୪୮ ଘଣ୍ଟା ପରେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ଟ୍ରେନ ବଗୀ ତଳୁ ଜୀବିତ ଯୁବକ ଉଦ୍ଧାର, ବାହାନଗା ଛାତିଥରା ରେଳ ଦୁର୍ଘଟଣା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରେଳ ଦୁର୍ଘଟଣାର ୪୮ ଘଣ୍ଟା ପରେ ମଧ୍ୟ ବଗୀ ତଳେ ଜୀବିତ ଅଛନ୍ତି ଯୁବକ ! ତେବେ ବର୍ତ୍ତମାନର ଖବର ଅନୁଯାଇ ରେଳ ଦୁର୍ଘଟଣାକୁ ଗତ ୨ ଦିନ ବିତିଯାଇଥିଲେ ମଧ୍ୟ ଜଣେ ଯୁବକକୁ ଉଦ୍ଧାର କରିଛି ରେଲୱେ ପୋଲିସ । ତେବେ ରେଳଟି ଦୁର୍ଘଟଣାଗ୍ରସ୍ତ ହେବ ପରେ ଗୋଟିଏ ବଗୀଟି ଛିଟିକି ଦୂରକୁ ପଡିଯାଇଥିଲା । ତେବେ ସେହି ବଗୀ ତଳେ ଆସାମର ଧଲାଲ ନାମକ ଜଣେ ଯୁବକ ଚାପି ହୋଇ ରହି ଯାଇଥିଲେ ।

ତେବେ ଘଟଣାକୁ ୨ ଦିନ ଅର୍ଥାତ ୪୮ ଘଣ୍ଟା ବୀତିଗଲା ପରେ ଆହତ ଯୁବକଙ୍କୁ ଉଦ୍ଧାର କରଯାଇଥିଲା । ହେଲେ ଏଠାରେ ସବୁଠାରୁ ବଡ କଥା ହେଉଛି । ଏହା କି ଯେ ୪୮ ଘଣ୍ଟା ବଗୀ ତଳେ ଚାପି ହୋଇ ରହିକି ମଧ୍ୟ ଯୁବକ ଜଣଙ୍କ ଜୀବିତ ଅବସ୍ଥାରେ ରହିଛନ୍ତି । ଏହା ଏକ ବହୁତ ବଡ ଆଶ୍ବସ୍ଥିକର ଖବର ବୋଲି ବିଚାର କରାଯାଉଛି । ଯୁବକ ଜଣଙ୍କୁ ରେଲୱେ ପୋଲିସ ଉଦ୍ଧାର କରି ଆଉ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ମେଡିକାଲକୁ ପଠା ଯାଇଥିଲା ।

ସେଠାରେ ଯୁବକଙ୍କୁ ଚିକିତ୍ସା କରଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ? ଯେ ଜଣେ ବ୍ୟକ୍ତି ନଖାଇ ନପିଇ ଏପରି ମର୍ମ୍ଦୁନ୍ତ ଅବସ୍ଥାରେ ବଗୀ ତଳେ ଚାପି ହୋଇ ମଧ୍ୟ ଜୀବିତ ଅବସ୍ଥାରେ ଅଛନ୍ତି । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଲା ଭଳି କଥାତିଏ । ତେବେ ଏଠାରେ ଗୋଟିଏ ଲୋକପ୍ରବାଦ ନିହାତି ଭାବେ ମନେ ପଡୁଛି । ରଖେ ହରି ତ ମାରେ କିଏ । ତେବେ ନିହାତି ନିହାତି ଭାବେ ବ୍ୟକ୍ତି ଜଣଙ୍କ ବଗୀ ତଳେ ଚାପି ହୋଇ ରହିଯାଇଥିଲେ ସତ ।

କିନ୍ତୁ ଭାଗବାନଙ୍କ କୃପାରୁ ପୀଡିତ ବ୍ୟକ୍ତିଟି ଜୀବିତ ଅବସ୍ତାରେ ରହିଥିଲେ । ହେଲେ ରେଳ ଦୁର୍ଘଟଣା ପରେ ଏତେ ସଂଖ୍ୟକ ଉଦ୍ଧାରକାରୀ ଟିମ ସେଠାରେ ନିଯୋଜିତ ହୋଇ ଲୋକଙ୍କୁ ଉଦ୍ଧାର କରୁଥିଲେ । ଦୂରକୁ ଛିଟିକି ପଡିଥିବା ସେହି ବଗୀ ଉପରକୁ କାହାର ମଧ୍ୟ ନଜର ଯାଇନଥିଲା ।

ହେଲେ ସେହି ବଗୀଟି ଯେତେବେଳେ ଚେକ କରଯାଇଥିଲା ସେଠାରୁ ଆସାମର ଧଲାଲ ନାମକ ଯୁବକଙ୍କୁ ରେଲୱେ ପୋଲିସ ଉଦ୍ଧାର କରିଥିଲା । ତେବେ ଏହିଭଳି ଅଧିକରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଖବର ପୋଷ୍ଟ ମାଧ୍ୟମରେ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *