ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ କହିଛନ୍ତି ଯେ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଛୁ । ଆସ୍ତେ ଆସ୍ତେ ସଂଖ୍ୟା ବଢିଛି । ଏଥର ମଧ୍ୟ ଆମ୍ଭ ଜିଲ୍ଲାପାଳ ତଥା ହେଲ୍ଥ ସେକ୍ରେଟେରୀ ଆସିଥିଲେ । ଏଜୁକେସନ ସେକ୍ରେଟେରୀ ବିଷ୍ଣୁ ଶେଠୀ ମଧ୍ୟ ଆସିଥିଲେ । ପ୍ରିୟ ଡାଇରେକ୍ଟର, ଜିଲ୍ଲାପାଳ, ପୋଲିସ କମିଶନର ସମସ୍ତେ ଆସିଥିଲେ ଏବଂ ସମସ୍ତଙ୍କ ସହଯୋଗ ଅତୁଳନୀୟ ଅଟେ । ଆମ୍ଭ ପିଲା ଆଟେଣ୍ଡାସ ଖୁବ ଭଲ ।
ସମୁଦାୟ ଭୂବନେଶ୍ଵର ସହରର ମେୟର, ୩ ଜଣ MLA, ଅଶୋକ ପଣ୍ଡା, ଆମ୍ଭର ଶିକ୍ଷା ମନ୍ତ୍ରୀ ସମସ୍ତେ ସ୍ପିକର ଙ୍କ ନେତୃତ୍ଵ ରେ ବାଚସ୍ପତି ଙ୍କ ନେତୃତ୍ଵ ରେ ଭଲ ଭାବରେ ହୋଇଛି । କିନ୍ତୁ ଅପରାଜିତା ମ୍ୟାଡାମ ଙ୍କୁ ନିଶ୍ଚିତ ଭାବରେ ଡାକିବା କଥା । ଏହାପରେ ସୁର ବାବୁ କହିଛନ୍ତି ଯେ ଅପରାଜିତା ମ୍ୟାଡାମ ଶୁଣନ୍ତୁ ଆପଣ ଆଦୌ ଅଭିମାନ କରନ୍ତୁ ନାହିଁ ।
ଆମ୍ଭେ ହେଉଛେ ଭୁବନେଶ୍ଵର ବାସିନ୍ଦା ଏବଂ ଆପଣ ହେଉଛନ୍ତି ଭୁବନେଶ୍ଵର ଭୋଟର ର ପ୍ରତିନିଧି । ଆମ୍ଭେ କ’ଣ ଖାଲି ସବୁବେଳେ ଦେଖିଥିବା କାର୍ଡ ରେ ଆମ୍ଭ ନାମ ଅଛି ନା ନାହିଁ ପେପର ରେ ନାମ ଅଛି ? ମାତ୍ର ଆମ୍ଭେ କେବେ ତ କାହିଁ ପେପର କୁ ଅପେକ୍ଷା କରି ନାହୁଁ ? ଯେଉଁଲିଷ୍ଟ ବାହାରୁଛି, ଆମ୍ଭେ ମୂଳରୁ ଅଛୁ । ଭୁବନେଶ୍ଵର ଗର୍ବ ଆସ ସମସ୍ତେ ଦଳମଇତ ନିରବି ଶେଷରେ ।
ମୁଁ କହିଛି ଯେ ଆଜି ମେୟର ଥିଲେ ଏଠାରେ ପୁଣି ଯେ ମେୟର ଥିଲେ ତଥା ଯେ ଚେୟାରମ୍ୟାନ ଥିଲେ ସମସ୍ତଙ୍କ ନାମ କହି ଯାଇଛି । ଭୁବନେଶ୍ଵର ସହରକୁ, ଜଟଣୀ ସହରକୁ, ଖୋର୍ଦ୍ଧା ସହରକୁ ସମସ୍ତେ ମିଶି କାର୍ଯ୍ୟ କରିବା । ସର୍ବାଜ୍ଞାନ ଉନ୍ନତି କରିବା । ଛାଡ ଯାହା ହୋଇଛି ମୁଁ ଜଣେ ଅନୁଷ୍ଠାନ ର କର୍ତ୍ତା ହିସାବରେ, ପ୍ରଦୋଷ ପଟ୍ଟନାୟକ ମୋ କ୍ଳାସମେଟ, ତାହା ସଭାପତି ସନତ ଏବଂ ଆମ୍ଭର ମହାନ୍ତି ଙ୍କ ନେତୃତ୍ଵ ରେ ଚାଲିଛି, ଚଲେଇବା, ସେ ସରକାର କରନ୍ତୁ କିଅବା ନ କରନ୍ତୁ ଚାଲିଛି ।
ଆହୁରି ଭୁବନେଶ୍ଵରବାସୀ ମିଶିବା । ଆହୁରି ଛାତ୍ରଛାତ୍ରୀ ମିଶିବା ଆହୁରି ଡେକୋରେଶନ କରିବା । ମାତ୍ର ଅପରାଜିତା ମ୍ୟାଡାମ କୁ ନ ଡାକିବା ଭୁଲ ଅଟେ । ମୁଁ ନିଜେ ଆର ଥରକୁ ଯାଇ ଡାକିବି ଯେ ଆସନ୍ତୁ ମ୍ୟାଡ଼ାମ । ତୁମ୍ଭର ହକ ଅଛି କହିବା ପାଇଁ ସବୁ MLA ତଥା ମେୟାର କହିଛନ୍ତି । ଆମ୍ଭେ କହିଛୁ ସେ ମଧ୍ୟ କହିବେ । ତେବେ ବନ୍ଧୁଗଣ ସୁର ରାଉତରାୟ ଏହିଭଳି କିଛି କହିଛନ୍ତି । ଏହାକୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।