ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ତିଥିର ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ଦାନ କର୍ମକୁ ବହୁତ ପୂଣ୍ୟ କର୍ମ ବୋଲି କୁହାଯାଇଥାଏ । ଏହି ଦିନ କୌଣସି ବି କାର୍ଯ୍ୟର ଆରମ୍ଭ ବା ଅନୁକୂଳ ପାଇଁ ସର୍ବ ଶ୍ରେଷ୍ଠ ଦିନ ହୋଇଥାଏ । ଏହି ଦିନର ପ୍ରତ୍ୟକ ମୂହୁର୍ତ୍ତରେ ଯେକୌଣସି ଶୁଭ କାର୍ଯ୍ୟର ଆରମ୍ଭ କଲେ ଏହା ବହୁତ ଶୁଭ ଫଳ ଦାୟକ ହୋଇଥାଏ ।
ବନ୍ଧୁଗଣ ଏହି ଦିନରେ କିଛି ଏପରି ଜିନିଷ ଅଛି ଯାହା ଘରକୁ ଆଣିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ । ଏହା ଦ୍ଵାରା ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବା ସହ ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଏହି ଦିନରେ ଆଣିବା ଶୁଭଦାୟକ ହୋଇଥାଏ ।
୧. ବନ୍ଧୁଗଣ ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା ଘରକୁ ଆଣିବାର ନିୟମ ରହିଛି । ଏନି ଏହି ଦିନରେ ସୁନା କିମ୍ବା ରୂପାର ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା ନିଶ୍ଚୟ ଘରକୁ ଆଣନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ଦୃଷ୍ଟି ପଡିଥାଏ ଆଉ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ଖୁସି ହୋଇଥାନ୍ତି ।
୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି କଉଡି । କଉଡି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏଣୁ ଏହି ଦିନ ଘରକୁ କିଛି କଉଡି ଆଣି ହଳଦୀ କିମ୍ବା କେସରରେ ଗୋଳାଇ ପୂଜା ସ୍ଥାନରେ ରଖି ନିୟମିତ ପୂଜା ଅବଶ୍ୟ କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ ।
୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ନଡିଆ । ଏକ ଆଖିଆ ନଡିଆ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ଅଟେ । ଏଣୁ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହା ଅତ୍ୟନ୍ତ ସହୟାକ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ଏହି ଏକ ଆଖିଆ ନଡିଆକୁ ଘର ପୂଜା ସ୍ଥାନରେ ନିଶ୍ଚୟ ସ୍ଥାପନ କରନ୍ତୁ । ଏହା ସହ ବିଧି ବିଧିନର ନିୟମିତ ପୂଜା କରନ୍ତୁ ।
୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ମାତା ଲକ୍ଷ୍ମୀଙ୍କର ଫଟୋ । ଏହି ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀଙ୍କ ଫଟୋ ଅବଶ୍ୟ ଘରକୁ ଆଣନ୍ତୁ । ମାତା ଲକ୍ଷ୍ମୀଙ୍କର ଫଟୋ ଘରକୁ ଆଣି ବିଧି ବିଧାନର ସହ ପୂଜା କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ ଓ ଆପଣଙ୍କ ଉପରେ ଧନର ବର୍ଷା ହେବ । ଆପଣଙ୍କ ଜୀବନରେ ଚାଲି ଥିବା ସମସ୍ତ ଦୁଃଖ ଦୂର ହେବ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।