66 ବର୍ଷରେ ନିଜ ଠାରୁ 28 ବର୍ଷ ସାନ ଯୁବତୀଙ୍କୁ ବିବାହ କଲେ ଏହି କ୍ରିକେଟର, ହନିମୁନ୍ ପାଇଁ କୋଚ୍ ପଦବୀ ଛାଡିଦେଲେ…

66 ବର୍ଷରେ ଦିତୀୟ ବିବାହ କରିଲେ ଏହି କ୍ରିକେଟର ! ହଁ ଆଜ୍ଞା ବିବାହର ସିଜିନରେ ଅନେକ ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜର ଏକ ନୂଆ ବୈବାହିକ ଜୀବନର ଆରମ୍ଭ କରୁଛନ୍ତି । ସେହିପରି ଏହି 66 ବର୍ଷ ବୟସର କ୍ରିକେଟର ମଧ୍ୟ ନୂଆ କରି ପୁଣି ଥରେ ନିଜର ଆଉ ଏକ ବୈବାହିକ ଜୀବନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି କ୍ରିକେଟର ଜଣଙ୍କ ପୂର୍ବରୁ ଥରେ ବିବାହ କରିଥିଲେ ମଧ୍ୟ ଦିତୀୟ ଥର ପୁଣି ବିବାହ କରିଛନ୍ତି ।

ଯେହେତୁ ତାଙ୍କର ପ୍ରଥମେ ସ୍ତ୍ରୀ ଥିଲେ । ସେଥିପାଇଁ ତାଙ୍କର ଦିତୀୟ ବିବାହ କରିବା ଆଇନଗତ ଅପରାଧ ଅଟେ । ସେଥିପାଇଁ ଏହି କ୍ରିକେଟର ଜଣଙ୍କ ନିଜର ଦିତୀୟ ବିବାହ ପାଇଁ ପ୍ରଥମ ସ୍ତ୍ରୀର ଅନୁମତି ଲୋଦୀ ଥିଲେ । ଅପର ପକ୍ଷରେ ପ୍ରଥମେ ସ୍ତ୍ରୀ ମଧ୍ୟ ସ୍ଵାମୀର ଦିତୀୟ ବିବାହ କରିବାର ଇଛାକୁ ଦେଖି ତାଙ୍କୁ ଦିତୀୟ ବିବାହ କରିବା ପାଇଁ ଅନୁମତି ଦେଇଦେଇଥିଲେ । ପ୍ରଥମେ ସ୍ତ୍ରୀ ଠାରୁ ଅନୁମତି ପାଇଲା ପରେ ଏହି 66 ବର୍ଷ ବୟସର କ୍ରିକେଟର ନିଜ ଠାରୁ 28 ବର୍ଷର ସାନ ଯୁବତୀଙ୍କୁ ବିବାହ କରିଥିଲେ ।

ଯୁବତୀ ଜଣଙ୍କ ତାଙ୍କର ପ୍ରେମିକା ଥିଲେ । କ୍ରିକେଟର ତାଙ୍କର ପ୍ରେମିକା ମୁଣ୍ଡରେ ସିନ୍ଦୁର ଓ ଗଳାରେ ବରଣ ମାଳା ପିନ୍ଧାଇ ପ୍ରେମିକାକୁ ନିଜର ଦିତୀୟ ସ୍ତ୍ରୀ ଅର୍ଥାତ ନିଜର ଜୀବନସାଥି କରିଦେଇଥିଲେ । ତେବେ ଗତ 2022 ମସିହାରେ ଅରୁଣ ଲାଲ ନିଜର ପ୍ରେମିକାକୁ ନିଜର ଜୀବନସାଥି କରିଥିଲେ । ତେବେ ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଭାରତୀୟ ଦଳର କିମ୍ବଦନ୍ତୀ କ୍ରିକେଟର ଅରୁଣ ଲାଲ । ତେବେ ବିବାହ ପରେ ହନୀମୁନ୍ ଯିବା ପାଇଁ ମଧ୍ୟ ସେ କୋଚ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚା ହେଉଛି ।

ଅରୁଣ ଲାଲ ତାଙ୍କ ସମୟରେ ଜଣେ ଭଲ କ୍ରିକେଟର ଥିଲେ । ହେଲେ ଏବେକାର ଲୋକ ତାଙ୍କୁ ଧୀରେ ଧୀରେ ଭୁଲିଯିବାକୁ ଲାଗିଥିଲେ ମଧ୍ୟ ସେ ବିବାହ କରିବାର କଥାକୁ ନେଇ ସେ ପୁଣି ଚର୍ଚାକୁ ଆସିଛନ୍ତି । ଅରୁଣ ଲାଲ ବିବାହ ପରେ ନିଜର ସ୍ଵାସ୍ଥ ଓ ବ୍ୟକ୍ତିଗତ କାରଣ ଦର୍ଶାଇ ବଙ୍ଗଳା ରଞ୍ଜୀ କୋଚ ପଦବୀରୁ ସେ ଇସ୍ତଫା ନେଇଛନ୍ତି । ତେବେ ତାଙ୍କର ଦାମ୍ପତ୍ୟ ଜୀବନ ଭଲରେ ରହୁ ବୋଲି ଆଶା କରୁଛୁ । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *