ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ
ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ କିନ୍ତୁ ଆଜି ଆମେ ଆପଣ ଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯିଏ କି ଆଗାମୀ ଦିନରେ ମାଆ ହେବାକୁ ଯାଉଛନ୍ତି ତେବେ ଆସନ୍ତୁ ଜାଣିନେବା ।
୧- ପ୍ରଥମରେ ହେଉଛନ୍ତି ଶୈଳଜା ରାଓ । ତେବେ ଶୈଳଜା ରାଓ ଟିଭି ଜଗତରେ “ଆମ ଘର ଲକ୍ଷ୍ମୀ” ସିରିଏଲରେ ଅଭିନୟ ଅକ୍ରିୟ ବେଶ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଶୈଳଜା ରାଓ ବିବାହ ପରେ ଅଭିନୟ ବନ୍ଦ କରି ଦେଇଥିଲେ । ବର୍ତ୍ତମାନ ସେ ତାଙ୍କ ସ୍ଵାମୀଙ୍କ ସହ ତାଙ୍କର ବ୍ୟବସାୟ ସମ୍ଭାଳିବାର ନଜର ଆସୁଛନ୍ତି । ତେବେ ସେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଖୁବ ଶୀଘ୍ର ସେ ମାଆ ହେବାକୁ ଯାଉଛନ୍ତି ।
୨-ଦ୍ଵିତୀୟ ରେ ହେଉଛନ୍ତି ଚୁଲବୁଲି ଅଭିନେତ୍ରୀ ଝିଲିକ ଭଟାଚାର୍ଜ୍ୟ । ତେବେ ଓଡିଆ ଅଭିନେତ୍ରୀ ଝିଲିକ ଅନେକ ଫିଲ୍ମରେ କାମ କରି ନିଜର ବେସ୍ଟ ଦେଇଛନ୍ତି ତେବେ ନିଜର ଅଭିନୟ ମାଧ୍ୟମରେ ସେ ଘରେ ଘରେ ସେ ପରିଚୟ ପାଇଁ ପାରିଥିଲେ । କିନ୍ତୁ ସେ ବିଧାୟକ ତୃପ୍ତି ରଞ୍ଜନ ଘଡୋଇଙ୍କୁ ବିବାହ କରିବା ପରେ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି । ତେବେ ସେ ମଧ୍ୟ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ।
୩- ତୃତୀୟ ରେ ହେଉଛନ୍ତି ଜ୍ୟାଙ୍କଲିନ । ତେବେ ରଜ କୁଇନ ଜ୍ୟାଙ୍କଲିନ ଜେଜେ ମାଆ,ହେ ପ୍ରଭୁ ଧାରାବାହିକ ରେ ଏବଂ କିଛି ସିନେମା ରେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କର ସୁନ୍ଦର ଅଭିନୟ ଯୋଗୁଁ ଲୋକମାନେ ତାଙ୍କୁ ଖୁବ ଅଧିକ ଭଲ ପାଇବା ମଧ୍ୟ ପ୍ରଦାନ କରିଛନ୍ତି । ତେବେ ସେ ବର୍ତ୍ତମାନ ୟୁଟିୟୁବ ରେ ଭିଡିଓ କରୁଛନ୍ତି ସେଥିରେ ମଧ୍ୟ ଲୋକମାନେ ଅଧିକ ଭଲ ପାଇବା ପ୍ରଦାନ କରୁଛନ୍ତି । ତେବେ ସେ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ସେ ଗର୍ଭବତୀ ମଧ୍ୟ ଅଛନ୍ତି ।
୪- ଚତୁର୍ଥ ରେ ହେଉଛନ୍ତି କମେଡିଆନ ଗୁଡୁ । ତେବେ ଗୁଡୁ ହେଉଛନ୍ତି ଏକ ହାସ୍ୟ ଅଭିନେତା । ସେ ଅନେକ ଫିଲ୍ମ ଓ ଟିଭି ସୋରେ ହାସ୍ୟ ଅଭିନେତା ରୂପେ ନଜର ଆସିଛନ୍ତି । ବନ୍ଧୁଗଣ ସେ ଓଲିଉଡ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଗୁଡୁ କେନ୍ଦ୍ରାପଡା ରାଜନଗରର ପ୍ରିୟାଙ୍କା ରାଉତଙ୍କୁ ବିବାହ କରି ନିଜ ଜୀବନ ସାଥି କରିଛନ୍ତି । ତେବେ ଆଗାମୀ ଦିନରେ ଗୁଡୁ ବାପା ହେବାକୁ ଯାଉଛନ୍ତି ଯାହା ସେ ନିଜେ ସୋସିଆଲ ମିଡିଆରେ କହିଛନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।