ଏହି ରାଜକୁମାରଙ୍କ ପାଇଁ ଆଜୀବନ କୁଆଁରୀ ରହିଗଲେ Lata Mangeshkar, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବହୁତ ଦୁଃଖର ସହିତ କହିବାକୁ ପଡୁଛି କି ଲତା ମଙ୍ଗେସକର ଏହି ଦୁନିଆରେ ନାହାନ୍ତି । ଲତା ମଙ୍ଗେସକର ସଙ୍ଗୀତ ଦୁନିଆରେ ଜଣେ ଏମିତି ନାଁ ଥିଲେ ଯାହାକୁ ଭୁଲିବା ଅସମ୍ଭବ । କିନ୍ତୁ ଯୁବପିଢିମାନଙ୍କ ହୃଦୟରେ ନିଜର ଗୀତ ମାଧ୍ୟମରେ ପ୍ରେମର ଭାବନା ଜାଗ୍ରତ କରୁଥିବା ଲତା ମଙ୍ଗେସକର କାହିଁକି ବିବାହ କରି ନ ଥିଲେ । ସେ କାହିଁକି ସବୁଦିନ ପାଇଁ ବିବାହ ନ କରିବା ପାଇଁ ନିଷ୍ପତି ନେଲେ । ଆଜି ଆମେ ଆପଣଙ୍କୁ ତାଙ୍କର ବିବାହ ନ କରିବାର ଅସଲ କାରଣ ବିଷୟରେ କହିବୁ ।

ଲତା ମଙ୍ଗେସକର ସଙ୍ଗୀତକୁ ନିଜର ଦୁନିଆ କରିଥିଲେ କିନ୍ତୁ ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ଲତା ମଙ୍ଗେସକର କାହାକୁ ଭଲ ପାଇଥିଲେ । ସେହି ଭଲ ପାଇବା ପାଇଁ ସେ ଆଜି ପର୍ଯ୍ୟନ୍ତ କୁଆଁରୀ ଥିଲେ । ସେହି ଭଲ ପାଇବା ପାଇଁ ଅନ୍ୟ କାହାକୁ ବି ନିଜ ହୃଦୟରେ ସ୍ଥାନ ଦେଲେ ନାହିଁ ।

ଲତା ମଙ୍ଗେସକର ସଙ୍ଗୀତ ଦୁନିଆରେ ଜଣେ ବଡ ନାଁ ଥିଲେ ଓ ରହିବେ । ଯେତେବେଳେ ଗୋଟିଏ ଇଣ୍ଟରଭିୟୁରେ ତାଙ୍କୁ ବିବାହ ନ କରିବା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ପରିବାର ଓ ଛୋଟ ଭାଇ ଭଉଣୀଙ୍କ ଦାୟିତ୍ଵ ତାଙ୍କ ଉପରେ ଥିଲା ସେଥିପାଇଁ ସେ କେବେ ବି ବିବାହ କରିବା ପାଇଁ ଚିନ୍ତା କରି ନାହାନ୍ତି । କିନ୍ତୁ ଅନ୍ୟ ଏକ କାରଣ ବି ଥିଲା ଯାହା ବିଷୟରେ ପ୍ରାୟତଃ କେହି ବି ଜାଣି ନାହାନ୍ତି । କୁହାଯାଏ କି ଲତା ମଙ୍ଗେସକରଙ୍କୁ ତାଙ୍କର ଭାଇଙ୍କର ଏକ ବନ୍ଧୁଙ୍କୁ ଭଲ ପାଉଥିଲେ ।

ଯାହାର ନାଁ ରାଜ ସିଂହ ଥିଲା ଓ ସେ ଡୋଙ୍ଗରପୁର ରାଜ ପରିବାରର ମହାରାଜା ଥିଲେ । ଲତା ମଙ୍ଗେସକରଙ୍କ ଭାଇ ରାଜ ସିଂହ ଲ ପଢିବା ପାଇଁ ମୁମ୍ବାଇ ଆସିଥିଲେ । ଏହା ମଧ୍ୟରେ ରାଜ ସିଂହ ଲତା ମଙ୍ଗେସକରଙ୍କ ଘରକୁ ଆସୁଥିଲେ ଓ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ସେହି ସମୟରେ ଲତା ମଙ୍ଗେସକର ହିନ୍ଦୀ ସିନେମାର ଜଣେ ଚର୍ଚିତ ନାଁ ହୋଇ ଯାଇଥିଲେ । ଲତା ମଙ୍ଗେସକର ଏହା ବିଷୟରେ କିଛି ବି କହି ନ ଥିଲେ କିନ୍ତୁ ମିଡିଆରେ ତାଙ୍କ ବିଷୟରେ ବହୁତ ଚର୍ଚା ହେଉଥିଲା ।

କୁହାଯାଏ କି ଦୁଇ ଜଣ ବିବାହ କରିବାକୁ ଚାହୁଁ ଥିଲେ । କିନ୍ତୁ ମହାରାଜା ରାଜ ସିଂହଙ୍କ ଏହା ପୂର୍ବରୁ ହିଁ ତାଙ୍କର ପରିବାରକୁ ପ୍ରତିଜ୍ଞା କରି ଦେଇ ଥିଲେ କି ରାଜ ପରିବାର ଝିଅ ହିଁ ଏହି ପରିବାରର ବୋହୁ ହେବ । ଲତା ମଙ୍ଗେସକର ଓ ରାଜ ସିଂହଙ୍କୁ ତାଙ୍କର ପରିବାରର ମଞ୍ଜୁରୀ ମିଳିଲା ନାହିଁ ତେବେ ଦୁଇ ଜଣ ବିବାହ କରିଲେ ନାହିଁ । ଏମାନଙ୍କ ବିଷୟରେ ଆହୁରି ଚର୍ଚା ଜୋର ଧରିଲା । ଏହି କାରଣ ଥିଲା କି ଲତା ମଙ୍ଗେସକର ପୁରା ଜୀବନ କୁଆଁରୀ ରହିବା ପାଇଁ ନିଷ୍ପତି ନେଲେ ।

ଅନ୍ୟ ପଟେ ରାଜ ସିଂହ ବି ଲତା ମଙ୍ଗେସକରଙ୍କୁ ଏତେ ଭଲ ପାଉଥିଲେ କି ସେ ବି ବିବାହ କରି ନ ଥିଲେ । ରାଜ ସିଂହଙ୍କ ଗୋଟିଏ ପ୍ରତିଜ୍ଞା କାରଣରୁ ଦୁଇ ଜଣ ପୁରା ଜୀବନ ଅଲଗା ରହିଲେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *