Aishwarya ଓ Abhishek ଙ୍କ ମଧ୍ୟରେ ପ୍ରତିଦିନ ହେଉଥିଲା ଝଗଡା, ସବୁଦିନ ରାତିରେ ସ୍ତ୍ରୀଙ୍କୁ କ୍ଷମା ମାଗି ଶୋଉଥିଲେ ଅଭିଷେକ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଅଭିଷେକ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଅଭିଷେକ ନିଜ ବାପାଙ୍କ ଭଳି ବଲିଉଡରେ ସୁନାମ ଅର୍ଜନ କରିଛନ୍ତି । ଅଭିଷେକଙ୍କ ଷ୍ଟାଇଲ ଓ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଅଭିଷେକ ବଚ୍ଚନ ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ବଚ୍ଚନଙ୍କ ସହ ବିବାହ କରିଛନ୍ତି ।

ଐଶ୍ଵର୍ଯ୍ୟ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଉଭୟ ଅଭିଷେକ ଓ ଐଶ୍ଵର୍ଯ୍ୟ ନିଜ ପର୍ଶନାଲ ଲାଇଫ ଏବଂ ନିଜ ଫିଲ୍ମ ଗୁଡିକ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଐଶ୍ଵର୍ଯ୍ୟ ଓ ଅଭିଷେକଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହ ୨୦୦୭ରେ ହୋଇଥିଲା । ବିବାହର କିଛି ବର୍ଷ ପରେ ଐଶ୍ଵର୍ଯ୍ୟ ନିଜ ଝିଅ ଆରାଧ୍ୟାଙ୍କୁ ଜନ୍ମ ଦେଇଥିଲେ ।

ବନ୍ଧୁଗଣ ବିବାହକୁ ଏତେ ବର୍ଷ ହୋଇଯାଇଥିଲେ ମଧ୍ୟ ଉଭୟ ଅଭିଷେକ ଓ ଐଶ୍ଵର୍ଯ୍ୟଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି । ଏହି ଦୁଇଜଣ ଗତ କିଛି ମାସ ତଳେ ନିଜ ବୈବାହିକ ଜୀବନ ବିଷୟରେ ଏକ ବଡ ବୟାନ ଦେଇଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗତ କିଛି ମାସ ତଳେ ଏହି ଦୁଇଜଣ ଏକ ଇଣ୍ଟର୍ବ୍ୟୁରେ ନିଜ ବୈବାହିକ ଜୀବନ ବିଷୟରେ କହିଥିଲେ ।

ସେହି ଇଣ୍ଟର୍ବ୍ୟୁରେ ସେମାନେ କହିଥିଲେ ବିବାହ ପରେ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହୁଏ । ହେଲେ ଅଭିଷେକଙ୍କ ମତରେ, ଐଶ୍ଵର୍ଯ୍ୟଙ୍କ ସହ ଝଗଡା ଶେଷ କରିବା ପାଇଁ ସେ ପ୍ରଥମେ ଯାଇ ଭୁଲ ମାଗୁଥିଲେ । ଇଣ୍ଟର୍ବ୍ୟୁରେ ଐଶ୍ଵର୍ଯ୍ୟଙ୍କୁ ପଚରା ହେଲା ବିବାହ ପରେ ଅଭିଷେକଙ୍କ ସହ ଝଗଡା ହୋଇଛି ନା ନାହିଁ ।

ଏହାର ଉତ୍ତର ଦେଇ ଐଶ୍ଵର୍ଯ୍ୟ କହିଲେ ବିବାହ ପରେ ବହୁତ ଥର ଅଭିଷେକ ଓ ତାଙ୍କର ଝଗଡା ହୁଏ । ଐଶ୍ଵର୍ଯ୍ୟଙ୍କ ମତରେ, ଯଦି ଝଗଡା ନ ହେବ ତା ହେଲେ ପ୍ରେମ କେମିତି ବଢିବ । ତେଣୁ ବିବାହ ପରେ ଛୋଟ ମୋଟ ଝଗଡା ହେବା ନିହାତି ଆବଶ୍ୟକ । ଅଭିଷେକଙ୍କ ମତରେ, ମହିଳା ମାନେ କେବେବି ଝଗଡା ମାନି ନଥାନ୍ତି । ତେଣୁ ସେମାନେ ଏକ ନିୟମ କରିଥିଲେ ଝଗଡା ପରେ ସେମାନେ ସୋଇବ ନାହିଁ ।

ଅଭିଷେକଙ୍କ ମତରେ, ଝଗଡା ସମୟରେ ଉଭୟ ପରସ୍ପରକୁ କ୍ଷମା ମାଗନ୍ତି । ଅଧିକ ଥର ଅଭିଷେକ କ୍ଷମା ମାଗନ୍ତି କାରଣ ମହିଳା ମାନେ ସବୁବେଳେ ଠିକ କଥା କହିଥାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିଷେକ ଓ ଐଶ୍ଵର୍ଯ୍ୟଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *