TV ଇଣ୍ଡଷ୍ଟ୍ରି ର ଫେମସ ଅଭିନେତ୍ରୀ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଭଉଣୀ, 4 ନମ୍ବର Actress ଙ୍କ ଭଉଣୀ ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ନମସ୍କାର ବନ୍ଧୁଗଣ ତେବେ ଆଜିକା ସମୟରେ ମନୋରଞ୍ଜନ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି ଯାହା ବିନା ସବୁ ଥାଇ ସୁଦ୍ଧା ଖାଲି ଖାଲି ଲାଗିଥାଏ ଏବଂ ଆମର ସେହି ଆବଶ୍ୟକତାକୁ ପୂରଣ କରନ୍ତି ଟିଭି ଜଗତର ତରକାମାନେ ଯେଉଁମାନଙ୍କୁ ଆମେ ଟିଭି ପରଦାରେ ଦେଖିଥାଉ ଓ ସେମାନଙ୍କର ରଙ୍ଗୀନ ଦୁନିଆର ଆନନ୍ଦ ନେଇଥାଉ ଏବଂ ସେହିଠାରେ ହିଁ ତାଙ୍କ ଦୁଃଖରେ ମଧ୍ୟ ଦୁଃଖୀ ହୋଇଥାଉ ।

ଟିଭି ଜଗତରେ ଆମକୁ ସବୁ ପ୍ରକାରର ସମ୍ପର୍କ ଦେଖିବାକୁ ମିଳିଥାଏ ପ୍ରେମର,ମା,ଭାଇ ଭଉଣୀର ମାତ୍ର ଅପଣଙ୍କର ଜାଣିବା ପାଇଁ କହିଦଉଛୁ ଯେ ଯେତିକି ସୁନ୍ଦର ଏମାନଙ୍କର ସମ୍ପର୍କ ଆମକୁ ପରଦାରେ ଦେଖିବାକୁ ମିଳିଥାଏ ସେହିଭଳି ସେମାନେ ନିଜର ରିୟଲ ଲାଇଫ ର ସମସ୍ତ ସମ୍ପର୍କ କୁ ଖୁବ ଭଲ ଭାବରେ ନିଭାଇ ଥାଆନ୍ତି। ତେବେ ଆସନ୍ତୁ ଜାଣିନେବା ଟିଭି ଜଗତ ର କିଛି ଲୋକପ୍ରିୟ ଅଭିନେତ୍ରୀ ଙ୍କ ଭଉଣୀ ମାନଙ୍କ ବିଷୟରେ।

୧- ପ୍ରଥମରେ ହେଉଛନ୍ତି ତାନିୟା ଶର୍ମା। ଯିଏ କି ଲୋକପ୍ରିୟ ଧାରାବାହିକ ସାଥ ନିଭାନା ସାଥିୟା ରେ ମୀରା ଭୂମିକାରେ ନଜର ଆସିଥିଲେ। ତେବେ ସେ ଏହି ଧାରାବାହିକ ରେ ନିଜ ଭଉଣୀ ବିଦ୍ୟା ଙ୍କ ସହ ବହୁତ ଭଲ ବଣ୍ଡିଙ୍ଗ ସେୟାର କରିଥିଲେ। ସେହି ଭଳି ତାନିୟା ନିଜର ରିୟଲ ଲାଇଫ ଭଉଣୀ କୃତିକା ଶର୍ମା ଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି। ଦୁହେଁ ଦେଖିବାକୁ ମଧ୍ୟ ପ୍ରାୟତଃ ଏକାଭଳି। ତେବେ ଦୁହେଁ ନିଜର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥାନ୍ତି ସେହିଥିରୁ ତାଙ୍କ ଭିତରେ ଥିବା ପ୍ରେମ ବିଷୟ ରେ ଜଣା ପଡ଼ିଥାଏ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଅନେରୀ ଭଜାନି। ତେବେ ଅନେରୀ ଙ୍କୁ ଆପଣ ଅନେକ ଧାରାବାହିକ ରେ ଅଭିନୟ କରିଥିବାର ଦେଖିଥିବେ ତେବେ ନିଶା ଔର ଉସକି କଜନ ରେ ସେ ନିଜ ଭଉଣୀ ମାନଂକୁ ଖୁବ ଭଲ ପାଉଥିବାର ଦେଖିବାକୁ ମିଳିଥିଲା ତେବେ ସେ ନିଜ ରିୟଲ ଲାଇଫ ଭଉଣୀ ପ୍ରିୟା ଭଜାନି ଙ୍କୁ ମଧ୍ୟ ଖୁବ ଭଲ ପାଆନ୍ତି ଏବଂ ତାଙ୍କର ଛୋଟ ବଡ଼ ସବୁ ଖୁସି ର ଧ୍ୟାନ ମଧ୍ୟ ରଖନ୍ତି।


୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ରୁଚା ହସଅବନିସ୍। ତେବେ ରୁଚା ଙ୍କୁ ଆପଣ ଲୋକପ୍ରିୟ ଧାରାବାହିକ ସାଥ ନିଭାନା ସାଥିୟା ରେ ରାଶି ଭୂମିକାରେ ନିଶ୍ଚିତ ଦେଖିଥିବେ। ତେବେ ରୁଚା ଙ୍କ ରିୟଲ ଲାଇଫ ରେ କୌଣସି ଭଉଣୀ ନାହାଁନ୍ତି ତେବେ ସେ ନିଜ ଶୋ ରେ ଗୋପି ଅର୍ଥାତ ଜିଆ ମାନିକ ଙ୍କୁ ନିଜ ଭଉଣୀ ବୋଲି ଭାବି ଆସିଛନ୍ତି ଏବଂ ଦୁହେଁ ଏବେ ପର୍ଯ୍ୟନ୍ତ ଏକାଠି ଅଛନ୍ତି।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଶିବାଙ୍ଗି ଯୋଶୀ। ତେବେ ଏ ରିସ୍ତା କୟା କହଲାତା ହେ ରେ ନାଏରା ଭୂମିକା ରେ ଅଭିନୟ କରି ଅଳ୍ପ ଦିନରେ ସେ ଲୋକପ୍ରିୟ ହୋଇ ପାରିଥିଲେ ତେବେ ସେ ଏଥିରେ ସେ ନିଜର ଭଉଣୀ ଗାୟତ୍ରୀ ଙ୍କ ସହ ଖୁବ ସୁନ୍ଦର ବଣ୍ଡିଙ୍ଗ ସେୟାର କରନ୍ତି ସେଇଠି ନିଜ ବାସ୍ତବ ଜୀଵନ ର ଭଉଣୀ ଶୀତଲ ଯୋଶୀ ଯିଏ କି ତାଙ୍କ ସାନ ଭଉଣୀ ତେବେ ଦୁହିଁଙ୍କ ଭିତରେ ଖୁବ ନିବିଡ଼ ସମ୍ପର୍କ ରହିଛି। ତେବେ ଦୁହେଁ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏକାଠି ମଧ୍ୟ ନଜର ଆସିଥାନ୍ତି।


୫- ପଞ୍ଚମ ରେ ହେଉଛନ୍ତି ଅଭିନେତ୍ରୀ ଶ୍ରୁତି ଝା। ତେବେ କୁମ୍ କୁମ୍ ଭାଗ୍ୟରେ ପ୍ରଜ୍ଞା ଚରିତ୍ର ରେ ଅଭିନୟ କରି ସୃତି ଖୁବ ଲୋକପ୍ରିୟ ହୋଇ ପାରିଥିଲେ ତେବେ ଏହି ଧାରାବାହିକ ରେ ସେ ନିଜର ଭଉଣୀ ବୁଲବୁଲ ଙ୍କୁ ଖୁବ ଭଲ ପାଉଥିଲେ ତେବେ ଶ୍ରୁତି ନିଜ ରିୟଲ ଲାଇଫ ଭଉଣୀ ମିନାକ୍ଷୀ ଝା ଙ୍କୁ ମଧ୍ୟ ଖୁବ ଭଲ ପାଆନ୍ତି ଏବଂ ନିଜର ମୂଲ୍ୟବାନ ସମୟ ବାହାର କରି ତାଙ୍କ ସହ ସମୟ ଅତିବାହିତ କରିଥାନ୍ତି।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *