ବିବାହ ପରେ ସବୁ ଦମ୍ପତ୍ତି ନିଜର ସନ୍ତାନକୁ ଜନ୍ମ ଦେବା ପାଇଁ ଉତ୍ସାହିତ ରହିଥାନ୍ତି । ଏମିତିରେ କେତେବେଳେ ଓ କେଉଁ ପରିସ୍ଥିତିରେ ସହବାସ କରିଲେ ଗର୍ଭଧାରଣର ସହଜ ହୋଇଥାଏ ଏହା ପ୍ରାୟତଃ ଲୋକମାନଙ୍କୁ ଜଣା ନ ଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯଦି ସ୍ଵାମୀ ଓ ସ୍ତ୍ରୀ ସବୁଆଡୁ ଯଦି ଠିକ ଅଛନ୍ତି, ଯଦି କୌଣସି ମହିଳାଙ୍କର ପିରିୟଡ ଟାଇଟେଲ ମଧ୍ୟରେ ସହବାସ କରୁଛନ୍ତି ତେବେ ୨୫ ପ୍ରତିଶତ ଚାନ୍ସ ଅଛି ଗର୍ଭଧାରଣ କରିବାର । ଏହା ସହିତ ଏହି ବିଷୟକୁ ନେଇ କେତେକ ଲୋକମାନଙ୍କ ମଧ୍ୟରେ ଦ୍ଵନ୍ଦ ବି ଥାଏ ।
ଏହି ୨୫ ପ୍ରତିଶତ ଚାନ୍ସ ସେତେବେଳେ ବଢିଥାଏ ଯେତେବେଳେ ଆପଣ ଏହି ସମୟରେ ସହବାସ କରିବେ । ଉଦାହରଣ ସ୍ୱରୂପ ଆପଣଙ୍କ ପିରିୟଡ ସାଇକେଲ ହେଉଛି ୨୮ ଦିନ କିମ୍ବା ୩୦ ଦିନ । ଏହି ଦିନର ଶେଷ ୧୪ ଦିନ ଆପଣଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ ।
ଯଦି କୌଣସି ମହିଳାଙ୍କର ପିରିୟଡ ସାଇକେଲ ଠିକ ଅଛି, ପ୍ରତି ୨୮ ରୁ ୩୦ ଦିନ ମଧ୍ୟରେ ପିରିୟଡ ହେଉଛି ତା ହେଲେ ଓଭାରିରୁ ଯେଉଁ ଅଣ୍ଡା ବାହାରୁଛି ତାହା ୧୩ ଦିନ ରୁ ୧୫ ଦିନ ମଧ୍ୟରେ ବାହାରୁଛି । ଯଦି ଆଜି ଗୋଟିଏ ମହିଳାର ଓଭାରିରୁ ଅଣ୍ଡା ବାହାରୁଛି ତେବେ ତାହା ଅଣ୍ଡା ୨୪ ଘଣ୍ଟା ପର୍ଯ୍ୟନ୍ତ ହିଁ ରହିବ । ୨୪ ଘଣ୍ଟା ପରେ ତାହା ନଷ୍ଟ ହୋଇଯିବ । ଏହି ୨୪ ଘଣ୍ଟା ଆଗରୁ ଯଦି ସ୍ଵାମୀ ସ୍ତ୍ରୀ ସହବାସ କରିବେ ତେବେ ତାଙ୍କର ଗର୍ଭଧାରଣର ଚାନ୍ସ ବଢିଯାଏ ।
ମହିଳାମାନଙ୍କର ପିରିୟଡ ଟାଇମ ଠିକ ରହୁଛି ଓ ତେବେ ସେମାନଙ୍କର ୧୩ ଦିନ ରୁ ୧୫ ଦିନ ମଧ୍ୟରେ ଅଣ୍ଡା ରିଲିଜ ହୋଇଥାଏ । ତେବେ ସେମାନଙ୍କ ପାଇଁ ୧୨ ଦିନ ରୁ ୧୬ ଦିନ ମଧ୍ୟରେ ସହବାସ କରିଲେ ଗର୍ଭଧାରଣ ହୋଇଯିବ । କିନ୍ତୁ ଏହା ମଧ୍ୟରେ ଗୋଟିଏ ଦିନ ଛାଡି ଗୋଟିଏ ଦିନ ସହବାସ କରନ୍ତୁ । ଯଦି ଆପଣଙ୍କ ପିରିୟଡ ହେଉ ନାହିଁ ଓ ଆପଣଙ୍କ ପିରିୟଡ ଘୁନ୍ଚି ଗଲା, ତେବେ ଏହିଭଳି ସ୍ଥିତି ଚିନ୍ତିତ ନ ହୋଇ ଏକ ସପାତ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
କାରଣ ବେଳେ ବେଳେ ଅଧିକ ଚିନ୍ତା କରିବା କାରଣରୁ, ଭୁଲ ଲାଇଫଷ୍ଟାଇଲ କାରଣରୁ କିମ୍ବା ମେଡିସନ କାରଣରୁ ଆପଣଙ୍କ ପିରିୟଡ ଡେରି ହୋଇପାରେ । ଏହା ନୁହେଁ କି ଆପଣ ଗର୍ଭବତ୍ତୀ ହୋଇ ଯାଇଛନ୍ତି । ଯଦି ଆଜି ଆପଣଙ୍କର ପିରିୟଡ ହବାର ଥିଲା ଓ ତାହା ହେଲା ନାହିଁ ତେବେ ଆପଣ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରି ନିଜର ପ୍ରେଗେଂସୀ ଟେଷ୍ଟ କରିବେ । କାରଣ ଏହା ହେଉଛି ପ୍ରେଗେଂସୀ ଟେଷ୍ଟ କରିବାର ସଠିକ ସମୟ । ଏହି ସମୟକୁ ଧ୍ୟାନରେ ରଖି ଆପଣ ସହବାସ କରିଲେ ଆପଣଙ୍କ ଗର୍ଭଧାରଣ ସୁନିଶ୍ଚିତ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।