ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାକ୍ତରଙ୍କ ବାହାଘରରେ ବାଜୁନି ଡିଜେ କି ଫୁଟୁନୀ ବାଣ ! ଭଜନ କୀର୍ତ୍ତନ ସହ ଚାଲିଛି ବାହାଘର ! ତେବେ ବନ୍ଧୁଗଣ ଆପଣ ମାନେ ନିହାତି ଭାବରେ ଜାଣିଥିବେ । କି ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଯେଉଁଥିରେ କେବଳ ୨ ଶରୀର ନୁହେଁ ବଂର ୨ ଆତ୍ମାର ମଧ୍ୟ ମିଳନ ଘଟିଥାଏ । ତେବେ ଉଭୟ ପୁଅ ଓ ଝିଅଙ୍କ ଜୀବନରେ ବିବାହ ପରି ଏକ ଶୁଭ ଦିନ ଯେଉଁ ମଧ୍ୟ ଆସିଥାଏ ।
ତାହାକୁ ସମସ୍ତ ଘର ପରିବାର ତଥା ବାହା ହେବାକୁ ଯାଉଥିବା ପୁଅ ଓ ଝିଅ ମାନେ ଆଡମ୍ବର ପୂର୍ଣ୍ଣ ସହକାରେ କରିବା ପାଇଁ ମନ ବଳାଇଥାନ୍ତି । ବାହାଘର ମାନେ ବାଜା, ବାଣ ଓ ଡିଜେ ଗୀତ ନବାଜିଲେ ବାହାଘରଟି ଅଧୁରା ଅଧୁରା ଲାଗିଥାଏ । ହେଲେ ଏପରି ମଧ୍ୟ ବ୍ୟକ୍ତିତ୍ବଙ୍କର ବାହାଘର ଗତକାଲି ଅନୁଷ୍ଠିତ ହୋଇଛି । ଜିଏକି ଜଣେ ବୃତ୍ତିରେ ଡାକ୍ତର ଅଟନ୍ତି ସତ । ହେଲେ ସେ ନିଜ ବାହାଘରକୁ ଆଡମ୍ବରପୂର୍ଣ୍ଣ ତଥା ବାଜା, ବାଣ ଭିତ୍ତିକ ନକରି ଆଧ୍ୟାତ୍ମିକ ଢାଞ୍ଚା ଦେଇ କରିଛନ୍ତି ।
ଯେଉଁ ବାହାଘରର ଦୃଶ୍ୟ ବର୍ତ୍ତମାନ ସମୟରେ ଅନେକ ଭାଇରାଲ ହେବାରେ ଲାଗିପଡିଛି । ହେଲେ ଜଣେ ଏତେ ଉଚଶିକ୍ଷିତ ତଥା ସମ୍ଭ୍ରାନ୍ତ ଘରର ପୁଅ ହୋଇ ମଧ୍ୟ ନିଜର ବିଭାଘରକୁ ସାଧୁସନ୍ଥଙ୍କ ମେଳରେ କରିଛନ୍ତି । ଏହା ସହ ଆଧୁନିକ ନାଚ, ଗୀତକୁ ବାଦ ଦେଇ ଭଜନ ଓ କୀର୍ତ୍ତନ ପରି ଆଧ୍ୟାତ୍ମିକ ଢଙ୍ଗରେ ଡାକ୍ତର ବାବୁ ବିବାହ କରିଛନ୍ତି । ତେବେ ଏପରି ଆଧ୍ୟାତ୍ମିକ ଦୃଷ୍ଟାନ୍ତ ମୂଳକ ବାହାଘରକୁ ଦେଖିବା ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
ଡାକ୍ତରଙ୍କ ବାହାଘରରେ ବର ସାଜିଥିବା ଡାକ୍ତର ବାବୁ ଓ ତାଙ୍କର ସମଗ୍ର ପରିବାର ମଧ୍ୟ ଏପରି ବିବାହକୁ ସହମତି ପ୍ରକାଶ କରିଛନ୍ତି । କାରଣ ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧି ହେବା ପୂର୍ବରୁ ସେ ଭଗବାନଙ୍କ ଶରର୍ଣ୍ଣାପର୍ଣ୍ଣ କରିକି ଉଭୟ ବର ଓ କନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହା ସହ ସେଠାରେ ଉପସ୍ଥିତ ରହିଥିବା ସମସ୍ତ ବଡ ବଡ ସାଧୁ ସନ୍ଥଙ୍କ ଠାରୁ ମଧ୍ୟ ବର, କନ୍ୟା ଆଶ୍ରୀବାଦ ଗ୍ରହଣ କରିଛନ୍ତି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ