ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ସାଉଥ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମହେଶ ବାବୁ । ମହେଶ ବାବୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ଫିଲ୍ମ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ମହେଶ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ମହେଶ ଚର୍ଚ୍ଚାକୁ ଆସିଛନ୍ତି ।
ବନ୍ଧୁଗଣ ଏବେ ସାଉଥ ଓ ବଲିଉଡ ଫିଲ୍ମ ବିବାଦ ଧୀରେ ଧୀରେ ନୂଆ ମୋଡ ନେବାକୁ ଲାଗିଛି । ବଲିଉଡ ବନାନ ସାଉଥ ହିନ୍ଦୀ ବନାନ ସାଉଥ ଲାଙ୍ଗୁଏଜ୍ ବିବାଦ ଭିତରେ ଏବେ ବଲିଉଡ ବଲିଉଡ ଫିଲ୍ମ କରିବାକୁ ମୁହଁରେ ମୁହଁରେ ମନା କରିଛନ୍ତି ତେଲୁଗୁ ସୁପର ଷ୍ଟାର ମହେଶ ବାବୁ । ଏକ ଫିଲ୍ମ ପ୍ରମୋଶନ କାର୍ଯ୍ୟକ୍ରମରେ ମହେଶ ବାବୁ କହିଛନ୍ତି, ବଲିଉଡ ଫିଲ୍ମରେ କାମ କଲେ ବଲିଉଡ ଇଣ୍ଡଷ୍ଟ୍ରି ତାଙ୍କୁ ଟଙ୍କା ଦେଇପାରିବ ନାହିଁ ।
ତେବେ କାହିଁକି ସେ ବଲିଉଡ ଇଣ୍ଡଷ୍ଟ୍ରିରେ ସମୟ ନଷ୍ଟ କରିବେ । ତାଙ୍କୁ ବହୁତ ହିନ୍ଦୀ ଫିଲ୍ମର ଅଫର ଆସିଛି ହେଲେ ସେ କରିବାକୁ ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି । ତାଙ୍କ କହିବା ମୁତାବକ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କୁ ଷ୍ଟାରଡମ ଦେଇଛି ଓ ଭଲ ପାଇବା ଦେଇଛି । ତେଣୁ ସେ କାହିଁକି ନିଜ ଇଣ୍ଡଷ୍ଟ୍ରି ଛାଡି ଆଉ ଗୋଟିଏ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯିବେ ।
ମହେଶ ବାବୁଙ୍କ ଏହି ବୟାନ ବଲିଉଡର ଅହଂକାରକୁ ଭାଙ୍ଗି ଦେଇଛି ବୋଲି ବିଚାର ହେଉଛି । କାରଣ ବଲିଉଡ ଫିଲ୍ମ ବଡ ଓ ବଲିଉଡ ଷ୍ଟାର ବଡ ବୋଲି କହୁଥିବା ଲୋକଙ୍କ ମୁହଁରେ ଏହା ସିଧା ଚଟକଣା ବୋଲି ଚର୍ଚ୍ଚା ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ