ହେ ଭଗବାନ ! କି ଯୁଗ ହେଲା ଇଏ…ଆଧୁନିକ ଗୀତର ତାଳେ ତାଳେ ନାଚିଲେ ରାମ-ସୀତା, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଯାତ୍ରା ପେଣ୍ଡାଲରେ ନାଚିଲେ ଭଗବାନ ରାମ ଏବଂ ସୀତା । ଅଣ୍ଟା ଦୋହଲାଇ ନାଚିଲେ ଆଧୁନିକ ଗୀତରେ । ରାମଙ୍କୁ ଲାଗିଲା ସୀତାଙ୍କ ନଜର ପ୍ରେମ ନଜର । ଯାତ୍ରା ପେଣ୍ଡାଲରେ ଏବେ ଲାଗୁଛି ଆଧୁନିକ ଗୀତ ଆଉ ଗୀତର ତାଳେ ତାଳେ ଝୁମୁ ଛନ୍ତି ରାମ-ସୀତା । ପୌରାଣିକ ପେଣ୍ଡାଲରେ ଚାଲିଛି ଉର୍ଦଣ୍ଡ ନୃତ୍ୟ ।

ରାମଳୀଳା ଚାଲୁ ଥିବା ବେଳେ ରାମ ଏବଂ ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା ଦୁଇ କଳାକାର ନାଚିଥିଲେ ମଡର୍ନ ଡ୍ୟାନ୍ସ । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଏଭଳି ଦୃଶ୍ୟ ଗଞ୍ଜାମର ଏକ ଗାଁରେ ରାମଳୀଳା ହେଉଥିବା ସମୟରେ ଦେଖିବାକୁ ମିଳିଛି । ପୌରାଣିକ କଥାର ମଜା ଉଦାଉଛନ୍ତି ରାମଳୀଳା ମଞ୍ଚ । ଏହି ଭିଡିଓରେ ଏଭଳି ଦୃଶ୍ୟ ଆମେ ପୂଜା କରୁଥିବା ଭଗବାନଙ୍କୁ ଲଜ୍ଜିତ କରାଉଛି ।

ଏହି ଭିଡିଓରେ ରାମ ଏବଂ ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା ଦୁଇ କଳାକାର ହାତରେ ହାତ ଆଉ ପାଦରେ ପାଦ ମିଶାଇ ଆଧୁନିକ ନୃତ୍ୟ କରୁଛନ୍ତି । ଅଣ୍ଟାକୁ ଦୋହଲାଇ କୁଣ୍ଢା କୁଣ୍ଢି ହୋଇ ନାଚୁ ଛନ୍ତି । ସଭ୍ୟଙ୍କ ଗହଣରେ ଚାଲିଛି ଅସଭ୍ୟ ନୃତ୍ୟ ତାହା ପୁଣି ଭଗବାନଙ୍କ ଭେଶରେ । ତେବେ ଭିଡିଓଟି ପ୍ରକୃତରେ କେଉଁ ଅଞ୍ଚଳର ଆଉ କେତେ ଦିନ ପୂର୍ବରୁ ତାହା ଜଣା ପଡି ନାହିଁ ।

ହେଲେ ବନ୍ଧୁଗଣ ଏଭଳି ଭାବରେ ପୌରାଣିକ ଚିତ୍ରର ଅପମାନ କରିବାକୁ ନେଇ ବିଭିନ୍ନ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ନଜର ଆସିଛି । ଆମ ଭାରତୀୟ ପରମ୍ପରାରେ ଭଗବାନ ରାମଙ୍କୁ ଆଦର୍ଶ ପୁରୁଷ କହିଥାନ୍ତି ହେଲେ ପୌରାଣିକ ଚରିତ୍ରକୁ ପଦର୍ଥ କରି ଏଭଳି ଚିତ୍ରଣ କରିବା ସଭ୍ୟ ସମାଜ ପାଇଁ ଏକ ଲଜ୍ୟାକର ଘଟଣା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *