9 ବର୍ଷ ସାନ Actor ଙ୍କ ସହ ବୋହୁ Aishwarya Rai ଙ୍କ ଇଣ୍ଟିମେଟ ଓ କିସିଙ୍ଗ ସୀନ ଦେଖି ଖୁବ ରାଗି ଯାଇଥିଲେ Jaya Bacchan, ରାଗିଯାଇ କରିଥିଲେ କିଛି ଏମିତି

ନମସ୍କାର ବନ୍ଧୁଗଣ ତେବେ କରନ ଯୋହାର ଙ୍କ ଫିଲ୍ମ ଏ ଦିଲ ହେ ମୁସକିଲ ରିଲିଜ୍ ହେବାର ଚାରି ବର୍ଷ ହୋଇଗଲାଣି । ଗୋଟିଏ ରୁ ବଢି ଗୋଟିଏ ଆକ୍ଟର ରେ ଭରା ଏହି ଫିଲ୍ମ ୨୦୧୬ ରେ ରିଲିଜ୍ ହୋଇଥିଲା । ଫିଲ୍ମ ର ଚତୁର୍ଥ ଆନିବରସରି ରେ ଡାଇରେକ୍ଟର ଫ୍ୟାନ୍ସ ଙ୍କୁ ଧନ୍ୟବାଦ ଦେଲେ । ସେ ଏକ ଛୋଟ ଭିଡିଓ ନିଜର ଇନଷ୍ଟାଗ୍ରାମ୍ ରେ ସେୟାର କରିଥିଲେ । ଯେଉଁଥିରେ ଫିଲ୍ମ ର କିଛି ଅଭୁଲା ସ୍ମୃତି ଦେଖିବାକୁ ମିଳିଥିଲା ।

ଭିଡିଓ ସେୟାର କରି କରନ କହିଛନ୍ତି କି , ଏ ଦିଲ ହେ ମୁସକିଲ ରିଲିଜ୍ ହେବା ଚାରି ବର୍ଷ ହୋଇଗଲା । ବହୁତ ବହୁତ ଧନ୍ୟବାଦ ଏହି ଫିଲ୍ମ କୁ ବହୁତ ଭଲପାଇବା ଦେଇଥିବାରୁ । ଫିଲ୍ମ ର କିଛି ସିନ ଦେଖି ଶାଶୁ ଯୟା ବଚ୍ଚନ ଐଶ୍ବର୍ୟା ରାୟ ବଚ୍ଚନ ଉପରେ ରାଗିଯାଇଥିଲେ । ସେ ତାଙ୍କୁ ରାଗିକି ବହୁତ କିଛି କହିଲେ । ତେବେ ୨୦୧୬ ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ରେ ରଣବୀର କପୁର , ଅନୁଷ୍କା ଶର୍ମା , ଐଶ୍ବର୍ୟା ରାୟ ବଚ୍ଚନ, ଶାରୁୁଖ ଖାନ , ଏବଂ ଫବାଦ ଖାନ ପରି ଷ୍ଟାର ଅଛନ୍ତି ।

କରନ ଙ୍କର ଏହି ଫିଲ୍ମ ଅଜୟ ଦେବଗନ ଷ୍ଟାର ଙ୍କର ଫିଲ୍ମ ଶିବାୟ ସହିତ ରିଲିଜ୍ ହୋଇଥିଲା । ଦୁଇ ଫିଲ୍ମ ରେ କ୍ଲାସ କୁ ନେଇ ବହୁତ ବିବାଦ ହୋଇଥିଲା । ୫୯ କୋଟି ଟଙ୍କା ର ବଜେଟ ରେ ଏହି ଫିଲ୍ମ ୨୨୩.୫୧ କୋଟି କମେଇ ଥିଲା । ଝିଅ ଆରଧ୍ୟା ର ଜନ୍ମ ହେବା ପରେ ଐଶ୍ବର୍ୟା ଜଜବା ଫିଲ୍ମ ଠାରୁ କମବ୍ୟାକ କରିଥିଲେ । ଯଦିଓ ଏହି ଫିଲ୍ମ ଫ୍ଲପ ହୋଇଥିଲା । ଏହା ପରେ ସେ ସରବଜିତ ରେ ଦେଖିବାକୁ ମିଳିଥିଲେ । ଏ ଫିଲ୍ମ ମଧ୍ୟ ଫ୍ଲପ ହୋଇଥିଲା । ଏହା ପରେ ଆସିଲା ଏ ଦିଲ ହେ ମୁସକିଲ । ଯେଉଁଟା ବହୁତ ପଇସା କମେଇ ଥିଲା ।


ଫିଲ୍ମ ରେ ଐଶ୍ବର୍ୟା ଙ୍କ ଠାରୁ ୯ ବର୍ଷ ସାନ ରଣବୀର କାପୁର ଙ୍କ ସହ କିଛି ଇନଟିମେଟ ସିନ ଦେଇଥିଲେ । ଫିଲ୍ମ କୁ ଦେଖିଲା ପରେ ଐଶ୍ବର୍ୟା ଙ୍କ ଶାଶୁ ଜୟା ବଚ୍ଚନ ପବଲିକ ସାମ୍ମନା ରେ ବୋହୁ ର ନାମ ନେଇ କହିଲେ ଲଜ ତ ରହିଲା ହିଁ ନାହିଁ । ତେବେ ଏକ ଫିଲ୍ମ ସମାରୋହ ରେ ଜୟା କହିଥିଲେ କି ଆଜି ଫିଲ୍ମ ରେ ଟିକେ ବି ଲାଜ ନାହିଁ । ପ୍ରଥମେ ର୍ନିଦେଶକ କେବଳ ନିଜର କଳା ପ୍ରସ୍ତୁତ କରୁଥିଲେ ଏବଂ ଏବେ ନିଜର ବିଜନେସ ଭାବୁଛନ୍ତି । ସେହି ଆଧାର ରେ ଫିଲ୍ମ ବନଉଛନ୍ତି ।

ସେହିପରି ଡାଇରେକ୍ଟର ଐଶ୍ବର୍ୟା ଙ୍କୁ କିସିଙ୍ଗି ପାଇଁ ମଧ୍ୟ କହି ଥିଲେ କିନ୍ତୁ ସେ ମନା କରି ଦେଇଥିଲେ । କହିଲେ କି ସେ ଏ ସିନ ରେ ନିଜକୁ କମ୍ଫଟେବୁଲ ଭାବନ୍ତି ନାହିଁ । କିନ୍ତୁ ଫିଲ୍ମ ର ଡିମାଣ୍ଡ କୁ ଦେଖି ତାଙ୍କୁ ରଣବୀର ଙ୍କ ସହିତ ଇନଟିମେଟ ସିନ ଦେବାକୁ ପଡିଥିଲା । ତାଙ୍କର ଏହି ସିନ ପାଇଁ ପୁରା ବଚ୍ଚନ ପରାବାର ତାଙ୍କ ଉପରେ ରାଗି ଥିଲେ । ବଚ୍ଚନ ପରିବାର ବହୁ ର ଏହି ସିନ କୁ ପୁରା ଫିଲ୍ମ ରୁ ହଟେଇ ବାକୁ ଚାହୁଁଥିଲେ କିନ୍ତୁ କରନ ଯୋହାର ଏହା ପାଇଁ ପ୍ରସ୍ତୁତ ନଥିଲେ ।


ଏ ଦିଲ ହେ ମୁସକିଲ ପରେ ଶାଶୁଘର ଲୋକ ଐଶ୍ବର୍ୟା ଙ୍କୁ ଏପରି ଫିଲ୍ମ କରିବାକୁ ମନା କରିଥିଲେ । ତେବେ ଏହି ଫିଲ୍ମ କରିବା ଦ୍ବରା ଦୁଇ ଜଣ ମିଶି ରଣବୀର ଏବଂ ଐଶ୍ବର୍ୟା ଏକ ହର୍ଟ ଫଟୋ ସୁଟ କରିଥିଲେ । ଏହି ଫଟୋ ମଧ୍ୟ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେଉଥିଲା । ଲୋକମାନେ ଏହି ଫଟୋ କୁୁ ଦେଖି ରଣବୀର ଏବଂ ଐଶ୍ବର୍ୟା କୁ ବହୁତ ଖରାପ କମେଣ୍ଟ୍ କରିଥିଲେ । ଫିଲ୍ମ ସୁଟିଂଗ ସମୟ ରେ ରଣବୀର ଐଶ୍ବର୍ୟା ଙ୍କ ସହିତ ଇନଟିମେଟ ସିନ କରିବା ପାଇଁ ଡରୁଥିଲେ ଏବଂ କେତେଥର ସଟସ୍ ବି ଠିକ୍ ଦେଇ ପାରୁ ନଥିଲେ ।

ଏହା ପାଇଁ ଐଶ୍ବର୍ୟା ମଧ୍ୟ ତାଙ୍କୁ ଗାଳି କରାଥିଲେ ଠିକ୍ ରେ କର । ତେବେ ରଣବୀର ଙ୍କର ଆଗକୁ ଆସୁଥିବା ଫିଲ୍ମ ବ୍ରହ୍ମାଅସ୍ତ୍ର ଏବଂ ଶମଶେର । ବ୍ରହ୍ମାଅସ୍ତ୍ରରେ ରଣବୀର ଙ୍କ ସହିତ ଆଲିୟା ଭଟ ଲିଡ ରୋଲ ରେ ଅଛନ୍ତି । ବାଣୀ କାପୁର, ସଂଯୟ ଦତ୍ତ ରଣବୀର ଙ୍କ ସହିତ ଶମଶେର ଫିଲ୍ମ ସ୍କ୍ରିନ ସେୟାର ରେ ଦେଖିବାକୁ ମିଳବେି । ଐଶ୍ବର୍ୟା ଙ୍କ କଥା କହିଲେ ତ ଏବେ ଐଶ୍ବର୍ୟା ଙ୍କ ପାଖରେ କୌଣସି ବଲିଉଡ୍ ଫିଲ୍ମ ର ଅଫର ନାହିଁ ।

ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *