କ୍ୟାମେରା ଲେନ୍ସରେ କଏଦ ହେଲା ପ୍ରଳୟ ! ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ଆକାଶରେ ଉଡିଲା ଘର ଛପର, ଦେଖନ୍ତୁ ଏହି ଛାତିଥରା Video

ବନ୍ଧୁଗଣ, ଘୂର୍ଣ୍ଣୀଝଡ ର ପ୍ରଭାବ ଏତେ ଅଧିକ ଥିଲା ଯେ ଭଉଁରୀ ଯୋଗୁଁ ଘରର ଛପର ଗୁଡିକ ପତ୍ର ପରି ଆକାଶରେ ଉଡିଥିଲା । ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୫ ହଜାର ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଅନେକ ଘରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛି । ଏହି ଝଡ ରେ ୩ ଜଣ ଲୋକ ଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । କାନ୍ସାସ ର ଗଭର୍ନର ଏହାକୁ ରାଜ୍ୟ ବିବ୍ର ଭାବରେ ଘୋଷଣା କରିଛନ୍ତି ।

ଆମେରିକା ର ଆଉ କିଛି ସହରରେ ମଧ୍ୟ ଘୂର୍ଣ୍ଣୀ ଝଡ ର ପ୍ରଭାବ ଦେଖିବାକୁ ମିଳିଛି । ଏହି ଘୂର୍ଣ୍ଣୀ ଝଡ ଦେଖିବାକୁ ବହୁତ ଭୟଙ୍କର ହୋଇଛି ରାସ୍ତାରେ ଥିବା ଘର ର ଛପର କାନ୍ଥ କୁ ମଧ୍ୟ ଉଡାଇ ନେଇଛି । ଲୋକେ ଏହି ଦୃଶ୍ୟକୁ ନିଜ ମୋବାଇଲ ରେ ମଧ୍ୟ ରେକର୍ଡ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆ ରେ ଏହି ଦୃଶ୍ୟ ଟି ସାମ୍ନା କୁ ଆସିଛି ଏବଂ ଏହି ଘୂର୍ଣ୍ଣୀ ଝଡ ଯେ କେତେ ଭୟଙ୍କର ତାହା ଏହି ଭିଡିଓ ରେ ଦେଖିବାକୁ ମିଳିଅଛି ।

ଭୂ ତତ୍ଵବିତ ଶ୍ରୀଯୁକ୍ତ ଗୋସ୍ଵାମୀ କହିଛନ୍ତି ଯେ ଘୂର୍ଣ୍ଣୀ ଝଡ ଯେତେବେଳେ ଆମେରିକା ରେ ହୁଏ ତାହା ବିଶେଷ ଭାବରେ ଭୟଙ୍କର ହିଁ ହୋଇଥାଏ । ମାତ୍ର ଭାରତବର୍ଷ ରେ ଏତେ ଭୟଙ୍କର ନଥାଏ । ଟର୍ନାଡୋ ଏକ ସ୍ପାନିସ ୱାର୍ଡ ଟ୍ରୋନାଡୋ ରୁ ଆସିଛି । ଯେତେବେଳେ warm ଏୟାର ମାସ ଏବଂ cold ଏୟାର ମାସ ଧକ୍କା ହୁଏ ଗୋଟିଏ ଫ୍ରଣ୍ଟାଲ ଜୋନ କ୍ରିଏଟ ହୋଇଥାଏ ।

ଜେନେରାଲି ଏହା ହେଲା ପରେ warm ଏୟାର ମାସ ହାଲୁକା ଥିବାରୁ ପରେ ରହିବା କଥା ଏବଂ cold ଏୟାର ମାସ ଭାରି ହୋଇଥିବାରୁ ତଳେ ରହିଥାଏ । କିନ୍ତୁ ଏହି କେସ ରେ ଏହି କେସ ରେ ଯେତେବେଳେ ଟର୍ନାଟ କଣ୍ଡିସନ ହୁଏ cold ଏୟାର ମାସ  ଉପରେ ରହିଥାଏ warm ଏୟାର ମାସ ତଳେ ରହିଥାଏ ଫଳରେ ଗୋଟେ ଫ୍ରଣ୍ଟାଲଜୋନ ର ଭର୍ଟିକାଲ ହାଇଟ ବଢିଯାଇଥାଏ । ଫଳରେ ଭୟଙ୍କର ପରିସ୍ଥିତି ଉପୁଜିଥାଏ ।

ଭୟଙ୍କର ଜନହାନୀ ହୋଇଥାଏ କାରଣ ଏତେ ଜୋର ରେ ରୋଟେଡ କରିଥାଏ ଯାହା ଫଳରେ ଏହିଭଳି ସମସ୍ୟା ଉପୁଜିଥାଏ । କିନ୍ତୁ ଆଶ୍ଵସ୍ତି କର ବିଷୟ ଏହା ଯେ ଭାରତରେ ଏଭଳି ପରିସ୍ଥିତି କେବେ ନଜର ଆସିବ ନାହିଁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଅମଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *