ବାହାଘର ହେବ ତ ଏମିତି ! ହେଲି କ୍ୟାପ୍ଟରରୁ ଓଲ୍ହାଇଲା ବର, ମଣ୍ଡପରେ ଆକାଶରୁ ହେଲା ଫୁଲ ବର୍ଷା, ଭାଇରାଲ ଭିଡିଓ ଦେଖିଲେ ଆପଣ ବି କାବା ହେଇଯିବେ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକଙ୍କ ପାଇଁ ବିବାହ ବହୁତ ଖାସ ଓ ଗୁରୁତ୍ଵ ପୂର୍ଣ୍ଣ ଅଟେ । ସମସ୍ତ ଲୋକ ନିଜ ବିବାହକୁ ଅଧିକ ରୁ ଅଧିକ ସ୍ପେଶିଆଲ କରିବା ପାଇଁ ଇଛା କରନ୍ତି । ସାଧାରଣତଃ ବିବାହରେ ବର ମହଙ୍ଗାରୁ ମହଙ୍ଗା ଗାଡି ନେଇ କନ୍ୟା ଆଣିବାକୁ ଯାଇଥାଏ । ହେଲେ ଥରେ ଭାବନ୍ତୁ ଯଦି ଆପଣ ନିଜ ବିବାହରେ ହେଲିକପ୍ଟର ନେଇ କନ୍ୟା ଆଣିବାକୁ ଯିବେ ତା ହେଲେ କଣ ହେବ । ବନ୍ଧୁଗଣ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି । ତେବେ ବର୍ତ୍ତମାନର ଭିଡିଓ ସାରା ଭାରତରେ ଚର୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ବର ହେଲିକପ୍ଟର ନେଇ କନ୍ୟା ଆଣିବାକୁ ଯାଇଥିବାର ନଜର ଆସୁଛନ୍ତି । ବିବାହ ସମାରୋହରେ ଆକାଶ ଉପରୁ ଫୁଲ ବର୍ଷା ହେଉଛି ଓ ବର ହେଲିକପ୍ଟରରେ ନିଜ କନ୍ୟାକୁ ଆଣିବା ପାଇଁ ଯାଉଛନ୍ତି । ଏହି ଭିଡିଓ ଦେଖି ସମସ୍ତ ଲୋକ କେବଳ ଗୋଟିଏ କଥା କହୁଛନ୍ତି ‘ବାହାଘର ହେବ ତ ଏମିତି’ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ବିବାହଟି ସୁରାଟ ସହରରେ ଥିବା ଜଣେ ଧନୀ ବ୍ୟବସାୟୀଙ୍କ ପୁଅର ଥିଲା । ଗାଁକୁ କନ୍ୟା ଆଣିବା ପାଇଁ ହେଲିକପ୍ଟରରେ ଯାଇଥିଲେ ପୁଅ । ବିବାହକୁ ଅଧିକ ସ୍ପେଶିଆଲ କରିବା ପାଇଁ ପୁଅ ହେଲିକପ୍ଟର ନେଇ କନ୍ୟାକୁ ଆଣିବା ପାଇଁ ଯାଇଥିଲେ । ବନ୍ଧୁଗଣ ଏଭଳି ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଥରେ ଭାବନ୍ତୁ ସେ ଝିଅ କେତେ ଭାଗ୍ୟଶାଳୀ ଥିବା ତାକୁ ନେବା ପାଇଁ ବର ହେଲିକପ୍ଟରରେ ଆସିଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *