ଟଙ୍କା ପାଇଁ ବେଶ୍ୟାବୃତ୍ତି କରୁଥିବା ସମୟରେ ହୋଟେଲ ରୁମରେ ଧରା ପଡିଥିଲେ Bollywood ର ଏହି Actress, ମାସୁମ ଚେହେରା ଦେଖିଲେ ବିଶ୍ଵାସ ହେବନି…

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଓ ସାଉଥ ଜଗତ ର ଅଭିନେତ୍ରୀ ମାନେ ସୁନ୍ଦରତା ମାମଲା ରେ କିଛି କମ ନୁହନ୍ତି । ଏହି ଅଭିନେତ୍ରୀ ଙ୍କ ର ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ରହିଛନ୍ତି । ଆଜି ଆମେ ଆପଣ ଙ୍କୁ ଏହିପରି ଜଣେ ସୁନ୍ଦରୀ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ହୋଟେଲ ରୁମ ରେ ଧରା ପଡ଼ିଥିଲେ । ଏହି ଅଭିନେତ୍ରୀ ନିଜ କ୍ୟାରିୟର ରେ ଅନେକ ସୁପର ହିଟ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି ।

ତେବେ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛେ ସେ ହେଉଛନ୍ତି ଶ୍ଵେତା ବସୁ ପ୍ରସାଦ । ୨୮ ବର୍ଷୀୟ ଅଭିନେତ୍ରୀ ଶ୍ଵେତା ବସୁ ପ୍ରସାଦ ନିଜ ର କ୍ୟାରିୟର ଆରମ୍ଭ ରେ ବାଲ୍ୟକଳାକାର ରୂପେ ପରିଚିତ ଥିଲେ । ନାଗେସ କୁକୁନୁର ର ଫିଲ୍ମ ଇକବାଲ ରୁ ହିନ୍ଦୀ ସିନେମା ରେ ବେଶ ପରିଚିତ ହେଇଥିଲେ ଶ୍ଵେତା । ଶ୍ଵେତା ନିଜ ର ପ୍ରଥମ ଫିଲ୍ମ ମକଡି ରେ ବେଷ୍ଟ ଚାଇଲଡ ଆର୍ଟିଷ୍ଟ ରୂପେ ନ୍ୟାସନାଲ ଆୱାର୍ଡ ପାଇଥିଲେ ।

ତେବେ ଶ୍ଵେତା ବସୁ ନିଜ କ୍ୟାରିୟର ରେ ତାମିଲ,ତେଲୁଗୁ ଓ ମାଲାୟାଲାମ ଫିଲ୍ମ ରେ କାମ କରିଛନ୍ତି । ଏବଂ ଅନେକ କିଛି ବଲିଉଡ ଫିଲ୍ମ ରେ ମଧ୍ୟ ଶ୍ଵେତା ନଜର ଆସିଛନ୍ତି । ତାମିଲ ଓ ତେଲୁଗୁ ଫିଲ୍ମ ରେ ଶ୍ୱେତା ଅଧିକ ଲୋକପ୍ରିୟତା ହାସିଲ କରିଥିଲେ । ବର୍ତ୍ତମାନ ଶ୍ଵେତା ଫିଲ୍ମ ତସ୍କନ୍ଦ ଫାଇଲସ କୁ ନେଇ ଚର୍ଚା ରେ ରହିଛନ୍ତି । ତେବେ ଶ୍ଵେତା ବସୁ ଙ୍କ ର ନାମ ରେ ୨୦୧୪ ରେ ହାଇଦ୍ରାବାଦ ରେ ବଜାର ହିଲସ ରେ ଚାଲୁଥିବା ଏକ ସେକ୍ସ ରାକେଟ ର ମାମଲା ରୁଜୁ ହେଇଥିଲା ।

ଏହି ମାମଲା କୁ ନେଇ ଶ୍ଵେତା ବସୁ ଙ୍କୁ ରେସକୟୁ ଟିମ ଦୁଇ ମାସ ତାଙ୍କୁ ଜେରା କରିଥିଲେ । କିନ୍ତୁ ଶେଷ ରେ ହାଇଦ୍ରାବାଦ ସେସନ କୋର୍ଟ ଏହି ମାମଲା ରେ ତାଙ୍କୁ କ୍ଲିନ ଚିଟ ଦେଇଛି ।ତେବେ ଶ୍ଵେତା ବସୁ ପ୍ରସାଦ ଖୁବଶୀଘ୍ର ଫିଲ୍ମ ଇଣ୍ଡିଆ ଲକଡାଉନ୍ ରେ ନଜର ଆସିବେ । ଏହି ଫିଲ୍ମ ରେ ସେ ଜଣେ ସେକ୍ସ ୱାର୍କର ର ଭୂମିକା ଗ୍ରହଣ କରୁଛନ୍ତି । ଏହି ଚରିତ୍ରକୁ ସଠିକ ଭାବରେ କରିବା ପାଇଁ ଶ୍ଵେତା ମୁମ୍ବାଇର ରେଡ୍ ଲାଇଟ୍ ଏରିଆର ଦ୍ୱାରସ୍ଥ ହୋଇଥିଲେ ଏବଂ ଏଥିପାଇଁ ସେକ୍ସ ୱାର୍କରଙ୍କ ସହିତ ଅନେକ ସମୟ ଧରି କଥା ମଧ୍ୟ ହୋଇଥିଲେ ।

ଏହି ଚରିତ୍ରର ନାମ ଏହାର ନିର୍ଦେଶକ ମଧୁର ଭଣ୍ଡାରକର ମେହଋନିସା ରଖିଛନ୍ତି । ଚରିତ୍ର ର ଗମ୍ଭୀରତା କୁ ବୁଝିବା ପାଇଁ ଭଣ୍ଡାରକର ଏବଂ ଶ୍ଵେତା ମୁମ୍ବାଇର ରେଡ୍ ଲାଇଟ୍ ଏରିଆ, କମାଠିପୁରା ଯିବାକୁ ନିଷ୍ପତି ନେଇଥିଲେ । ଏହା ଦ୍ୱାରା ଦୁଇଜଣ ସେଠାକାର ଜଣେ ଅସଲି ମେହଋନିସା ସହିତ ଦେଖା କରିଥିଲେ ।

ରେଡ୍ ଲାଇଟ୍ ଏରିଆ କୁ ଯିବାର ଅନୁଭବ ସେୟାର କରି ଶ୍ଵେତା କହିଛନ୍ତି , ମୁଁ ଯେଉଁ ଚରିତ୍ର ଗ୍ରହଣ କରିଛି ତାହା ବାସ୍ତବିକ ଅଟେ ଏବଂ ମୁଁ ଏଥିରେ ବୁଡ଼ିବାକୁ ଚାହୁଁଛି । ଯେ ପର୍ଯ୍ୟନ୍ତ ମୁଁ ଏହା ନ କରି ପାରିଛି, ସେପର୍ଯ୍ୟନ୍ତ ମୁଁ ଦର୍ଶକଙ୍କୁ ଏହାର ନିକଟତର କରିପାରିବିନି । ଫିଲ୍ମ ର ନିର୍ଦେଶକ ଙ୍କୁ ଏହା ଲାଗୁଥିଲା ଏହି ଚରିତ୍ର ଅନୁଯାଇ ମୋର କଥା କହିବା ଶୈଳୀ ବହୁତ ନରମ ଏବଂ ସଭ୍ୟ । ନିର୍ଦେଶକ ମଧୁର ଭଣ୍ଡାରକର ଙ୍କ ସହିତ କମାଠିପୁରା ଯିବାର ମୁଖ୍ୟ ଉଦେଶ୍ୟ ଥିଲା ସେଠାକାର ସେକ୍ସ ୱାର୍କରଙ୍କର କହିବା ଶୈଳୀକୁ ବୁଝିବା ।


ଶ୍ଵେତାଙ୍କୁ ପଚରା ଯାଇଥିଲା ଏମିତି ଜାଗାକୁ ଯିବା ପାଇଁ କଣ ଆପଣଙ୍କୁ କୌଣସି ପ୍ରକାର ସଙ୍କୋଚ କିମ୍ବା ଡର ଲାଗିଥିଲା କି ? ଉତ୍ତରରେ ଅଭିନେତ୍ରୀ କହିଛନ୍ତି- ମୁଁ ସାମ୍ବାଦିକତା ର ଛାତ୍ରୀ ଅଟେ ଏବଂ ଏହି ସବୁ ଜିନିଷକୁ ମୁଁ ଦେଖିଛି ମଧ୍ୟ । ସେଠାକୁ ଯିବା ମୋ କାମ ସହିତ ସମ୍ବନ୍ଧିତ ଥିଲା । କିନ୍ତୁ ସଂକୋଚ ଏବଂ ଭୟ କେବଳ ଏଥିପାଇଁ ଲାଗୁଥିଲା, ଜଣା ଅଜଣାତରେ ମୁଁ କିଛି ଏମିତି ଅନୁଚିତ କଥା କହି ନଦିଏ ଯାହାଦ୍ୱାରା ତାଙ୍କୁ ଖରାପ ଲାଗିବ ।

ତେବେ ଶ୍ଵେତା ବସୁ ନିଜ ର ବୟଫ୍ରେଣ୍ଡ ଓ ଫିଲ୍ମମେକର ରୋହିତ ମିତ୍ତଲ ଙ୍କ ସହ ୧୩ ଡିସେମ୍ବର ୨୦୧୮ ରେ ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ । ୨୦୧୯ ଶେଷ କୁ ଶ୍ଵେତା ବସୁ ନିଜ ପତି ଙ୍କ ଠାରୁ ଦୁରେଇ ଯିବାର ଖବର ଆସିଥିଲା I ମିଳିଥିବା ସୂଚନା ଅନଶୁୟାରେ ଶ୍ଵେତା ବିବାହ ପୂର୍ବ ରୁ ଦୀର୍ଘ ଚାରି ବର୍ଷ ନିଜ ବୟଫ୍ରେଣ୍ଡ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ରହିଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *