‘ଗୋପାଳ ଆ… ପଖାଳ ଖାଇବୁ… ମୁଁ ପଖାଳ ଆଣିଛି ପରା, ଶୁଖୁଆ ବି ଆଣିଛି, ଆଳୁ ଚକଟା ଆଣିଛି !’

ସମସ୍ତେ କହୁଛନ୍ତି ଗୋପାଳ ହସୁଛି ଗୋପାଳ ହସିବନି କାହିଁକି କାନ୍ଦିବ ମୋତେ ଆପଣ ମାନେ କୁହନ୍ତୁ । ଗୋପାଳ ଅତ୍ୟାଚାରୀକୁ ମାରି କିଛି ଭୁଲ କରିଛି କି । ସେଥିପାଇଁ ଗୋପାଳ ହସୁଛି । ଗୋପାଳ ର-କ୍ତ ଶୋଶୁ ଥିବା ମଶାକୁ ମାରିଛି ସେଥିପାଇଁ ଗୋପାଳ ହସୁଛି । ପୋଲିସ ଚାକିରି ଗୋପାଳ କରିଥିଲା ଲୋନ କରି ଘର କରିଛି ଆକାଉଣ୍ଟରେ ଟଙ୍କା ଟିଏ ନାହିଁ ମାନେ ଏଥିରୁ ସ୍ପର୍ଷ୍ଟ ଗୋପାଳର ଲୋଭ ନାହିଁ ସେଥିପାଇଁ ସେ ହସୁଛି ।

ଯେତେବେଳେ ଗୋପାଳ ଅନୁଭବ କଳା ଯେ ପାପର ଭାର ଅଧିକ ହେଇଗଲା ସେଥିପାଇଁ ଗୋପାଳ ଭଗବାନ ସାଜି ନବକୁ ମା-ରି ଦେଲା । ଆଉ ସେଥିପାଇଁ ମୁଁ ଖୁସି ଗୋପାଳ ଖରାପ ଲୋକ ନୁହେଁ ଗୋପାଳ ବହୁତ ଭଲ ଲୋକ । ଗୋପାଳ ଜଣେ ବହୁତ ଭଲ ଗାୟକ । ଗୋପାଳ ଭଗବାନ ବିଶ୍ଵାସୀ ଗୋପାଳ ଭଲ ଭଜନ ଗାଏ । ମଞ୍ଚ ଉପରେ ଆଗରୁ ଅନେକ ଗୀତ ଗାଇଛି ଆଉ ଏବେ ଜେଲରେ ବି ସେ ଗୀତ ଗାଉଛି ।

ଆଉ ମୁଁ ଶୁଣିବାକୁ ପାଉଛି ଗୋପାଳ ଖାଇବାକୁ ବହୁତ ପସନ୍ଦ କରୁଛି ଆଉ ମୁଁ ଶୁଣିବାକୁ ପାଉଛି ଜେଲ ଖାଦ୍ୟ କୁଆଡେ ଗୋପାଳର ପସନ୍ଦ ଆସୁନି । ମାଂସ ଭାତ ଡାଲି ଗୋପାଳକୁ ଭଲ ଲାଗୁନି ଉପମା ତରକାରୀ ଗୋପାଳକୁ ଭଲ ଲାଗୁନି । ଗୋପାଳ ଚାହୁଁଛି ଟିକେ ଦହି ପଖାଳ ଆଉ ଆଳୁ ଚକୁଟା ଖାଇବା ପାଇଁ । ମୁଁ ମୋ ଗୋପାଳ ପାଇଁ ନିହାତି ନେଇକି ଯିବି । ମୁଁ ମୋ ଗୋପାଳକୁ ନିଶ୍ଚିତ ଦେଖା କରିବି ।

ଆଗେ ସୁପ୍ରିଟେଣ୍ଡେଣ୍ଟଙ୍କ ସହ କଥା ହେବି ଆଉ ବୁଝିବି ମୁଁ ଗୋପାଳ ସହ କେତେବେଳେ ଦେଖା କରି ପାରିବି । ଗୋପାଳକୁ ଗଣ୍ଡେ ପଖାଳ ଖୁଆଇ ପାରିବି ନା ନାହିଁ । ଥରେ କି ଦୁଇ ଥର ନୁହେଁ ମୁଁ ଗୋପାଳ ପାଖକୁ ବହୁତ ଥର ଯିବି । ଆଉ ମୁଁ ଗୋପାଳକୁ ମୋ ଘରର ଦହି ପଖାଳ ଖୁଆଇବି । ଆଉ ଗୋପାଳ ଯାହା ଖାଇବ ସେ ମୋତେ କହିବ ମୁଁ ତାକୁ ନେଇ ଖୁଆଇ ଦେବି ।

ଖାଲି ସେତିକି ନୁହଁ ମୋ ପାଇଁ ଭଗବାନ ସାଜି ଥିବା ଗୋପାଳ ଯେଉଁ ଦିନ ଜେଲରୁ ବାହାରିବ ସେଦିନ ମୁଁ ଚନ୍ଦନ ସିନ୍ଦୁର ତା ମୁଣ୍ଡରେ ପିନ୍ଧାଇ ଦେବି ଆଉ ମୋ ଘରକୁ ଆଣିବି । କାରଣ ସେ ମୋ ପାଇଁ ଭଗବାନ । ବନ୍ଧୁଗଣ ଏମିତି କିଛି କଥା କହିଛନ୍ତି ମିନତୀ ବହିଦାର । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *