ଆଧାର କାର୍ଡ଼ ଧାରୀଙ୍କ ପାଇଁ ଆସିଲା ବଡ଼ ଖବର I ଅଚଳ ହୋଇଯିବ ଆଧାର କାର୍ଡ ! Aadhaar Card Big Update

ଆଧାର କାର୍ଡ ଧାରୀଙ୍କ ପାଇଁ ଆସିଲା ବଡ ଖବର ! ସରକାର ଦେଲେ ବଡ ଚେତାବନୀ ! ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଆଧାର କାର୍ଡ ଗୋଟେ ବଡ ଦସ୍ତାବୀଜ ପାଲଟି ଯାଇଛି । ଆଧାର କାର୍ଡ ବିନା କିଛି ବି କାମ ସମ୍ଭବ ହେଉ ନାହିଁ । ଭାରତରେ ଭାରତୀୟ ମାନଙ୍କ ପାଇଁ ଏକ ମୁଖ୍ୟ ଡକ୍ୟୁମେଣ୍ଟ ହେଉଛି ଏହି ଆଧାର କାର୍ଡ । ଆଧାର କାର୍ଡକୁ ନେଇ ଅନେକ ଖବର ଅନେକ ସମୟରେ ବିଭିନ୍ନ ଗଣ ମାଧ୍ୟମରେ ସାମ୍ନାକୁ ଆସେ । ଯାହା ମଧ୍ୟରେ ଆଧାର ଅପଡେଟ ନାମ, ଠିକଣା ପରିବର୍ତ୍ତନ ଆଦି ସାମିଲ ରହିଛି ।

ସେହି ସମୟ ସୀମା ମଧ୍ୟରେ ଯଦି ଆଧାରକାର୍ଡ ଧାରୀ ମାନେ ଏହି କମ ଗୁଡିକ ନ କରନ୍ତି । ତେବେ ପରବର୍ତୀ ସମୟରେ ଏହାକୁ ନେଇ ଅନେକ ସମସ୍ଯାର ସାମ୍ନା କରିବାକୁ ପଡେ । ତେବେ ଏହାରି ମଧ୍ୟରେ କିନ୍ତୁ ଆଧାର କାର୍ଡ ଧାରୀ ମାନଙ୍କ ପାଇଁ ରହିଛି ଏକ ବହୁତ ଗୁରୁତ୍ଵପୂର୍ଣ୍ଣ ଖବର । ଯେଉଁ ମାନେ 10 ବର୍ଷ ଧରି ନିଜର ଆଧାର କାର୍ଡ ଅପଡେଟ କରିନାହାନ୍ତି । ସେମାନେ ଏ ନେଇ ସାବଧାନ ହୋଇଯାଆନ୍ତୁ ।

ତେବେ ସେହି ଆଧାରକାର୍ଡ ଧାରୀ ଲୋକ ମାନେ ତୁରନ୍ତ ଯାଇ ନିଜର ଆଧାର କାର୍ଡକୁ ଅପଡେଟ କରି ଦିଅନ୍ତୁ । 14 ମାର୍ଚ 2024 ସୁଦ୍ଧା ଏହି ଆଧାର କାର୍ଡ ଅପଡେଟ କାର୍ଯ୍ୟ ଆପଣଙ୍କୁ କରିବାକୁ ପଡିବ । ନଚେତ ଆପଣଙ୍କ ଆଧାର କାର୍ଡଟି ଅଚଳ ହୋଇଯିବ । ଯାହା ଫଳରେ କି ଏହି ଆଧାର କାର୍ଡର ଆଉ କୌଣସି ମୂଲ୍ୟ ରହିବ ନାହିଁ । ଏହି ଆଧାର କାର୍ଡ ଦ୍ଵାରା ଆପଣ କୌଣସି କାର୍ଯ୍ୟ ମଧ୍ୟ କରିପାରିବେ ନାହିଁ ।

ଯଦି ଧାର୍ଯ୍ୟ ଥିବା ସମୟ ପରେ ଆପଣ ନିଜ ଆଧାର କାର୍ଡର ଅପଡେଟ କରାନ୍ତି । ତେବେ ଏଥିପାଇଁ ଆପଣଙ୍କୁ ଭାରୀ ଅଙ୍କର ଜୋରିମାନା ମଧ୍ୟ ଦେବା ପାଇଁ ପଡିପାରେ । ତେଣୁ ଧାର୍ଯ୍ୟ ହୋଇଥିବା ସମୟ ପୂର୍ବରୁ ହିଁ ନିଜର ଆଧାର କାର୍ଡର ଅପଡେଟ କରାଇ ଦିଅନ୍ତୁ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଟିଏ କରନ୍ତୁ । ଏଥିସହ ଏହି ପୋଷ୍ଟଟି ଅନ୍ୟ ମାନଙ୍କ ସହ ମଧ୍ୟ ବନ୍ଧୁଗଣ ବହୁ ମାତ୍ରାରେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *