ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଶିଶୁ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଏହି ଶିଶୁ କଳାକାର ମାନେ ବହୁତ ବଡ ହୋଇସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଶିଶୁ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଜନତ ଯୁବେର ରେହେମାନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଜନତ ଯୁବେର ରେହେମାନୀ । ହିନ୍ଦୀ ଟିଭି ସିରିଏଲ ‘ଫୁଲୁବା’ରେ ଜନତ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ ହେଲେ ଆଜି ସେ ବହୁତ ବଡ ହୋଇସାରିଛନ୍ତି । ସେ ବର୍ତ୍ତମାନ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ବର୍ତ୍ତମାନ ସେ ନିଜ କାରିୟରକୁ ଜାରି ରଖିଛନ୍ତି ।
ଅଭନୀତ କୌର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭନୀତ କୌର । ଅଫିନିତ ଦିଆଇଡି ଅଡିସନ ଦେଇଥିଲେ ଓ ନିଜର ଜବରଦସ୍ତ ଡ୍ୟାନ୍ସ ପଦର୍ଶନ କରି ସେ ସମସ୍ତଙ୍କ ନଜରକୁ ଆସିଯାଇଥିଲେ । ଆଜି ଅଭନୀତ ବଡ ହୋଇଯାଇଛନ୍ତି ପୂର୍ବ ଅପେକ୍ଷା ସେ ବର୍ତ୍ତମାନ ବହୁତ ଷ୍ଟାଇଲିସ ଓ ଗ୍ଲେମରସ ନଜର ଆସୁଛନ୍ତି । ଏବେ ସେ ଆଲାଦିନ ସିରିଏଲରେ ନଜର ଆସୁଛନ୍ତି ।
ଆସିକା ଭାଟିଆ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆସିକା ଭାଟିଆ । ଆସିଲା ନିଜ କାରିୟରର ଆରମ୍ଭ ‘ମୀରା’ ସିରିଏଲରୁ କରିଥିଲେ । ଏହା ପରେ ସେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ବି କାମ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଆସିକା ବହୁତ ଅଧିକ ବଦଳି ଯାଇଛନ୍ତି । ସେ ବହୁତ ସୁନ୍ଦର ଓ ଗ୍ଲେମରସ ନଜର ଆସୁଛନ୍ତି ।
ତନଭି ହେଗେଡେ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ତନଭି ହେଗେଡେ । ତନଭି ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିରିଏଲ ‘ସୋନପରି’ରେ ନିଜ କାରିୟରର ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ବୟସ ବହୁତ କମ ଥିଲା । ଆଜି ତନଭି 22 ବର୍ଷର ହୋଇସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ବହୁତ ଷ୍ଟାଇଲିସ ଓ ଗ୍ଲେମରସ ନଜର ଆସୁଛନ୍ତି ।
ରୋଶ୍ନି ବାଲିଆ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରୋଶ୍ନି ବାଲିଆ । ଆପଣ ମାନେ ସମସ୍ତେ ରୋଶ୍ନିଙ୍କୁ ହିନ୍ଦୀ ସିରିଏଲ ‘ମହାରଣା ପ୍ରତାପ’ ଓ ‘ଲକ୍ଷ୍ମୀ ମେ ତେରି ଆଙ୍ଗନ କି’ରେ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ ସେ ନିଜ ଅଭିନୟ କାରିୟରକୁ ଜାରି ରଖିଛନ୍ତି ଓ ସୋସିଆଲ ମିଡିଆରେ ନିଜର ଅନେକ ବୋଲ୍ଟ ଫଟୋ ସେୟାର କରୁଛନ୍ତି । ବନ୍ଧୁଗଣ ପୂର୍ବ ଅପେକ୍ଷା ସେ ବର୍ତ୍ତମାନ ବହୁତ ହଟ୍ ଓ ଗ୍ଲେମରସ ନଜର ଆସୁଛନ୍ତି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।