ନମସ୍କାର ବନ୍ଧୁଗଣ ତେବେ ଆମେ କହି ଥାଉ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ ଯେଉଁଠି କେବଳ ନିସ୍ଵାର୍ଥପର ଭଲ ପାଇବା ରହି ଥାଏ । ପ୍ରେମ ରେ କାହାରି ପ୍ରତି ଛନ୍ଦ କପଟ ରହି ନଥାଏ କେବଳ ସ୍ୱଚ୍ଛ ଭଲ ପାଇବା ହିଁ ଥାଏ । କିନ୍ତୁ ଆଜି ର ଏହି ଟେକନୋଲୋଜି ଦୁନିଆଁ ରେ ଛୋଟ ପିଲା ମଧ୍ୟ ପ୍ରେମ କରି ବସିଲେଣି । ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି । ବର୍ତ୍ତମାନ ଯାହାକୁ ଦେଖିବ ତ ନୁହଟି ଭାବେ ସ୍କୁଲ ଏବଂ କଲେଜ ରେ ପ୍ରାୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ବନ୍ଧ ରହିଛି l
କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ ।
ପ୍ରେମ ର ଅର୍ଥ କଣ ଜାଣି ନାହାଁନ୍ତି କିନ୍ତୁ ଯାହାକୁ ନାହିଁ ତାକୁ ଦେଖି ଏକ ପ୍ରେମ ନାଁ ଦେଇ ଦେଉଛନ୍ତି । ତେବେ ପ୍ରେମ ମାନେ ହିଁ ଆଜି କଳି ଯୁବ ପିଢ଼ି କେବଳ ଶାଆରୀଇରିକ ସମ୍ପର୍କ ରଖିବା ଭାବି ନେଇଛନ୍ତି । ସେମାନେ ଜାଣି ପାରୁ ନାହାଁନ୍ତି ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ କେବଳ ନଷ୍ଟ ହିଁ ହେବ ଏବଂ ଆଗାମୀ ଯୁବ ପିଢ଼ି ଙ୍କ ଉପରେ ମଧ୍ୟ ଏହା ବହୁତ କୁ ପ୍ରଭାବ ପକାଇବ ।
ଆଜି କାଲି ର ୧୮ ବର୍ଷ ରୁ କମ ଅର୍ଥାତ ସାବାଳକ ମାନେ ମଧ୍ୟ ଶାଆରୀଇରିକ ସମ୍ପର୍କ ରଖି ନିଜର ବଦନାମ ହିଁ କରୁଛନ୍ତି ଏବଂ ଲଜ୍ୟା ଜନକ କାମ କରି ବସୁଛନ୍ତି । ତେବେ ଏହାକୁ ନେଇ ଓକିଲ ଵନ ମହାନ୍ତି କହିଛନ୍ତି ଆଜି କାଲି ପିଲାମାନେ ଫେଏସବୁଉକ ରୁ ପ୍ରେମ କରୁଛନ୍ତି ଏବଂ ପରେ ସେଏକ୍ସ କରି ଧୋକା ଦେଉଛନ୍ତି ବ୍ରେକଅପ କରୁଛନ୍ତି ଏବଂ ପ୍ରେମ କୁ ଭୁଲ ବାଟରେ ନେଉଛନ୍ତି
ତେବେ ସେ ଏହା ମଧ୍ୟ କହିଛନ୍ତି କି ସେକ୍ସ ପାଇଁ ବଡ଼ ଗାଡି ବହୁତ ସୁବିଧା ହୁଏ ସେଥିପାଇଁ ପିଲାମାନେ ବଡ଼ ଗାଡ଼ିରେ ବୁଲୁଛନ୍ତି । ତେବେ ଶେଷରେ ସେ କହିଛନ୍ତି ପ୍ରେମ କର କିନ୍ତୁ ପ୍ରେମକୁ ଖରାପ କର ନାହିଁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।