ବନ୍ଧୁଗଣ, ସୂଚନା ଅନୁଯାୟୀ ଜେଲର ଚାରିକାନ୍ଥ ଭିତରେ ଡରୁଛନ୍ତି ବାବୁନି ରଞ୍ଜନ । କୁଆଡେ ରାତି ଅଧରେ ମାନସ ର ଭୁତ ଆସି ନିରଞ୍ଜନ କୁ କହୁଛି ମୁଁ ତତେ ମାରିବି । ତୁ ମତେ ଯେମିତି କଲବଲ କରି ମାରିଛୁ ମୁଁ ତତେ ସେମିତି ମାରିବି । ତତେ ମାରିଲେ ଯାଇ ମୋ ଆତ୍ମା ଶାନ୍ତି ପାଇବ । ଆଉ ତତେ ନ ମାରିବା ଯାଏଁ ମୋ ଆତ୍ମା ଅତୃପ୍ତ ଆତ୍ମା ହୋଇ ଘୁରି ବୁଲିବ । ଆଗ ତତେ ମାରିବି ଏବଂ ତା’ ପରେ ମୋତେ ମାରିଥିବା ସମସ୍ତଙ୍କୁ ଗୋଟି ଗୋଟି କରି ମାରିବି ।
ତୁ ଏମିତି ଶୋଇଥା ମୁଁ ତତେ ମାରିଦେବି । ଆଉ ଏହା ମଧ୍ୟରେ ଜେଲ ଭିତରେ କାଳେ ବାବୁ ନିରଞ୍ଜନ ଙ୍କ ନିଦ ଭାଙ୍ଗିଯାଉଅଛି । ଏବଂ ନିଦ ଭାଙ୍ଗିଲା ପରେ ମାନସ ର ଆତ୍ମା କୁଆଡେ ଉଭାନ ହେଇ ଯାଉଅଛି । ଆଉ ଭୟ ରେ ଥରି ଉଠୁଛନ୍ତି ବାବୁ ନିରଞ୍ଜନ । ରାତି ଅଧରେ ଚିତ୍କାର କରି କହୁଛନ୍ତି ମତେ ବାଞ୍ଛାଅ ମତେ ବାଞ୍ଛାଅ ।
ଆଜ୍ଞା ହଁ ବର୍ତ୍ତମାନ ଏଭଳି କିଛି ଚର୍ଚ୍ଚା ହେଉଛି ଯେ ରାତି ଅଧରେ ମାନସ ର ଭୁତ ଆସି ନିରଞ୍ଜନ କୁ ଡରାଉଛି । ଆଉ ନିରଞ୍ଜନ ରାତି ଅଧରେ ଉଠି ଖାଲି ଚିତ୍କାର କରୁଛନ୍ତି । ନିରଞ୍ଜନ ମତେ ବାଞ୍ଛାଅ କହି ଭୂ ଭୂ ହୋଇ ଜେଲ ଭିତରେ କାନ୍ଦୁଛନ୍ତି । ଏହାପରେ ସେ କହୁଛନ୍ତି ଯେ ସେ ଏକୁଟିଆ ଶୋଇପାରିବେ ନାହିଁ । ଏକୁଟିଆ ଶୋଇଲା ବେଳକୁ ମାନସ ର ଆତ୍ମା ଆସି ତାଙ୍କୁ ବହୁତ ଡରାଉଛି ।
ତାଙ୍କୁ ଡର ମଧ୍ୟ ଲାଗୁଅଛି । ଏବଂ ରାତି ଠିକ ୨ ଟା ହେଲା ବେଳକୁ ମାନସ ର ଆତ୍ମା ନିରଞ୍ଜନ କୁ ଡରାଉଛି । ଏବଂ ଏହି କାରଣ ହେତୁ ସେ ରାତିରେ ଆଦୌ ଶୋଇ ପାରୁ ନାହାଁନ୍ତି । ଏଥିପାଇଁ ନିରଞ୍ଜନ ଜିଦି ଧରୁଛନ୍ତି ଯେ ସେ ଆଉ ଏକୁଟିଆ ଶୋଇବେ ନାହିଁ । ଏବଂ ତାଙ୍କ ସହିତ ରହିବାକୁ ଏକ ସାଥିଟିଏ ଦିଆଯାଉ ବୋଲି ସେ ଅନୁରୋଧ କରି ଭୋ ଭୋ ହୋଇ କାନ୍ଦୁଛନ୍ତି ।
ଯଦି ସାଥୀଟିଏ ନ ଦିଆଯାଏ ତେବେ ମାନସ ତାଙ୍କୁ ମାରିଦେବ ବୋଲି ସେ କହୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।