‘ମୋ ମାଆ ଠାରୁ ଟଙ୍କା ନେଲୁ ମୋ ପାଖରେ ରହିଲୁ, ମୋ ଜୀବନ ନଷ୍ଟ କରିଛୁ ପ୍ୟାଣ୍ଟ ଖୋଲ…langala ହଅ…ମୋ ଗାଁରୁ ଯା..’ ଦେଖନ୍ତୁ Video

ମୋ ଜୀବନ ନଷ୍ଟ କରିଛୁ ଲ-ଙ୍ଗ-ଳା ହଅ ଲ-ଙ୍ଗ-ଳା ହୋଇ ମୋ ଗାଁରୁ ଯାଆ । ମୁଁ କିନ୍ନର ଜାଣି ବି ତୁ ମୋତେ ଭଲ ପାଇଲୁ ମୋତେ ବାହା ହେବୁ ବୋଲି କହିଲୁ ମୋ ମାଆ ଠାରୁ ଟଙ୍କା ନେଲୁ ମୋ ପାଖରେ ରହିଲୁ । ଆଉ ମୁଁ ତୋ ନାଁରେ ମଥାରେ ସିନ୍ଦୁର, ହାତରେ ଶଙ୍ଖା ଓ ପାଦ ଅଳତା ବି ପିନ୍ଧିଲି । ଆଉ ତୁ ତୋ ଗାଁ ଛାଡି ମୋ ଗାଁରେ ରହିଲୁ । ସେତିକିରେ ମନ ଭରିଲାନି ଯେ ତୁ ମୋ ଗାଁର ଆଉ ଗୋଟେ ଝିଅକୁ ଭଲ ପାଇ ରାତି ଅଧରେ ମୋ ଘରୁ ଲୁଚି ପଳାଉ ଥିଲୁ  ।

ବାସ ଏହା ପରେ କିନ୍ନର ଜଣକ ଭଲ ପାଇ ବାହା ହୋଇଥିବା ଲୋକକୁ ନାଦେ ଛେଚିଲେ ଭଲ କି ଛେଚିଲେ । ବନ୍ଧୁଗଣ କିଛି ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିନ୍ନର ଜଣକ ତାଙ୍କ ସ୍ଵାମୀକୁ ଛେଚି ଚାଲି ଛନ୍ତି ।

ହାତରେ ନାଇ ଥିବା ଶଙ୍ଖା ଗୁଡିକୁ ଖୋଲି ତାଙ୍କ ସ୍ଵାମୀଙ୍କ ମୁହଁ ଉପରେ ଫୋପାଡୁ ଛନ୍ତି । ଏହା ପରେ ବେକରେ ପିନ୍ଧି ଥିବା ମଙ୍ଗଳ ସୂତ୍ରକୁ ଖୋଲି ତାଙ୍କ ସ୍ଵାମୀଙ୍କ ମୁହଁକୁ ଫିଙ୍ଗୁ ଛନ୍ତି ।କାରଣ ତାଙ୍କ ସ୍ଵାମୀ ତାଙ୍କ ଗାଁର ଆଉ ଗୋଟେ ଝିଅକୁ ଭଲ ପାଇ ରାତି ଅଧରେ ଫେରାର ହୋଇଯାଉଥିଲେ । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ ଯେଉଁଠି ଜଣେ କିନ୍ନର ଜଣେ ଯୁବକଙ୍କୁ ବିବାହ କରିଥିଲେ ।

ଏମିତି କି ସେ ଯୁବକ ଜଣକ କିନ୍ନରଙ୍କ ସବୁ ସମ୍ପତ୍ତିର ଦେଖା ଶୁଣା କରୁଥିଲେ ଆଉ କିନ୍ନରଙ୍କ ଘରେ ବି ରହୁଥିଲେ । ଏହାରି ଭିତରେ ସେହି ଗାଁର ଆଉ ଏକ ଯୁବତୀଙ୍କୁ ଭଲ ପାଇ ରାତି ଅଧରେ ଘରୁ ଲୁଚି ପଳାଇ ଆସୁଥିଲେ । ଆଉ ଠିକ ଏତିକି ବେଳେ କିନ୍ନରଙ୍କ ହାତରେ ପଡି ଯାଇଥିଲେ ପ୍ରେମୀ ଯୁଗଳ ଆଉ ବହେ ଛେଚି ଥିଲେ କିନ୍ନର ଜଣକ । ଆଉ ଏହା ପରେ ଭଲ ପାଉଥିବା ଯୁବତୀଙ୍କୁ ସାଙ୍ଗରେ ଧରି ଗାଁ ଛାଡି ଥିଲେ ଯୁବକ ଜଣକ ।

ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *