସୋସିଆଲ ମିଡିଆରେ କିଛି ନା କିଛି କାରଣ ହେତୁ ଚର୍ଚାରେ ରୁହନ୍ତି ।

ଅମିର ଖାନ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଆଜି ଆମେ ଆପଣ ମାନଙ୍କୁ ଅମିର ଖାନ ଓ ବଲିଉଡ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ସହ ଜଡିତ ଏକ ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗୋଟେ ସମୟରେ ଅମିରଙ୍କ ପାଇଁ ଦିବ୍ୟା ବାଥୃମ ଭିତରେ ଘଣ୍ଟା ଘଣ୍ଟା ଧରି କାନ୍ଦି ଥିଲେ । ଏହି ଘଟଣାଟି ୧୯୯୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଡର’ ସମୟରେ ଘଟିଥିଲା । ଏହି ଫିଲ୍ମରେ ପ୍ରଥମେ ଅମିର ଖାନ ଓ ବଲିଉଡ ଅଭିନେତ୍ରୀ ଜୁହୀ ଚାବଲା ନଜର ଆସିଥାନ୍ତେ ହେଲେ ମେକର୍ଷ ମାନେ ଏହି ଫିଲ୍ମ ପାଇଁ ଦିବ୍ୟା ଭାରତୀଙ୍କୁ ବାଛି ଥିଲେ । କିନ୍ତୁ ବଲିଉଡ ଅଭିନେତା ଅମିର ଖାନ ଦିବ୍ୟାଙ୍କୁ ଏହି ଫିଲ୍ମରୁ ବାହାର କରିଦେଇଥିଲେ ଓ ଜୁହୀଙ୍କୁ ଏହି ଫିଲ୍ମର ଅଫର ଦେଇଥିଲେ ।

ଦିବ୍ୟା ଭାରତ ଏହି ଘଟଣା ବିଷୟରେ କହିଥିଲେ ଯେ’ଲଣ୍ଡନରେ ଏକ ସୋରେ ସେ କିଛି ଭୁଲ କରିଦେଲେ ହେଲେ ସେହି ସମୟରେ ସେ ନିଜ ଭୁଲ ସୁଧାରୀ ଥିଲେ । ହେଲେ ଏହି ଭୁଲ ବିଷୟରେ ଅମିର ଖାନ ଜାଣି ଦେଲେ । ସେହି ସମୟରେ ଅମିର ମୋ ସହ ପରଫର୍ମ ନକରି ଜୁହୀଙ୍କ ସହ କରିବେ ବୋଲି କହିଥିଲେ’ । ବନ୍ଧୁଗଣ କୁହା ଯାଏ ଦିବ୍ୟା ଭାରତୀଙ୍କ ଦ୍ଵାରା ଏକ ଡ୍ୟାନ୍ସ ସ୍ଟେପ ଭୁଲ ହୋଇଯାଇଥିଲା ।

ଅମିର ଦିବ୍ୟାଙ୍କ ସହ ପରଫର୍ମ କରିବାକୁ ମନା କରିଦେବାରୁ ସଲମାନ ଖାନ ଆସି ତାଙ୍କ ସହ ପରଫର୍ମ କରିଥିଲେ । ଅମିରଙ୍କ ଏଭଳି ବ୍ୟବହାରକୁ ଦେଖି ଦିବ୍ୟା ବହୁତ ଦୁଃଖିତ ହୋଇଥିଲେ । ସେ ଅମିରଙ୍କ ପାଇଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବାଥୃମରେ କାନ୍ଦି ଥିଲେ । ଏହା ବିଷୟରେ ଦିବ୍ୟା ନିଜେ ଏକ ଇଣ୍ଟର୍ବ୍ୟୁରେ କହିଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *