ଅବିକଳ ଗୋବିନ୍ଦାଙ୍କ ଆବାଜରେ ଚଡି ବିକୁଛନ୍ତି ଯୁବକ, ଶୁଣିଲେ ଆପଣ ବି ହେଇଯିବେ ତାଙ୍କ ଫ୍ୟାନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ରେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସୋସିଆଲ ମିଡ଼ିଆ ଦୁନିଆ ରେ ସମସ୍ତେ ନିଜ ନିଜର ପ୍ରତିଭା କି ଏହି ସୋସିଆଲ ମିଡ଼ିଆ ଜରିଆରେ ଦେଖାଇ ଥାଆନ୍ତି,

ତେବେ କିଛି ଲୋକ ନିଜର ମନୋରଞ୍ଜନ ମଧ୍ୟ କରନ୍ତି ଏବଂ ଆଉ କିଛି ଲୋକ ମାନଙ୍କ ର ମନୋରଞ୍ଜନ କରନ୍ତି । ତେବେ ମିମିକ୍ରି ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ଯେଉଁ ଥିରେ ବ୍ୟକ୍ତି ଟି ଅଲଗା ଅଲଗା ସେଲିବ୍ରେଟି ଏବଂ ଚରିତ୍ର ର ଅଭିନୟ କରିଥାଏ ଏବଂ ଲୋକ ମାନଙ୍କ ମୁହଁ ରେ ହସ ଆଣି ଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ମିମିକ୍ରି ଆର୍ଟିଷ୍ଟ ବହୁତ ଭାଇରାଲ ହେଉଛନ୍ତି ତେବେ ସେ ଗୋଟିଏ ମଣିଷ ହୋଇ ଅନେକ ଲୋକଙ୍କ ସ୍ୱର କୁ ବାହାର କରି ପାରୁଛନ୍ତି ଏବଂ ତାଙ୍କରି ଭଳିଆ ହିଁ ସେ କଥାବାର୍ତ୍ତା କରୁଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ କି ଲୋକମାନେ ନିଜର ବ୍ୟବସାୟ କୁ ବୃଦ୍ଧି କରେଇବା ପାଇଁ କିମ୍ବା ଲୋକ ମାନଂକୁ ଆକର୍ଷିତ କରିବା ପାଇଁ କିଛି ନା କିଛି ବାଟ ଆପଣାଇ ଥାଆନ୍ତି । ଯେପରି କେତେବେଳେ ଅଫର ଦେବା ଏତେ ପ୍ରତିଶତ ଡିସ୍କଆଣ୍ଟ ଦେବା । କିମ୍ବା ଗୋଟିଏ କିଣିଲେ ଗୋଟିଏ ଫ୍ରି ଦେବା ଆଦି ଏହି ଭଳି ସ୍କିମ ରଖି ଥାଆନ୍ତି ଯାହା ଦ୍ୱାରା ଲୋକମାନେ ଆକର୍ଷିତ ହୋଇ ଥାଆନ୍ତି ଏବଂ ସେହି ଜିନିଷ କୁ କିଣିବା ପାଇଁ ମନ କରିଥାନ୍ତି ।

ତେବେ ସେହି ଭଳି ଭାବରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ବ୍ୟକ୍ତି ର ଭିଡିଓ ଖୁବ ଭାଇରାଲ ହେଉଛି କାରଣ ସେ ନିଜର ବ୍ୟବସାୟ କୁ ବଢାଇବା ପାଇଁ ଏଵଂ ଲୋକ ମାନଂକୁ ଆକର୍ଷିତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି ।


ତେବେ ସେହି ବ୍ୟକ୍ତି ଜଣଙ୍କ ପ୍ୟାଣ୍ଟ ବିକନ୍ତି ତେବେ ସେ ବଲିଉଡ ଅଭିନେତା ଯେପରି ଗୋବିନ୍ଦା,ନାନା ପାଟେକର, ମିଥୁନ, ଗୁଲସନ ଗ୍ଲୋଭର, ଧର୍ମେନ୍ଦ୍ର, ରବି କିଶନ,ଶତ୍ରୁଘ୍ନ ସିହ୍ନା,ସାହାରୁଖ ଖାଁ, ଏହା ଛଡା ଲାଲୁ ପ୍ରସାଦ ୟାଦବ, ନୀତିଶ ଭରଦ୍ୱାଜ ଆଦି ଙ୍କ ମିମିକ୍ରି ଏବଂ ଡାଇଲଗ କହି ଲୋକ ମାନଂକୁ ଆକର୍ଷିତ କରୁଛନ୍ତି ଏବଂ ନିଜର ବ୍ୟବସାୟ କୁ ବୃଦ୍ଧି କରାଉଛନ୍ତି ।

ତେବେ ଏହି ବ୍ୟକ୍ତି ର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି ଏବଂ ଲୋକମାନେ ମଧ୍ୟ ଏହାକୁ ଖୁବ ଭଲ ପାଇବା ମଧ୍ୟ ପ୍ରଦାନ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *