ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ଜୀଵନ ରେ ସବୁବେଳେ ଲୋକମାନେ ଚିନ୍ତା ରେ ରହୁଛନ୍ତି । କାମ ଚିନ୍ତା,ପାଠ ପଢା ଚିନ୍ତା,ଘର ଚିନ୍ତା ଆଦି ଅନେକ ଚିନ୍ତା ଯୋଗୁଁ ସେମାନେ ଠିକ ଭାବରେ ଶୋଇ ମଧ୍ୟ ପାରୁ ନାହାନ୍ତି କିମ୍ବା ଖାଇବା ମଧ୍ୟ ଖାଇ ପାରୁ ନାହାନ୍ତି । ତେବେ ସେଥିପାଇଁ ଜୀଵନ ରେ ଟିକେ ଖୁସି ଏବଂ ରିଲାକ୍ସ ରହିବା ଆବଶ୍ୟକ ।
ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଲାଫ୍ଟର ମେଡ଼ିସିନ ନେଇ ଆସିଛୁ କିଛି ଜୋକ୍ସ ରୂପରେ ଯାହା ଦ୍ୱାରା ଆପଣଙ୍କ ସେହି ଚିନ୍ତା ଭରା ଜୀଵନ ରେ ଟିକେ ହସ ଆସିଯିବ । ଯାହା ଯୋଗୁଁ ଆପଣ ଖୁସି ଏବଂ ଉଲହାସ ରେ ନିଜର କାମ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ଗୁଡିକ କଣ କଣ ।
୧- ପୋଲିସ ବାଲା ପାର୍କରେ ବସିଥିବା ଯୋଡିଙ୍କୁ ଦେଖୁଥିଲା ।
ପୋଲିସ- କଣ ଭାଇ ରାତି ହେଲାଣି ପାର୍କରେ ଏମିତି କଣ ପାଇଁ ବସିଛ ?
ଯୁବକ- ଆମେ ଦୁହେଁ ବିବାହିତ ଅଟୁ ।
ପୋଲିସ- ତାହେଲେ ଘରକୁ କଣ ପାଇଁ ଯାଉନ ? ଘରେ ଯାଇ ବସ କି ଶୁଅ ମୋର କଣ ଯାଉଛି…
ଯୁବକ- ସାର ଏଠି ଆପଣ ମାନୁ ନାହାନ୍ତି, ସେଠି ୟାର ସ୍ଵାମୀ
ଆଉ ଘରେ ମୋ ସ୍ତ୍ରୀ କେମିତି ମାନିବେ ?
ପୋଲିସ ବାଲା ବେହୋସ…
୨- ସାନ୍ତା ଗାଁରେ ବୁଲୁଥିଲା ହଠାତ ଗୋଟେ ଟୋକା ଦଉଡି ଆସି କହିଲା…
ଟୋକା- ଗାଁରେ ବନ୍ୟା ଆସୁଛି, ପାଣି ତମ ଘର ଭିତରକୁ ପସିଲାଣି !!
ସାନ୍ତା ସେହି ଟୋକାକୁ ଗୋଟେ ଚା-ପୁ-ଡା ମା-ରି କହିଲା…
ସାନ୍ତା- ଆବେ ଶ-ଳା କାହିଁକି ମିଛ କହୁଛୁ, ମୁ ତ ଘର ଚାବି ନେଇ ଆସିଛି ପାଣି କେମିତି ପଶିବ ?
୩- ପପୁ ନିଜ ସାଙ୍ଗ ମାନଂକୁ କହୁଥିଲା କି
ଆଜି ବାସନ ମାଜିବାର ଗୋଟିଏ ଫାଇଦା ହେଲା
ଆମ ପଡୋଶୀ ମହିଳା କହିଲା କି କାସ ଏ ମୋ ସ୍ୱାମୀ ହୋଇ ଥାନ୍ତେ
ସ୍ତ୍ରୀ କହିଲା ଆଜି ଠାରୁ ତୁମେ ବାସନ ଠୁ ଦୂରରେ ରହିବ
୪- ସୋନୁକୁ ଗୋଟେ ଝିଅ କାରରେ ଧ-କ୍କା ମା-ରି-ଦେ-ଲା ।
ଆ-ହ-ତ ହୋଇ ସେ ଡାକ୍ତରଙ୍କ ପାଖକୁ ଗଲା ।
କ୍ଷତ ବାନ୍ଧୁଥିବା ବେଳେ ଡାକ୍ତର ବାବୁ କହିଲେ:-
ଯଦି ତୁମେ ଦେଖିଲ କି ଝିଅଟି କାର ଚଲାଉଛି
ତା’ହେଲେ ତୁମେ ରାସ୍ତାରୁ ଦୂରେଇ ଗଲନି କାହିଁକି ?
ସୋନୁ ଏକଦମ ଚିଡି ଯାଇ କହିଲା:
ଆବେ କେଉଁ ରାସ୍ତା ? କେମିତି ରାସ୍ତା ?
ମୁଁ ତ ଗାର୍ଡେନ ରେ ଶୋଇ ଥିଲି ।
୫ . ସ୍ଵାମୀ ତା’ ଚାକରାଣୀ କୁ ଭଲ ପାଉ ଥିଲେ
ଗୋଟେ ଦିନ ଲୁଚିକି ଚାକରଣୀକୁ
କି-ସ କରୁଥିଲେ
ସ୍ଵାମୀ: ତୁମେ ତ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର
ଚାକରାଣୀ:ମିଛ କୁହନ୍ତୁ ନହିଁ
ସ୍ଵାମୀ: ନା ସତ କହୁଛି
ଚାକରାଣୀ: ଆଚ୍ଛା ଡ୍ରାଇଭର ତ କହୁଥିଲା ମାଲିକିଆଣୀ ବହୁତ ସୁନ୍ଦର
ସ୍ଵାମୀ ବେହୋସ !!!
୬. ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜରେ କଣ ଫରକ ଅଛି ?
ଲଭ ମ୍ୟାରେଜ ନିଜ ଗାର୍ଲଫ୍ରେଣ୍ଡ ସହ ହୁଏ
ଆଉ ଆରେଞ୍ଜ ମ୍ୟାରେଜରେ କେଜାଣି କାହା ଗାର୍ଲଫ୍ରେଣ୍ଡ କପାଳରେ ଲେଖା ହୋଇଥିବ…!
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।