Weather Alert: ଆଜି ଏହି 8 ଜିଲ୍ଲାରେ ଘଡଘଡି ସହ ବର୍ଷା, ପାଣିପାଗ ବିଭାଗ ଜାରି କଲା Yellow Warning 

ଦର୍ଶକ ବନ୍ଧୁ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଏବଂ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆବାନ୍ତରଣ ଓଡିଶା ଏବଂ ପାର୍ଶ୍ଵ ବର୍ତ୍ତୀ ଛତିଶଗଡ ଅଞ୍ଚଳ ବାୟୁ ମଣ୍ଡଳରେ 1.5 କିଲୋମିଟର ଯାଏଁ ଏକ ଘୂର୍ଣ୍ଣୀ ବଳୟ ସକ୍ରିୟ ଅଛି ।

ଏହା ସହ ପଶ୍ଚିମ ଝଡ ବି ସକ୍ରିୟ ଅଛି । ଏହାର ପ୍ରଭାବରେ ରାଜ୍ୟରେ ଆଜି ଏବଂ ଆସନ୍ତା କାଲି ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ଅଛି । ତେବେ ଏହି ସୂଚନା ଦେଇଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବଜ୍ରପାତ ଏବଂ ଘଡଘଡି ପାଇଁ 8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ସେହି 8 ଜିଲ୍ଲା ବିଷୟରେ କହିବାକୁ ଯାଉଛୁ ଯେଉଁ ଗୁଡାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି 8 ଜିଲ୍ଲା ବିଷୟରେ । ଦର୍ଶକ ବନ୍ଧୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଯେଉଁ 8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ସେସବୁ ଜିଲ୍ଲା ଗୁଡିକ ହେଲା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏବଂ ସମ୍ବଲପୁର ।

ଦର୍ଶକ ବନ୍ଧୁ ଏହି ସବୁ ଜିଲ୍ଲା ଗୁଡିକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ନିଙ୍ଗ ଜାରି କରିଛି । ତେବେ ଆଜି ଏବଂ ଆସନ୍ତା କାଲି ଏହି ସବୁ ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହି ଭଳି ଆସନ୍ତା କାଲି ଆଭ୍ଯନ୍ତରୀଣ ଏବଂ ଉପକୂଳ ଓଡିଶାର 7 ଜିଲ୍ଲାରେ ବଜ୍ରପାତ ଏବଂ ଘଡଘଡି ପାଇଁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି ।

ପଶ୍ଚିମ ଝଡ ପ୍ରଭାବରେ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳି ପାରେ । ତେବେ ଦର୍ଶକ ବନ୍ଧୁ ଆଞ୍ଚଳିକ ପାଣିପାଗ ବିଭାଗର ଏହି ସୂଚନାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *