ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. ଦୁନିଆର ସବୁଠାରୁ ଛୋଟ ଫୁଲର ନାମ କଣ ?
ଉତ୍ତର- ଦୁନିଆର ସବୁଠାରୁ ଛୋଟ ଫୁଲ ହେଉଛି ବୋଲ୍କିଆ ।
୨. କେଉଁ ଦେଶରେ ଗୋଟେ ବି ନଦୀ ନାହିଁ ?
ଉତ୍ତର- ସାଉଦୀ ଆରବ ଦେଶରେ ।
୩. ମଣିଷ ସର୍ବ ପ୍ରଥମେ କଣ ସନ୍ଧାନ କରିଥିଲା ?
ଉତ୍ତର- ନିଆଁର ସନ୍ଧାନ କରିଥିଲା ।
୪. କେଉଁ ଖାଦ୍ୟ କେବେବି ଖରାପ ହୁଏ ନାହିଁ ?
ଉତ୍ତର- ମହୁ କେବେବି ଖରାପ ହୁଏ ନାହିଁ ।
୫. ମାନବ ଶରୀରର ସବୁଠାରୁ ଛୋଟ ହାଡର ନାମ କଣ ?
ଉତ୍ତର- ଷ୍ଟେପିଜ ହେଉଛି ମାନବ ଶରୀରର ସବୁଠାରୁ ଛୋଟ ହାଡ ।
୬. ମହାଭାରତର ରଚୟତାଙ୍କ ନାମ କଣ ?
ଉତ୍ତର- ବେଦବ୍ୟାସ ମହାଭାରତର ରଚନା କରିଥିଲେ ।
୭. ଶ୍ରୀନଗରର ସ୍ଥାପନା କିଏ କରିଥିଲେ ?
ଉତ୍ତର- ଅଶୋକ ଶ୍ରୀନଗରର ସ୍ଥାପନା କରିଥିଲେ ।
୮. ସବୁଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହୁଥିବା ଜୀବର ନାମ କଣ ?
ଉତ୍ତର- କଇଁଛର ବୟସ ସବୁଠାରୁ ଅଧିକ ।
୯. କେଉଁ ଜୀବର କ୍ଷୀର କେବେ ଫାଟି ନଥାଏ ?
ଉତ୍ତର- ଓଟର କ୍ଷୀର କେବେ ଫାଟି ନଥାଏ ।
୧୦. ମୋତି ମସଜିଦର ନିର୍ମାଣ କିଏ କରିଥିଲେ ?
ଉତ୍ତର- ଔରଙ୍ଗଜେବ ମୋତି ମସଜିଦର ନିର୍ମାଣ କରିଥିଲେ ।
୧୧.ଅନ୍ତଃରାଷ୍ଟ୍ରୀୟ ନ୍ୟାୟଳୟର ମୁଖ୍ୟାଳୟ କେଉଁଠି ଅଛି ?
ଉତ୍ତର- ଅନ୍ତଃ ରାଷ୍ଟ୍ରୀୟ ନ୍ୟାୟଳୟର ମୁଖ୍ୟାଳୟ ଦ ହେଗରେ ଅଛି ।
୧୨. ମୌର୍ଯ୍ୟ ବଂଶର ସଂସ୍ଥାପକ କିଏ ଥିଲେ ?
ଉତ୍ତର- ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ।
୧୩. ଗିର ରାଷ୍ଟ୍ରୀୟ ଉଦ୍ଧାନ କେଉଁଠି ଅଛି ?
ଉତ୍ତର- ଗିର ରାଷ୍ଟ୍ରୀୟ ଉଦ୍ଧାନ ଗୁଜୁରାଟରେ ଅଛି ।
୧୪. ଭାରତର ସବୁଠାରୁ ଧନୀ ରାଜ୍ୟର ନାମ କଣ ?
ଉତ୍ତର- ମହାରଷ୍ଟ୍ର ହେଉଛି ସବୁଠାରୁ ଧନୀ ରାଜ୍ୟ ଭାରତର ।
୧୫. ତାବାକୁର ଧୂଆଁରେ କେଉଁ ହାନିକରକ ତତ୍ଵ ମିଳିଥାଏ ?
ଉତ୍ତର- ନିକୋଟିନ ମିଳିଥାଏ ।
୧୬. ବଞ୍ଚିଥିଲା ସମୟରେ ପୋତା ଯାଇଥାଏ ମରିଯିବା ପରେ ବାହାର କରାଯାଏ କୁହନ୍ତୁ ତାହା କଣ ?
ଉତ୍ତର- ଗଛ ଲତା