ଶିକ୍ଷକ ନାଁରେ କାଲଙ୍କା କେମେଷ୍ଟ୍ରି ଶିକ୍ଷକ ! ପାଠ ପଢେଇବା ନାଁରେ ଛାତ୍ରୀ ମାନଙ୍କ ସହ କରୁଥିଲେ ଅଶ୍ଳୀଳ ବ୍ୟବହାର, ଧରା ପରେ ଯାହା ହେଲା…

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କେମାଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ, ଯାହାଙ୍କ ବିରୋଧରେ ଅସଦାଚରଣ ଓ ଦୁଃବ୍ୟବହାର ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି  ଛାତ୍ର ଛାତ୍ରୀ l

ଏ ଘଟଣା ନବରଙ୍ଗପୁର ଜିଲ୍ଲାରୁ ଆସିଛି l ଶିକ୍ଷା ପ୍ରଦାନ ବାହାନାରେ ଛାତ୍ରଛାତ୍ରୀ ଲ୍ୟାବରେ ଥିବାବେଳେ ଯୁକ୍ତ ଦୁଇର ଛାତ୍ର ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରୁଥିଲେ l ଏପରିକି ଛାତ୍ରୀ ମାନଙ୍କୁ ମନ ଇଚ୍ଛା ତାଙ୍କ ଶରୀରକୁ ଛୁଇଁବା ସହ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଥିବା ଅଭିଯୋଗ ଆସିଛି । ଶିକ୍ଷକ ଅମର କୁମାର ନାଥ ଜଣେ କି ଦୁଇଜଣ ନୁହେଁ ଦୀର୍ଘ ଦିନ ଧରି ସେଠାରେ ଅନେକ ଛାତ୍ର ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରି ଆସୁଥିଲେ ।

ତେବେ ସହିବାର ସମସ୍ତ ସୀମା ଟପିବା ପରେ ବାଧ୍ୟ ହୋଇ ଏନେଇ ଗତ 5 ତାରିଖରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରିନସିପାଲଙ୍କ ନିକଟକୁ ଯାଇ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଥିଲେ । ପ୍ରିନସିପାଲ ଏନେଇ ଗତ 8 ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇ ଥିଲେ । ଏହା ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଥିଲେ ଫଳରେ ଆଜି ନବରଙ୍ଗପୁରର ଆଇଟିଟି ଅଭିମନ୍ୟୁ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ତଡନ୍ତି ସମୟରେ ଯଦି ଅମର କୁମାର ନାଥଙ୍କ ବିରୋଧରେ ପ୍ରମାଣ ମିଳେ ତା ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ଅନ୍ୟ ପାଟରେ ସମ୍ପୃକ୍ତ ଶିକ୍ଷକ ଚାକିରିରୁ ଆଜି ରିଜାଇନ ଦେଇଥିବା ପ୍ରିନସିପାଲ କହିଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *