କାହିଁକି ହୁଏ ଶୀଘ୍ର ପତନ ସମସ୍ଯା ? ଜାଣନ୍ତୁ କଣ କୁହନ୍ତୁ Dr Manu Rajput

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଜାଣିବା ଶିଘ୍ର ପତନ ବା ପ୍ରିମ୍ୟାଚୁଅର ଇଜାକୁ ଲେସନର କାରଣ ବିଷୟରେ । ଆମେ ପ୍ରଥମେ ଜାଣିବା ଶୀଘ୍ର ପତନ କଣ ତାପରେ ଏହା କାହିଁକି ହୋଇଥାଏ । ଏହି ଜିନିଷ ଆଜିକାଲି ଲୋକମାନଙ୍କ ଭିତରେ ଅଧିକରୁ ଅଧିକ ଦେଖାଯାଉଛି।ଆମେ ଯଦି ଦେଖିବାକୁ ଯିବା ତାହେଲେ ଗୋଟେ ମଣିଷର ସାଧାରଣ ଇଯାକୁଲେସନ ହେବାକୁ ପ୍ରାୟ ୩-୪ ମିନିଟ ସମୟ ଲାଗେ ।

ଆଉ ଯଦି କୌଣସି ବ୍ୟକ୍ତିର ଗୋଟେ ମିନିଟ ବା ତାଠାରୁ ଆହୁରି କମ ସମୟରେ ଇଯାକୁଲେସନ ହେଉଛି ତାହେଲେ ତାକୁ ଶିଘ୍ର ପତନ କହିବା। ଆଉ ଏମିତି ପ୍ରାୟ ବହୁତ କ୍ଷେତ୍ରରେ ହୋଇଥାଏ ଗୋଟେ ହେଉଛି ସାଇକୋ ଲୋଜିକାଲି ବା ମାନସିକ କ୍ଷେତ୍ର ବିଶିଷ୍ଟ ଆଉ ଗୋଟେ ହେଉଛି ସ୍ଥାନ କାଳ ପାତ୍ର ବିଶିଷ୍ଟ। ତେବେ ଆଉ ଯଦି କାହା ଭିତରେ ପରଫୋମାନ୍ସ ଏନ୍ସଯାଇଟି ଥିବ ଓ ଅଧିକ ଚିନ୍ତାରେ ସେ ଥିବେ ଆଉ ନୂଆ ନୂଆ ବାହା ହୋଇଥିବା ଦମ୍ପତ୍ତି।ଏହି ସବୁ କ୍ଷେତ୍ର ଗୁଡିକରେ ଆମର ପ୍ରିମ୍ୟାଚୁଆର ଇଯାକୁଲେସନର ଚାନ୍ସ ଅଧିକ ରହିଥାଏ ।

ଆଉ ଯାହାର ଇଣ୍ଟରକୋର୍ସ ହେବାରେ ଲମ୍ବା ସମୟର ଗ୍ୟାପ ଥିବ ତାହେଲେ ତାଙ୍କୁ ଗୋଟେ ସାଧାରଣ କଥା ଆମେ କହିପାରିବା ଆଉ ଏହା ଯଦି ଆପଣଙ୍କ ଆଗରୁ ହେବାରେ ଲାଗିଥିବ ଓ ପ୍ରାୟ ରେଗୁଲାର ହେବାରେ ଲାଗିଥିବ ତାହେଲେ ଏହାକୁ ଆମେ ଗୋଟେ ଡିଜିଜ ବୋଲି କହିବା । ଏହାକୁ ଭଲ କରିବାର ମାତ୍ର କେତେକ ଉପାୟ ଅଛି ଯେମିତି ସାଇକୋଲୋଜିକାଲ କାଉନସିଲିଙ୍ଗ ବା ସାଇକୋ ଥେରାପି,

ସେକ୍ସୁଆଲ କାଉନ ସିଲିଙ୍ଗ ବା ସେକ୍ସ କେମିତି କରିବେ ତା ଉପରେ କାଉନ ସିଲିଙ୍ଗ ହେବ,ଆଉ ତାପରେ ଆସିବ ଔଷଧ। ତେବେ ସାଧାରଣତ ବହୁତ ଗୁଡିଏ ଟେଷ୍ଟ କରିବାକୁ ପଡି ନଥାଏ ଏହାର କାରଣ ହେଲା ଏହା ଏକ ଶିରା ଜନୀତ ରୋଗ ଆଉ ସେ ବ୍ୟକ୍ତିଙ୍କୁ ଇଣ୍ଟରକୋର୍ସ କରିବା ସମୟରେ କିପରି ଆରାମ ଲାଗିବ ସେ ବିଷୟରେ ତାଙ୍କୁ କହିବାକୁ ପଡିବ । ଆଉ ତାଆପରେ ସେକ୍ସୁଆଲ ଇଣ୍ଟରକୋର୍ସର ପଦ୍ଧତି ବିଷୟରେ ତାଙ୍କୁ ଜଣେଇବାକୁ ପଡିବ ଓ କହିବାକୁ ପଡିବ ଆଉ ତାପରେ ଯଦି ଭଲ ନହେଲା ତାପରେ କେତେଟା ମେଡ଼ିସିନ ଅଛି ମାନେ ସାଧାରଣତ କେତେଟା ଔଷଧ ଅଛି ଖାଇଲେ ଭଲ ହେବ ।

ଆଉ ଆମକୁ ମୁଖ୍ୟ କଥା ଧ୍ୟାନରେ ରଖିବାକୁ ପଡିବ ସାଧାରଣତ ସେ ଔଷଧକୁ କେତେଦିନ ଖାଇବାକୁ ପଡିବ,ମାନେ ବହୁତ ଲୋକ ଅଛନ୍ତି ଭାବିବେ କେବଳ ଗୋଟେ ଟାଵଲେଟ ଖାଇବେ ଓ ଭଲ ହେଇଯିବେ ସବୁ ଠିକ ହେଇଯିବ ଏଇଟା ଭୁଲ । ଏହି ଔଷଧ ଗୁଡିକୁ ଲମ୍ବା ସମୟ ପର୍ଯ୍ୟନ୍ତ ଖାଇବାକୁ ପଡେ ଆଉ ଏହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଖାଇଲେ ହିଁ ଏହାର ପ୍ରଭାବଟା ଜଣା ପଡିବ। ତେବେ ତାପରେ ଦେଖିବାକୁ ହେବ ରୋଗୀ କଣ ଚାହୁଁଛି ।

ମାନେ ଧର ଗୋଟେ ରୋଗୀର ଲାଟେନ୍ସି ସମୟ ୧ ମିନିଟ ତାକୁ ବଢ଼େଇ ହବ ୨-୩ ମିନିଟ ପର୍ଯ୍ୟନ୍ତ କିନ୍ତୁ ଯେଉଁ ରୋଗୀର ଲାଟେନ୍ସି ସମୟ ୩୦ ସେକେଣ୍ଡ ତାଙ୍କୁ ୫ ମିନିଟ ପର୍ଯ୍ୟନ୍ତ ନେବା ସମ୍ଭବ ପର ନୁହଁ । ଆଉ ଯଦି ସାଇକୋଲୋଜିକାଲ, ସେକ୍ସୁଆଲ ଓ ମେଡ଼ିସିନ ଏହି ତିନିଟି ଜିନିଷ ଉପରେ କଡା ଧ୍ୟାନ ରଖିବେ ତାହେଲେ ସେ ନିଜର ଲାଟେନ୍ସି ଟାଇମ କିଛିଟା ବଢ଼େଇ ପାରିବେ ।  ଆଉ ଏହି ସବୁ ଜିନିଷକୁ ଛାଡିଲା ପରେ ଏସବୁ ନିଜର ନାରୀ ସାଥି ଉପରେ ମଧ୍ୟ ନିର୍ଭର କରିଥାଏ ।

ଯଦି ନାରୀ ସାଥି ସପୋଟିଭ ଥିବେ ତାହେଲେ ଆପଣଙ୍କ ଶିଘ୍ରପତନର ଚାନ୍ସ କମିଯାଇ ପାରେ । ଏହା ସହ ପେଟ ଥଣ୍ଡା ରଖନ୍ତୁ ।  ଶୀତଳ ଜଳରେ ସ୍ନାନ କରନ୍ତୁ ।  ଜାଇଫଳ ଏବଂ କବାପ୍ ଚିନିର ପ୍ରୟୋଗ ଡାକ୍ତରଙ୍କ ପରାମର୍ଶ କ୍ରମେ କରି ପାରିବା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *