‘ଆମେ ଧୀରେ ଧୀରେ କ୍ଳୋଜ ହେଉଥିଲୁ କିନ୍ତୁ ଗୋଟିଏ କଲ ଆସିଲା ଆଉ…’ Sumit ଯିବା ପରେ କଣ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ତପସ୍ଵିନୀ ଓ ସୁମିତ କେସ ବିଷୟରେ ବେସ ଭଲ ଭାବରେ ଜଣାଇଥିବେ । ବର୍ତ୍ତମାନ ଏହି କେସକୁ ନେଇ ପୁଣି ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି ଫେରାର ମାରିଲେ ସ୍ଵାମୀ ସୁମିତ । ତେବେ ଗତ କାଲି ସକାଳୁ ସୁମିତ କୁଆଡେ ପଳେଇ ଯାଇଛନ୍ତି । ସୁମିତ ପଳେଇ ଯିବା ପରେ ତପସ୍ଵିନୀଙ୍କ ପାଦ ତଳୁ ମାଟି ଖସି ଯାଇଛି । ତପସ୍ଵିନୀ ଏହି ମାମଲାକୁ ନେଇ ଏକ ଭିଡିଓ ଅପଲୋଡ କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ତେବେ ଗତ କିଛି ସମୟ ହେବ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ସେଦିନର ଘଟଣା ବିଷୟରେ କହିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୁମିତଙ୍କୁ ପାଇବା ପାଇଁ ତପସ୍ଵିନୀ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ସେ ଏମିତି ଅନେକ ଦିନ ଧରି ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସି ରହିଥିଲେ ।

କୋର୍ଟର ନିଷ୍ପତ୍ତି ଥିଲା ଉଭୟ ୭ ଦିନ ଗୋଟିଏ ଘର ଭିତରେ ରହି ବୁଝାବଣା କରିବେ । ହେଲେ ସୁମିତ ଗତ କାଲି ନିଜ ପତ୍ନୀଙ୍କୁ ଛାଡି ଚମ୍ପଟ ମାରିଛନ୍ତି । ତେବେ ଏନେଇ ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତପସ୍ଵିନୀ କହିଛନ୍ତି’ରାତି ୧୧ଟାରେ ହଠାତ ଗୋଟେ କଲ୍ ଆସିଲା ସେ ବାହାରକୁ ଆସି କଥା ହେଲେ ଓ ବାହାରେ ଚେୟାର ପକାଇ ବସିଲେ ।

ରାତିରେ ସେ ଘର ଭିତରକୁ ଆସିଲେ ନାହିଁ ସେ ସେମିତି ବାହାରେ ଚେୟାର ପକାଇ ବସି ରହିଲେ । ଏହା ପରେ ମୁ ମଧ୍ୟ ତାଙ୍କ ପାଖରେ ଚେୟାର ରଖି ଶୋଇଲି । ଆମର ଖାଇବା ପିଇବା ମିଳା ମିଶା ସବୁ ଠିକ ଥିଲା । ସେ ମୋତେ ଅଫିସ ଗଲା ବେଳୁ କହିବି ଯାନ୍ତି ମୋର ଯତ୍ନ ବି ନିଅନ୍ତି ସବୁ କିଛି ଠିକ ଥିଲା । ଆଗକୁ ତପସ୍ଵିନୀ କହିଛନ୍ତି ‘ବର୍ଷ ହେଲାଣି ସେ କଥା ହେଉ ନଥିଲେ ତେଣୁ ହଠାତ ସବୁ କିଛି ବଦଳି ପାରିବ ନାହିଁ ହେଲେ ଧୀରେ ଧୀରେ ସେ ମୋ ସହ କ୍ଳୋଜ ହେଉଥିଲେ ।

ଏ କଥା ବିଷୟରେ ସମସ୍ତେ ଜାଣି ଛନ୍ତି’ । ତା ହେଲେ ବନ୍ଧୁଗଣ ସୁମିତ ଗଲା ପରେ ତପସ୍ଵିନୀ ଏହି ଭଳି ଭାବରେ ଗଣମାଧ୍ୟମ ସାମ୍ନାରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ତେବେ ତପସ୍ଵିନୀଙ୍କ ଏହି ପ୍ରତିକ୍ରିୟାରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *