‘ଝିଅ ଆମର ନୂଆ ବୋହୁ’ ସିରିଏଲର ଅଭିନେତା Abhijit Das ଙ୍କ Real life ସ୍ତ୍ରୀ, ଦେଖନ୍ତୁ ରିଲ ଲାଇଫ ସ୍ତ୍ରୀ ଠାରୁ ବି ଅଧିକ ସୁନ୍ଦରୀ !

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଝିଅ ଆମର ନୂଆ ବୋହୁ ଆପଣ ସମସ୍ତେ ଦେଖୁଛନ୍ତି । ଏହି ସିରିଏଲ ଟିଭି ପରଦାରେ ଆସିବା ଦିନ ଠାରୁ ହିଁ ଏହି ସିରିଏଲର କଳାକାର ଓ ଏହି ସିରିଏଲ କୌଣସି ନା କୌଣସି କାରଣରୁ ଚର୍ଚାରେ ରହି ଆସିଛି । କହିଦେଉଛୁ କି ଏହି ସିରିଏଲର କଳାକାରମାନଙ୍କ ଦମଦାର ଅଭିନୟ ଯୋଗୁ ବର୍ତ୍ତମାନ ଏହି ସିରିଏଲ ସବୁ ଦର୍ଶକମାନଙ୍କ ପସନ୍ଦିତା ସିରିଏଲ ହୋଇ ଯାଇଛି । ସମସ୍ତେ ଏହି ସିରିଲେ ସହ ଏଥିରେ ନଜର ଆସୁଥିବା କଳାକାରମାନଙ୍କୁ ବି ପସନ୍ଦ କରୁଛନ୍ତି ।

କହିଦେଉଛୁ କି ଏହି ସିରିଏଲର କାହାଣୀ କିଛି ଭିନ୍ନ ପ୍ରକାରର ଅଟେ । ଏଥିରେ ମୁଖ୍ୟ ଅଭିନେତା ଭିଲିୟାନ ହୋଇଥିବା ସମୟରେ ମୁଖ୍ୟ ଅଭିନେତ୍ରୀ ତାଙ୍କୁ ସଠିକ ରାସ୍ତାରେ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଯାହାକି ଦର୍ଶକମାନଙ୍କୁ ଆହୁରି ଅଧିକ ରୋମାଞ୍ଚକ ପୂର୍ଣ ଲାଗୁଛି ।

କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା ମୁଖ୍ୟ କଳାକାର ଅଭିଜିତଙ୍କ ପତ୍ନୀଙ୍କ ବିଷୟରେ କହିବୁ । କହିଦେଉଛୁ କି ଝିଅ ଆମର ନୂଆ ବୋହୁ ସିରିଏଲରେ ଅଭିନୟ ମୁଖ୍ୟ ଅଭିନେତାଙ୍କ ନାଁ ଅଭିଜିତ । ଯିଏକି ଏହି ସିରିଏଲରେ ଶିବ ଭୂମିକାରେ ନଜର ଆସନ୍ତି । ଶିବ ଓଲିଉଡ ଟିଭି ଦୁନିଆର ଜଣେ ଲୋକପ୍ରିୟ ଅଭିନେତା । ଏହି ସିରିଏଲରେ ଆପଣ ଶିବଙ୍କ ଦମଦାର ଅଭିନୟ ଦେଖୁଥିବେ । ଏହି ସିରିଏଲ କାରଣରୁ ବି ଶିବ ପ୍ରାୟତଃ ଚର୍ଚାରେ ରହିଥାନ୍ତି । କହିଦେଉଛୁ କି ଏହି ସିରିଏଲରେ ଶିବ ନେଗେଟିବ କ୍ୟାରେକ୍ଟରରେ ନଜର ଆସନ୍ତି ।

ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପରେ ପୂଜା ନଜର ଆସନ୍ତି । ଯାହାଙ୍କର ଅସଲ ନାଁ ଲାବରିନ । ଯିଏକି ପ୍ରାୟତଃ ନିଜର ବୋଲ୍ଡ ଫଟୋକୁ ନେଇ ଚର୍ଚାରେ ଥାନ୍ତି । ଏହି ସିରିଏଲରେ ଶିବ ଓ ପୂଜାଙ୍କ ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । ଶିବ ଓ ପୂଜାଙ୍କ ଖଟା ଓ ମିଠା ଲଭ ଷ୍ଟୋରି ପାଇଁ ଏହି ସିରିଏଲ ଦିନକୁ ଦିନ ଆହୁରି ଲୋକପ୍ରିୟ ହୋଇ ଚାଲିଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଏହି ସିରିଏଲରେ ପୂଜା ଓ ଶିବଙ୍କ ବିବାହ ହୋଇଯାଇଛି । ଛୋଟ ପରଦାରରେ ଶିବ ଓ ପୂଜାଙ୍କ ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ।

କିନ୍ତୁ ଏହି ସିରିଏଲରେ ହିରୋ ଭୂମିକାରେ ନଜର ଆସୁଥିବା ଶିବଙ୍କ ପ୍ରକୃତ ନାଁ ହେଉଛି ଅଭିଜିତ ଦାସ । ଯିଏକି ଅସଲ ଜୀବନରେ ବିବାହ କରିସାରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁ ହେଉଛି ନୀଳିମା ଦାସ । ନୀଳିମା ଦାସ ବି କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଅଭିଜିତ ଓ ନୀଳିମା ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁଇ ଜଣ ଆରେଞ୍ଜ ମ୍ୟାରେଜ କରିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *