‘ଆମେ ଦେଖେଇଲେ ଲୋକ ଦେଖିବେ, କମ୍ପରମାଇଜ କରିବାକୁ କୁହାଗଲା’ ଯାତ୍ରା ଦୁନିଆର ଭିତିରି କଥା ଖୋଲି କହିଦେଲେ ଯାତ୍ରା Dancer Sony, କଣ କହିଲେ ସେ ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଜାଣିବା ଏମିତି କଳାକାର ଙ୍କ ବିଷୟ ରେ ଯିଏ ଜଲିଉଡ ରେ ନିଜ ଜବରଦସ୍ତ ନାଚ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ସେହି ଭଳି ଜଣେ କଳାକାର ହେଉଛନ୍ତି ଯାତ୍ରା ଜଗତ ର ଅଭିନେତ୍ରୀ ସୋନି , ତେବେ ଏହି ଅଭିନେତ୍ରୀ ଙ୍କୁ ବହୁତ କମ ଲୋକ ଜାଣିଥିବେ କାରଣ ଏହି ଅଭିନେତ୍ରୀ ଜଣକ କେବଳ ଯାତ୍ରା ଜଗତ ରେ ନାଚ ଦୃଶ୍ୟ ରେ ଆସି ଜବରଦସ୍ତ ନାଚ ଦେଖାଇ ଲୋକ ପରିଚିତ ହୋଇପାରିଛନ୍ତି । ତାହେଲେ ଆଜି ସେହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା


ତେବେ ଯାତ୍ରା ଜଗର ର ଲୋକ ପ୍ରିୟ ଗାୟିକ ବିଜୟ କୁମାର ଙ୍କ ମାଧ୍ୟମ ରେ ସେ ଜଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତେବେ ସେ କୋଣାର୍କ ଗଣନାଟ୍ଯ ରେ ଲିଡ ଡ୍ୟାନ୍ସର ଭାବେ ନିଜ କ୍ଯାରିୟର ଆରମ୍ଭ କରିଥିଲେ । ତେବେ ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ ସେ ବର୍ତ୍ତମାନ ମଧ୍ୟ ସେହି କୋଣାର୍କ ଗଣନାଟ୍ୟ ରେ ନିଜ ନାଚ ଜାରି କରିଛନ୍ତି । ତେବେ ସୋନି ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ଦର୍ଶକ ମାନେ ତାଙ୍କ ତାଙ୍କ ନାଚ କୁ ବେସ ପସନ୍ଦ କରି ଥାନ୍ତି ।

ସେ ତାଙ୍କ କ୍ୟାରିୟର କୋଣାର୍କ ଆରମ୍ଭ କରିଛନ୍ତି ଓ ସେହି ଗଣନାଟ୍ୟ ରେ ନିଜ କ୍ଯାରିୟର ଶେଷ କରିବେ । ତେବେ ସେ ତାଙ୍କ ଜୀବନ ରେ ବହୁତ ପରିଶ୍ରମ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ କରୁଛନ୍ତି । ତେବେ ଓଡିଆ ଚଳଚିତ୍ର ଦୁନିଆ ରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲେ ମଧ୍ୟ ଅଭିନୟ କରି ନ ଥାନ୍ତି ।

ତେବେ ଅଭିନୟ ନ କରିବା ର କାରଣ ସର୍ବସମ୍ମୁଖ ରେ କହି ନାହାଁନ୍ତି କିନ୍ତୁ କହିଛନ୍ତି ଯେ ତାଙ୍କୁ ଅଭିନୟ କରିବା ପାଇଁ କମ୍ପ୍ରମାଇଜ କଥା କୁହା ଯାଇଥିଲା । ତେବେ ଏହି କମ୍ପ୍ରମାଇଜ ଅର୍ଥ ହୁଏ ତ ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ ତେବେ ନିଜ ଟ୍ୟାଲେଣ୍ଟ ଆଗ ରେ ସେ କମ୍ପ୍ରମାଇଜ କରିବା ପାଇଁ ଇଚ୍ଛୁକ ହେଲେ ନହିଁ ଓ ସେ ସେହି ଦିନ ଠାରୁ ଗୋଟିଏ ଜିଦ ରେ ଜଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି ।


ତେବେ ସେ ସେହି ଇଣ୍ଟରଭ୍ୟୁ ରେ ସବୁଠୁ ବଡ କଥା କହିଛନ୍ତି ଯେ ଦର୍ଶକ ମାନେ କୁହନ୍ତି ନି ଯେ ତମେ ଏହି ଭଳି ହଟ ଡ୍ରେସ ପିନ୍ଧିକି ଆସ ଆମେ ମାନେ ନାଚ ଦେଖିବୁ ବରଂ ନାଚ କରୁଥିବା ବ୍ୟକ୍ତି ଉପରେ ନିର୍ଭର କରେ ସେ କେଉଁ ଡ୍ରେସ ପିନ୍ଧି ଦର୍ଶକ ମାନ ଙ୍କ ସମ୍ମୁଖ କୁ ଆସିବ , ତେବେ ଏହି ଭଳି ଅନେକ କିଛି କହିଛନ୍ତି ସେହି ଇଣ୍ଟରଭ୍ୟୁ ରେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *