ଆମ୍ବୁଲାନ୍ସରେ ବସିଲେ ରାହୁଲଙ୍କ ବାପା ମା, ଖୁବ ଶୀଘ୍ର Rahul….ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଛତିଶଗଡ଼ ରେ ୮୦ ଫୁଟ ର ଏକ ଗାତ ଭିତରେ ୧୦ ବର୍ଷ ର ପୁଅ ରାହୁଲ ପଡ଼ି ଯାଇଥିଲା । ବିଗତ ୪ ଦିନ ହେବ ସେ ସେହି ଗଭୀର ଗାତ ରେ ରହିଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ଟିମ୍ ରାହୁଲ କୁ ଗାତ ଭିତରୁ ବାହାର କରିବାର ପ୍ରୟାସ ଜାରି ରଖିଛି । ଏବେ ରାହୁଲ ର ଗାତ ରୁ ବାହାରିବାର ସମ୍ଭାବନା ବହୁତ ଅଧିକ ମଧ୍ୟ ଦେଖା ଦେଇଛି । ତେବେ ଆମ୍ବୁଲାନ୍ସ ରେ ବସିଛନ୍ତି ରାହୁଲ ଙ୍କ ବାପା ଓ ମାଆ ।

ସେମାନେ ବର୍ତ୍ତମାନ ଆମ୍ବୁଲାନ୍ସ ରେ ବସି ଜଗି ରହିଛନ୍ତି ଯେ, ରାହୁଲ ଙ୍କୁ ଉଦ୍ଧାର କରିବା ମାତ୍ରେ ସେହି ଆମ୍ବୁଲାନ୍ସ ରେ ବସାଇ ତାଙ୍କୁ ହସ୍ପିଟାଲ ନିଆଯିବ । ତେବେ ସୂଚନାଯୋଗ୍ୟ ରାହୁଲ ଉଦ୍ଧାର ହେବା ପରେ ଆମ୍ବୁଲାନ୍ସ ରେ ବସି ବିଳାସପୁର ହସ୍ପିଟାଲ ଯିବାର କିଛି ବ୍ୟବସ୍ଥା କରା ଯାଇଥିବା କଥା ଉଠୁଛି ।

ବିଳାସପୁର ହସ୍ପିଟାଲରେ ଡାକ୍ତର ଟିମ ବି ଜଗି ରହିଛନ୍ତି ଯେ, ଆମ୍ବୁଲାନ୍ସ ଯାଇ ବିଳାସପୁର ହସ୍ପିଟାଲରେ ପହଁଚିବା ମାତ୍ରେ ରାହୁଲ ଙ୍କୁ ନିଆଯାଇ ସାଙ୍ଗେ ସଙ୍ଗେ ଟ୍ରିଟମେଣ୍ଟ କରାଯିବ । ତେବେ ରାହୁଲ ଙ୍କୁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ବାସ୍ କିଛି କ୍ଷଣ ରେ ରାହୁଲ ଉଦ୍ଧାର ହେବେ ଏବଂ ଯେଉଁ ଆମ୍ବୁଲାନ୍ସ ରେ ରାହୁଲ ଙ୍କ ବାପା ଓ ମାଆ ବସିଛନ୍ତି ସେଇ ଆମ୍ବୁଲାନ୍ସ ରେ ରାହୁଲ ଙ୍କୁ ହସ୍ପିଟାଲ ନିଆଯିବ ।

ଏପରିକି ଷ୍ଟ୍ରେଚର ମଧ୍ୟ ରାହୁଲ ଙ୍କ ପାଖକୁ ନିଆ ଯାଇଛି । ଏହା ସହିତ ସାଙ୍ଗରେ ଅକ୍ସୀଜେନ ମଧ୍ୟ ନିଆଯାଇଛି । ଆଉ ମାତ୍ର ଅଳ୍ପ ସମୟ ପରେ ଉଦ୍ଧାର ହେବେ ରାହୁଲ ଏବଂ ସେହି ସ୍ଥାନରୁ ସିଧାସଳଖ ତାଙ୍କୁ ମେଡ଼ିକାଲ ନିଆଯିବ । ବର୍ତ୍ତମାନ ଆମ୍ବୁଲାନ୍ସ ରେ ବସି ସାରିଛନ୍ତି ରାହୁଲ ଙ୍କ ବାପା ଓ ମାଆ ।

ଏହା ପରେ ତାଙ୍କୁ ବିଳାସପୁର ହସ୍ପିଟାଲ କୁ ନିଆଯାଇ ସାଙ୍ଗେ ସାଙ୍ଗେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ । ଏହା ସହିତ ରାହୁଲ ଙ୍କ ଯାହା ବି କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଥିବ ତାକୁ ଯାଞ୍ଚ କରିବେ ଡାକ୍ତରୀ ଟିମ୍ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତରେ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *