ଓଡିଶାରୁ ଆମ୍ବୁଲାନ୍ସ ଯୋଗେ ମର ଶରୀର ଜୀବ ନେପାଳ, ଆମର ୪ ଆତ୍ମୀୟଙ୍କ ମଧ୍ୟରୁ ୩ ମୃତ ଓ ଜଣେ ରହିଛନ୍ତି ଜୀବିତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାରୁ ଆମ୍ବୁଆଲାନ୍ସ ଯୋଗେ ନେପାଳ ଯିବ ମର ଶରୀର ! ତେବେ ବାଲେଶ୍ଵର ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା ଅନେକ ପରିବାରରୁ ତାଙ୍କ ତାଙ୍କ ଆତ୍ମୀୟ ସ୍ଵଜନଙ୍କୁ ଛଡାଇ ଦେଇଛି । ହଜାର ହଜାର ଲୋକ ମଧ୍ୟ ମେଡିକାଲରେ ଗୁରୁତର ଭାବେ ଏବେ ପର୍ଯ୍ଯନ୍ତ ପଡି ରହିଛନ୍ତି । ତେବେ ସେହି ଟ୍ରେନ ଦୁର୍ଘଟଣାରେ ଜଡିତ ଜଣେ ସମ୍ପର୍କୀୟ ଟ୍ରେନ ଟ୍ରାଜେଡିକୁ ନେଇ କହିଛନ୍ତି । ଏହି ଟ୍ରେନ ଦୁର୍ଘଟଣାରେ ଯେ ଆମର ୪ ଜଣ ଆତ୍ମୀୟ ସ୍ଵଜନ ରହିଥିଲେ ।

୩ ଜଣଙ୍କର ଘଟଣା ସ୍ତଳରେ ମୃ-ତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଥିଲେ, ବର୍ତ୍ତମାନ ସମୟରେ ସେ ଜୀବିତ ଅଛନ୍ତି। ତେଣୁ ଏଥିପାଇଁ ବହୁତ ହିଁ ଦୁଃଖ ଲଗୂଛି । ସେଥିମଧ୍ୟରୁ ୨ ଜଣ ଭାରତର ଲୋକ ଓ ଅନ୍ୟ ୨ ଜଣ ନେପାଳର ଲୋକ ଅଟନ୍ତି । ଯେଉଁ ମାନଙ୍କର ମୃ-ତ୍ୟୁ ହୋଇଯାଇଛି । ସେଥିରୁ ଯିଏ ଭାରତରେ ରହୁଥିଲା । ତାଙ୍କୁ ସେହି ସ୍ଥାନକୁ ନିଆଯିବ । ଆଉ ସେଥିରୁ ନେପାଳର ଯାହାଙ୍କର ମୃ-ତ୍ୟୁ ହୋଇଯାଇଛି । ତାହାଙ୍କୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ମର ଶରୀରକୁ ନେପାଳକୁ ନେଇଯିବୁ ।

ସମସ୍ତେ ଯେଝା ଯେଝା କାମ କରିବାକୁ ଯିବେ ବୋଲି ଟ୍ରେନରେ ବସିକି ଯାତ୍ରା କରୁଥିଲେ । ହେଲେ ଏଭଳି ହଟାତ ଓ ଅଚାନକ ଭାବରେ ବହୁତ ବଡ ରେଳ ଦୁର୍ଘଟଣା ଘଟିଯିବ । ସେଥିରୁ ପୁଣି ଅନେକ ଲୋକଙ୍କର ମୃ-ତ୍ୟୁ ହୋଇଯିବ । ସେହି କଥାକୁ ଭବିଦେଲା ବେଳକୁ ବହୁତ ଦୁଃଖ ଲାଗୁଛି । ତେବେ ବାଲେଶ୍ଵର ବାହାନଗା ଠାରେ ଘଟି ଯାଇଥିବା ଭାରତର ଏତେ ବଡ ରେଳ ଦୁର୍ଘଟଣା ସମସ୍ତଙ୍କ ମନରେ ଟ୍ରେନରେ ଯାତାୟାତ ପାଇଁ ଭୟ ସୃଷ୍ଟି କରିଦ୍ଫେଇଛି ।

ତେବେ  ଟ୍ରେନ ଦୁର୍ଘଟଣା ପରେ ରେଳ ଚଳାଚଳକୁ ପୁଣି ଥରେ ସ୍ଵାଭାବିକ କରାଯାଇଛି । ପୁଣି ଥରେ କରମଣ୍ଡଳ ଏକ୍ସପ୍ରେସ ମଧ୍ୟ ଟ୍ରେନ ଟ୍ରାକରେ ଦ୍ରୁତ ଗତିରେ ଚାଲିବା ଆରମ୍ଭ କରିଦେଇଛି । ହେଲେ ସେହି ଟ୍ରେନ ରେ ଲୋକେ ବସି ଯାତ୍ରା କରୁଛନ୍ତି ସତ । କିନ୍ତୁ ସବୁ ଭଗବାନଙ୍କ ଉପରେ ଛାଡି ଦେଇଛନ୍ତି । କାରଣ ସେହି ଯାତ୍ରୀ ମାନଙ୍କ ମନରେ କେଉଁଠି ନା କେଉଁଠି ଏକ ଅଜଣା ଭୟ ଉଙ୍କି ମରୁଅଛି । ତେବେ ଏହିଭଳି ଖବରର ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *