ବ୍ୟକ୍ତି ଅଧିକ ପାଣି ପିଇବା ଦ୍ଵାରା ତା’ ର ଶରୀରର କେଉଁ ଅଙ୍ଗ ଖରାପ ହେବାର ସମ୍ଭାବନା ରହିଥାଏ ? General Knowledge

ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରିନଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ଆପଣଙ୍କ ପାଇଁ ନେଇ ଆସିଛୁ ।

1; – ଏପରି କେଉଁ ଗଛ ଅଛି, ଯେଉଁଥିରେ କେବଳ ଥରେ ହିଁ ଫଳ ଫଳିଥାଏ ?

ଉତ୍ତର;- କଦଳୀ ଗଛରେ କେବଳ ଥରେ ହିଁ ଫଳ ଫଳିଥାଏ ।

2; – ଶରୀରର କେଉଁ ଅଙ୍ଗ ମନୁଷ୍ୟ ମୃତ୍ୟୁ ପରେ ମଧ୍ୟ ବଢିଥାଏ ?

ଉତ୍ତର;- ଶରୀରର ନଖ ଅଂଶ ମରିବା ପରେ ମଧ୍ୟ ବଢିଥାଏ ।

3; – କେଉଁ ଜୀବଙ୍କୁ ଭୂମୀକମ୍ପ ଆସିବା ପୂର୍ବରୁ ସବୁ କିଛି ପତ୍ତା ଚାଲିଥାଏ ?

ଉତ୍ତର;- ମାଛକୁ ଭୂମୀକମ୍ପ ହେବା ପୂର୍ବରୁ ସଂକେତ ମିଳିଯାଇଥାଏ ।

4; – ଖରାପ ପାଣି ପିଇବା ଦ୍ଵାରା ମନୁଷ୍ୟକୁ କେଉଁ ରୋଗ ହୋଇଥାଏ ?

ଉତ୍ତର;- ଖରାପ ପାଣି ପିଇବା ଦ୍ଵାରା ମନୁଷ୍ୟର କିଡନୀ ଖରାପ ହୋଇପାରେ ।

5; – ମନୁଷ୍ୟର ହୃଦୟ 1 ମିନିଟରେ କେତେ ଥର ଧଡକି ଉଠିଥାଏ ?

ଉତ୍ତର;- ମନୁଷ୍ୟର ହୃଦୟ 1 ମିନିଟରେ 72 ଥର ଧଡକି ଉଠିଥାଏ ।

6; – ଚା’ ସହିତ କ’ ଣ ଖାଇବା ଦ୍ଵାରା ମନୁଷ୍ୟର ମୃତ୍ୟୁ ମଧ୍ୟ ହୋଇପାରେ ?

ଉତ୍ତର;- ଚା’ ସହିତ ହଳଦୀ ଖାଇବା ଦ୍ଵାରା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ ।

7; – ଦୁନିଆର ସବୁଠାରୁ ଥଣ୍ଡା ଫଳ କ’ ଣ ଅଟେ ?

ଉତ୍ତର;- ଦୁନିଆର ସବୁଠାରୁ ଥଣ୍ଡା ଫଳ ବେଳପତ୍ର ଅଟେ ।

8; – କେଉଁ ପରିବା ଖାଇବା ଦ୍ଵାରା ଲମ୍ବ ଶୀଘ୍ର ବୃଦ୍ଧି ପାଇଥାଏ ?

ଉତ୍ତର;- ପାଳଙ୍ଗ ଖାଇବା ଦ୍ଵାରା ଲମ୍ବ ଶୀଘ୍ର ବୃଦ୍ଧି ପାଇଥାଏ ।

9; – କେଉଁ ଦେଶର ପୋଲିସ ବଳଦ ଉପରେ ବସିକି ସବାରୀ କରିଥାଏ ?

ଉତ୍ତର;- ବ୍ରାଜିଲର ପୋଲିସ ମାନେ ବଳଦ ଉପରେ ବସିକି ସବାରୀ କରିଥାନ୍ତି ।

10; – ଘରେ କେଉଁ ଗଛ ଲଗାଇବା ଦ୍ଵାରା ମଶା ଆସିନଥାଏ ?

ଉତ୍ତର;- ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ମଶା ଆସିନଥାଏ ।

11; – କେଉଁ ଜୀବ ଅଛି, ଯିଏ କେବେ କଥା କହିପାରେନାହିଁ ?

ଉତ୍ତର;- ଜିରାଫ ଜିଏକି କେବେ ମଧ୍ୟ ଆବାଜ କରିପାରିନଥାଏ ।

12; – ଓଟ ପାଣି ନପିଇ କେତେ ମାସ ପର୍ଯ୍ୟନ୍ତ ବଞ୍ଚି ରହିପାରେ ?

ଉତ୍ତର;- ଓଟ ପାଣି ନପିଇ 8 ମାସ ପର୍ଯ୍ୟନ୍ତ ବଞ୍ଚି ରହିପାରେ ।

13; – କେଉଁ ପକ୍ଷୀ ମନୁଷ୍ୟ ଭଳି କାନ୍ଦିଥାଏ ?

ଉତ୍ତର;- ଲାୟର ପକ୍ଷୀ ଜିଏକି ମଣିଷଙ୍କ ଭଳି କାନ୍ଦିଥାଏ ।

14; – କେଉଁ ଜୀବ ସବୁଠାରୁ ଅଧିକ ପଶୁ ଛୁଆ ଜନ୍ମ କରିଥାଏ ?

ଉତ୍ତର;- ଠେକୁଆ ସବୁଠାରୁ ଅଧିକ ଛୁଆ ଜନ୍ମ କରିଥାଏ ।

15; – ଅଧିକ ପାଣି ପିଇବା ଦ୍ଵାରା କେଉଁ ଅଙ୍ଗ ଖରାପ ହେବାର ସମ୍ଭାବନା ବହୁତ ରହିଥାଏ ?

ଉତ୍ତର;- ଅଧିକ ପାଣି ସେବନ ଦ୍ଵାରା ମୁଣ୍ଡ ବ୍ୟଥା ଅଧିକ ହୋଇଥାଏ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *