ପ୍ରଥମ ଥର ପାଇଁ ଦେଖନ୍ତୁ ଲୋକପ୍ରିୟ ଓଡିଆ ଅଭିନେତ୍ରୀ Baby Pradhan ଙ୍କ ପରିବାର ଓ Biography, ଜାଣନ୍ତୁ କିଛି ଅଜଣା କଥା

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ଆସନ୍ତୁ ଆଜି ସେହି ଭଳି ଜଣେ ଅଭିନେତ୍ରୀ ଯିଏ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଥିଲେ ତାଙ୍କ ଜୀଵନ ଶୈଳୀ ଏବଂ ପରିବାର ଆଦି ବିଷୟ ରେ ଜାଣିନେବା ତେବେ ସେହି ଅଭିନେତ୍ରୀ ହେଉଛନ୍ତି ବେବି ପ୍ରଧାନ । ତେବେ ଅନେକ ସିନେମା, ଧାରାବାହିକ ଆଦିରେ ନିଜର ସୁନ୍ଦର ଅଭିନୟ କୁ ପରିବେଷଣ କରି ଲୋକ ପ୍ରିୟତା ହାସଲ କରିଥିଲେ ବେବି ପ୍ରଧାନ । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି ତେଲାଙ୍ଗ, ପୁରୀ ରେ । କିନ୍ତୁ ବର୍ତ୍ତମାନ ସେ କଟକ ରେ ନିଜ ଘରେ ରହୁଛନ୍ତି ।


ବେବି ପ୍ରେମ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଯାହାର ନାମ ସାଇ ପ୍ରତୀକ । ସେମାନେ ସବୁ ଏକାଠି ରହୁଛନ୍ତି ଏବଂ ଆପଣ ଏହି ଫୋଟୋ ରେ ତାଙ୍କ ପରିବାର ଲୋକଙ୍କୁ ଦେଖି ପାରିଥିବେ । ବେବି ୨୪ବର୍ଷ ବୟସ ରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ଏକ ଓଡ଼ିଆ ଧାରାବାହିକ ରୁ ହିଁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେହି ଧାରାବାହିକ ଟି ହେଉଛି ଦୁହିତା, ଏବଂ ପଣତ କାନି । ତେବେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି ଏବଂ ବର୍ତ୍ତମାନ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *