ବିବାହ ପୂର୍ବରୁ Bollywood ର ସିଙ୍ଘମ Ajay Devgan ଏହି 5 Actress ଙ୍କୁ ବିବାହ କରିବାକୁ ଦେଖୁଥିଲେ ସ୍ଵପ୍ନ, 4 ନମ୍ବର ଆକ୍ଟ୍ରେସ ଙ୍କ ସହ ନିର୍ବନ୍ଧ ବି କରି ସାରିଥିଲେ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ରେ ଆପଣ ଅନେକ ଗସିପ ଶୁଣୁଥିବେ ଏବଂ ଦେଖୁଥିବେ। ତେବେ ଅଧିକାଂଶ ଆପଣ ଏହି ବଲିଉଡ ରେ ପ୍ରେମ ବିଚ୍ଛେଦ ଏହି ଭଳି କଥା ଶୁଣୁଥିବେ। ତେବେ ବଲିଉଡ଼ ରେ ପ୍ରେମ ବିଚ୍ଛେଦ ସାଧାରଣ କଥା ଅଟେ। ତେବେ ବଲିଉଡ ର ଜଣେ ଏଭଳି ଅଭିନେତା ଅଛନ୍ତି ଯିଏ ବିବାହ ପୂର୍ବରୁ ବଲିଉଡ ର ପାଞ୍ଚ ଜଣ ଅଭିନେତ୍ରୀ ଙ୍କ ସହ ବିବାହ କରିବାକୁ ଚାହୁଁଥିଲେ। ତେବେ ସେହି ଅଭିନେତା ହେଉଛନ୍ତି ବଲିଉଡ ର ସିଙ୍ଗମ ଅଜୟ ଦେବଗନ।

ଆପଣ ଅଜୟ ଦେବଗନ ଙ୍କୁ ଅନେକ ସିନେମା ରେ ଦେଖିଥିବେ। ତେବେ ସେ ନିଜର ସୁନ୍ଦର ଏବଂ ଦମଦାର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ତେବେ ସେ ଅଭିନେତ୍ରୀ କାଜଲ ଙ୍କ ସହ ବିବାହ କରି ବର୍ତ୍ତମାନ ବହୁତ ଖୁସିରେ ନିଜର ଜୀଵନ କୁ ଅତିବାହିତ କରୁଛନ୍ତି। କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କି ଅଜୟ କାଜଲ ଙ୍କୁ ବିବାହ କରିବା ପୂର୍ବରୁ ବଲିଉଡର କିଛି ଅଭିନେତ୍ରୀ ଙ୍କୁ ନିଜର ହୃଦୟ ଦେଇଥିଲେ ଏବଂ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟ ରେ।

୧- ପ୍ରଥମ ରେ ହେଉଛନ୍ତି ଅଭିନେତ୍ରୀ ନମ୍ରତା ଶିରୋଡ଼କର। ତେବେ ପୂର୍ବ ମିସ ଇଣ୍ଡିଆ ଏବଂ ବଲିଉଡ ତଥା ସାଉଥ ର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ନମ୍ରତା ତେବେ ଅଜୟ ନମ୍ରତା ଙ୍କ ସୁନ୍ଦରତା ରେ ନିଜର ହୃଦୟ କୁ ହରେଇ ବସିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ନମ୍ରତା ତାଙ୍କୁ ଟିକେ ବି ଭାଓ ଦେଲେ ନାହିଁ ତେଣୁ ଅଜୟ କାଜଲ ଙ୍କୁ ବିବାହ କରି ନେଇଥିଲେ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ମନୀଷା କୋଏରାଲା।ତେବେ ନବେ ଦଶକ ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ମନୀଷା କୋଏରାଲା। ତେବେ ସେ ଅନେକ ସିନେମା ରେ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ କରିଛନ୍ତି। ତେବେ ମନୀଷା ଙ୍କୁ ମଧ୍ୟ ଅଜୟ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ମନୀଷା ଏବଂ ନାନା ପାଟେକର ଙ୍କ ପ୍ରେମ ବିଷୟରେ ଶୁଣି ସେ ଦୁରେଇ ଯାଇଥିଲେ।


୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ତବୁ। ତେବେ ତବୁ ଏଵଂ ଅଜୟ ହେଉଛନ୍ତି ବେଷ୍ଟ ଫ୍ରେଣ୍ଡ ତେବେ ଦୁହେଁ ଅନେକ ସିନେମା ରେ ଏକାଠି ନଜର ଆସିଛନ୍ତି। ତେବେ ଅଜୟ ମଧ୍ୟ ତବୁ ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ କିନ୍ତୁ ତବୁ ସେହି ପ୍ରସ୍ତାବ କୁ ମନା କରି ଦେଇଥିଲେ। ତେବେ ଦୁହେଁ ଆଜି ବି ବେଷ୍ଟ ଫ୍ରେଣ୍ଡ ଅଛନ୍ତି।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ରବିନା ଟଣ୍ଡନ। ତେବେ ରବିନା ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ କି ସେ ନିଜର ସୁନ୍ଦର ଅଭିନୟ ଏବଂ ସୌନ୍ଦର୍ଯ୍ୟ ରେ ଲୋକ ମାନଂକ ହୃଦୟ ରେ ବାସ କରିଥାନ୍ତି। ତେବେ ଅଜୟ ରବିନା ଙ୍କ ପ୍ରେମ ରେ ମଧ୍ୟ ପଡି ଯାଇଥିଲେ। ଏମିତି ରବିନା ଓ ଅଜୟଙ୍କର ନିର୍ବନ୍ଧ ମଧ୍ୟ ସଋ ଯାଇଥିଲା ଓ ପରେ କୌଣସି କାରଣରୁ ଅଜୟ ତାଙ୍କ ସହ ସବୁ ସଂପର୍କ ଭାଙ୍ଗି ଦେଇଥିଲେ।


୫- ପଞ୍ଚମ ରେ ହେଉଛନ୍ତି ଅଭିନେତ୍ରୀ କରିସ୍ମା କପୂର। ତେବେ କରିସ୍ମା କପୂର ଙ୍କୁ କିଏ ନ ଜାଣେ ତେବେ ସେ ନିଜର ଅଲଗା ଷ୍ଟାଇଲ ଏବଂ ନୃତ୍ୟ ରେ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି। ତେବେ ଅଜୟ ଏବଂ କରିସ୍ମା ଙ୍କ ପ୍ରେମ କାହାଣୀ ଖୁବ ଚର୍ଚ୍ଚା ରେ ଥିଲା କିନ୍ତୁ ଅଜୟ କରିସ୍ମା ଙ୍କ ଆଟିଟୁଡ଼ ଏବଂ ଗର୍ବ ଦେଖି ତାଙ୍କ ଠାରୁ ଦୂରେଇ ଯାଇଥିଲେ ଏବଂ କାଜଲ ଙ୍କୁ ବିବାହ କରି ନେଇଥିଲେ। ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *