ଆମେ ଘରେ ନଥିବା ବେଳେ ,ଦୁଇଟା ଟୋକା ଆସି ଆମ ଦୁଇ ଭଉଣୀଙ୍କ ସହ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନୀତିଦିନ କୌଣସି ନା କୌଣସି ଅଘଟଣ ଦେଖୁଥିବେ ସୁନିଶ୍ଚିତ ତେବେ ଆପଣ ମାନେ ଜାଣିଥିବେ କି ଯେତେବେଳେ ଝିଅଟି ବାହା ହେଇକି ତାର ଶାଶୁ ଘରକୁ ଯାଇଥାଏ ସେତେବେଳେ ଜଣେ ଝିଅକୁ ତାର ଘରେ ବା ସାହି ପଡିଶାରେ ମିଳିଥାଏ ବୋହୂ ର ମାନ୍ୟତା ଆମେ ମଧ୍ୟ ଜାଣିଛୁ କି ଆମ ଭାରତରେ ଆଇନ ଅନୁସାରେ ୧୮ ବର୍ଷରୁ କମ ବୟସର ଝିଅ କି ପୁଅ କେହି ବି ବିବାହ କରିପାରିବେ ନାହିଁ ।

କାରଣ ୧୮ ବର୍ଷରୁ କମ ବୟସର ପିଲାମାନଙ୍କୁ ନାବାଳକ ବୋଲି କୁହାଯାଏ । କିନ୍ତୁ ଏଠି ଦେଖା ଦେଇଛି ନାବାଳକ ଆଉ ନାବାଳିକା ମାନଙ୍କର କିଛି ଏପରି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା । ତେବେ ବର୍ତ୍ତମାନ ଆସିଛି ଏକ ବଡ଼ ଖବର । ଦୁଇ ଭଉଣୀ ଆଉ ଦୁଇ ପ୍ରେମିକ ଙ୍କ କାହାର ବି ହୋଇନାହିଁ ଭୋଟର ଆଇ କାର୍ଡ । ତାହେଲେ ଆପଣମାନେ ଭାବନ୍ତୁ ଯେ ସେମାନଙ୍କ ବୟସ କେତେ କମ୍ ହୋଇଥିବ ।

ରାତି ଅଧରେ ଧରା ପଡିଛନ୍ତି ଏହି ୪ ଜଣ । ବର୍ତ୍ତମାନ ଧରା ପଡ଼ିବା ପରେ ଦୁଇ ଭଉଣୀ ବାହା ହେବା ପାଇଁ ଜିଦ୍ କରୁଛନ୍ତି । ତେବେ ଦୁଇ ଭଉଣୀ ଯାଇ ବସିଛନ୍ତି ପ୍ରେମିକ ଙ୍କ ଘରେ ଧାରଣ ଦେଇଛନ୍ତି । ଆଉ ସେହି ଦୁଇ ଭଉଣୀ ଙ୍କ ର ଗୋଟିଏ ଜିଦ୍ ସେମାନେ ବିବାହ କରିବେ । ତାଙ୍କ ଦୁଇ ଭଉଣୀ ଙ୍କୁ ପତ୍ନୀ ର ମାନ୍ୟତା ଦିଆଯାଉ । ଆମକୁ ଗ୍ରାମର ଲୋକମାନେ ଆଉ ଘର ଲୋକ ମାନେ ଗ୍ରହଣ କରନ୍ତୁ । ରାତି ଅଧରେ ଦୁଇ ଯୁବକ ଦୁଇ ଭଉଣୀ ଙ୍କ ଘରେ ଦେଖା କରିବା ପାଇଁ ପଶିଥିଲେ ।

ସେହି ସମୟରେ ଦୁଇ ଯୁବକ ଆଉ ଯୁବତୀଙ୍କୁ ଗ୍ରାମବାସୀମାନେ ଧରି ନେଇଥିଲେ । ଆଉ ତାପରେ ଥାନାରେ କେଶ୍ ଦେଇଥିଲେ । ଆଉ ବର୍ତ୍ତମାନ ଦୁଇ ଭଉଣୀ ପ୍ରେମିକ ଙ୍କ ଘର ଦୁଆର ମୁହଁରେ ଧାରଣ ଦେଇଛନ୍ତି । ସେଠାରେ ଅନେକ ଲୋକମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବର୍ତ୍ତମାନ ଏହା ସୋସିଆଲ ମିଡ଼ିଆ ରେ ଭାଇ ରାଲ ହେବାରେ ଲାଗିଛି । ତେବେ ଦୁଇ ପାଖ ଗ୍ରାମର ଦୁଇ ଯୁବକ ଙ୍କୁ ଦୁଇ ଭଉଣୀ ଭଲ ପାଉଥିଲେ ।

ଦୀର୍ଘ ଦୁଇ ବର୍ଷ ହେବ ପ୍ରେମ କରି ଆସୁଥିଲେ । ରବିବାର ଦିନ ବିଳମ୍ବିତ ରାତିରେ ଦୁଇ ନାବାଳକ ଦୁଇ ନାବାଳିକା ଙ୍କ ଘରେ ପଶିଥିଲେ । ସେମାନଙ୍କୁ ଧରି ବାନ୍ଧି ଦେଇଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏବଂ ସେମାନଙ୍କୁ ଥାନାରେ ନେଇ ବୁଝାଇ ସୁଝାଇ ଘରେ ଛାଡ଼ି ଦେଇଥିଲେ । କିନ୍ତୁ ଆଜି ପ୍ରେମିକ ଙ୍କ ଘରେ ପହଞ୍ଚିଛନ୍ତି ଦୁଇ ଭଉଣୀ । କିନ୍ତୁ ପୁଅ ଘର କେଉଁଆଡେ଼ ଚାଲି ଯାଇଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *