ଆଜି ସ୍ନାନ ପୁର୍ଣିମା, ଆଜି ପର ଠାରୁ 5 ଟି ରାଶିରେ ମହା ପରିବର୍ତ୍ତନ, ଧନ, ସମ୍ପଦ, ଚାକିରି ଓ ବ୍ୟାପାରରେ ଖୁସି ଖବର (Astrology)

ନମସ୍କାର ବନ୍ଧୁଗଣ ତେବେ ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ତେବେ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରା ଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ ।

ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ତେବେ ଏହି ଦିନ କିଛି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିନେବା ସେହି ରାଶି ମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛି ମେଷ ରାଶି । ତେବେ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଆପଣ ମାନେ ଅନେକ ଲମ୍ବା ସମୟ ଧରି ଯେଉଁ ସବୁ ସମସ୍ଯା ମାନଙ୍କ ରେ ଘେରି ରହୁଥିଲେ, ସେହିସବୁ ସମସ୍ଯା ଆପଣଙ୍କର କ୍ଷୟ ହେବ । ଆପଣଙ୍କୁ ନୂତନ ନୂତନ ଅବସର ପ୍ରାପ୍ତ ହେବ ।

ଏହା ଆପଣଙ୍କୁ ପ୍ରଚୁର ମାତ୍ରାରେ ଉନ୍ନତି ଆଡକୁ ନେଇଯିବ । ଏହି ରାଜ ଯୋଗ କାରଣରୁ ଆପଣଙ୍କର ନୂତନ ନୂତନ ମିତ୍ରା ଅଥବା ବନ୍ଧୁ ସୃଷ୍ଟି ହେବେ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହେବ । ସେମାନେ ଆପଣଙ୍କୁ ସଠିକ ଦିଗ ଦେଖାଇବେ । ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ସମୟ ଶୁଭ ଅଟେ । ଧନର ଆଗମନ ହେବ ।

୨- ଦ୍ଵିତୀୟ ରେ ହେଉଛି କର୍କଟ ରାଶି । ତେବେ ଏହି ରାଶି ମାନଙ୍କ ପାଇଁ ଆସୁଥିବା ସମୟଟି ବହୁତ ଶୁଭଫଳ ପ୍ରଦାନ କରିବାକୁ ଯାଉଛି । ଆପଣଙ୍କ ଦାଂପତ୍ଯ ଜୀବନରେ ଯାହାସବୁ କଷ୍ଟ ରହିଥିଲା ସେଗୁଡିକର ଅବସାନ ଘଟିବ । ଏହି ସମୟରେ ଆପଣଙ୍କୁ ଅନେକ ଶୁଭଫଳ ମିଳିପାରେ । ଏହି ସମୟରେ ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳୁଥିବାରୁ ଏହା ଆପଣଙ୍କୁ ପ୍ରଗତି ଆଡକୁ ଅଗ୍ରସର କରାଇବ । ଧନଲାଭର ମଧ୍ୟ ଯୋଗ ବନୁଅଛି ।

୩- ତୃତୀୟ ରେ ହେଉଛି ସିଂହ ରାଶି । ତେବେ ଏହି ରାଜଯୋଗ ବନୁଥିବାରୁ ସିଂହ ରାଶିର ଲୋକମାନଙ୍କ ପାଇଁ ବର୍ତ୍ତମାନ ସମୟଟି ବହୁତ ଭଲ ରହିବାର ଅଛି । ଆପଣଙ୍କର ଭାଗ୍ଯର ଦ୍ଵାର ଖୋଲିବାକୁ ଯାଉଅଛି । ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ତେବେ ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତେବେ ତାହା ଉପରେ ଆପଣ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ ।

ଆପଣଙ୍କୁ ସେଥିରେ ସଫଳତା ନିଶ୍ଚୟ ମିଳିବ । ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବା ଚାକିରି ଏବଂ ବ୍ୟାପାରୀ ଦୁହି ଜଣଙ୍କୁ ଲାଭ ମିଳିବାକୁ ଯାଉଛି । ବନ୍ଧୁଗଣ ଆପଣ ଯଦି ଅନେକ ସମୟ ଧରି ପ୍ରୋମୋସୋନ କୁ ଅପେକ୍ଷ୍ୟା କରି ରହିଛନ୍ତି ତେବେ ଏହି ସମୟରେ ଆପଣଙ୍କୁ ଏହା ପ୍ରାପ୍ତ ହେବ । ସମାଜରେ ଜଣେ ପ୍ରତିଷ୍ଟିତ ବ୍ୟକ୍ତି ଭାବେ ପରିଚିତ ହେବେ । ଆପଣ ମାନେ ନିଜକୁ ସୌଭାଗ୍ୟଶାଳି ମନେ କରିବେ ।

୪- ଚତୁର୍ଥ ରେ ହେଉଛି ଧନୁ ରାଶି । ତେବେ ଏହି ରାଶିର ବ୍ୟକ୍ତି ମାନଙ୍କୁ ସବୁଠାରୁ ବଡ ଲାଭ ବ୍ୟାପାରରେ ହେବ । ବ୍ୟାପାର କରୁଥିବା ବ୍ୟକ୍ତି ମାନଙ୍କର ପ୍ରଚୁର ଧନଲାଭ ହେବ ।ଆପଣଙ୍କର ଯାହା ଧନଜନିତ ସମସ୍ଯା ରହିଥିଲା ତାହା ଅତି ଶୀଘ୍ର ଦୂର ହୋଇଯିବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ । ଏହି କାରଣରୁ ଆପଣ ପ୍ରତ୍ୟକ କ୍ଷେତ୍ରରେ ସଫଳତା ୟହସଲ କରିବେ । ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଫଳପ୍ରଦ ସାବ୍ୟସ୍ଥ ହେବ ।

୫- ପଞ୍ଚମରେ ହେଉଛି କୁମ୍ଭ ରାଶି । ତେବେ ଆପଣ ମାନଙ୍କ ସମୟ ଆଗକୁ ବହୁତ ଶୁଭଫଳ ରହିବ । କୋର୍ଟ କଚେରୀ ବିଷୟରେ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କର ପ୍ରଚୁର ଲାଭ ହେବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଦରମା ବୃଦ୍ଧି ଅଥବା ପଦୋନ୍ନତି ହେବ । ଏହି ସମୟରେ ଆପଣ କୌଣସି ଗରିବ ଦୁଖୀ ଲୋକଙ୍କୁ ସାହାଜ୍ଯ କରନ୍ତୁ ବହୁତ ପୂଣ୍ୟ ଅର୍ଜନ ହେବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *