21 ଦିନିଆ କନ୍ୟା ଶିଶୁକୁ ମାରିବାକୁ କହିଥିଲା ସ୍ଵାମୀ, ନ କରିବାରି ନିଜେ ଦୁନିଆରୁ ଚାଲିଗଲା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଝିଅକୁ ମାରିଲୁନି , ମୁଁ ମରିଯାଉଛି । ହଁ ଦର୍ଶକବନ୍ଧୁ ଏଭଳି ଘଟଣା ଆପଣମନେ କେକେବି ଶୁଣିନଥିବେ । ଯାହାକୁ ଶୁଣି ଆପଣଙ୍କ ଲୋମଟାଙ୍କୁରୀ ଉଠିବ । ଝିଅ ସନ୍ତାନ ପାଇଁ ବାପା ତା ଜୀବନକୁ ନିଜେ ନେଇଗଲା । ଏଭଳି ଅତ୍ୟନ୍ତ ସର୍ଶକାତର ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ସୋରଣ କୁଡ ଥାନା ଗୋଡିପଡା ପାଣ୍ଡି ତୋଡିବାରି ଗାଁ ରେ ଦେଖିବାକୁ ମିଳିଥିବା ଏହି ଘଟଣା ।

ସୂଚନା ଅନୁଯାୟୀ 21 ଦିନିଆ ଶିଶୁ କନ୍ୟାକୁ ମାରିବାକୁ ସ୍ତ୍ରୀ ଅରାଜି ହେବାରୁ ସ୍ଵାମୀ ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ । ତେବେ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ  କନ୍ୟାକୁ ନ ମାରିବାରୁ ସ୍ଵାମୀ ଏଭଳି କରିଛନ୍ତି କିନ୍ତୁ ଅପରପକ୍ଷରେ ପୁଅ ଘର ଲୋକେ ଅଭିଯୋଗ କରୁଛନ୍ତି ଯେ ସ୍ତ୍ରୀ ସ୍ଵାମୀ ହ-ତ୍ୟା କରିଛି । ଏହାକୁ ନେଇ ସ୍ତ୍ରୀ ମିଡିଆ ଆଗରେ କହିଛନ୍ତି ଯେ ମୋ ସ୍ଵାମୀ ମୋତେ 21 ଦିନ ରେ କହିଥିଲେ ଯେ ତୁ ମୋ କଥା ମାନୁନୁ ।

ମୁଁ କହିଛି ନା ଛୁଆ କୁ ମାରିଦେ ବୋଲି । ଏଣୁ ତୁ ମୋ କଥା ମାନିନୁ ଆଣି ମୁଁ ଯାଉଛି ଆତ୍ମହତ୍ୟା କରିନେବି । ସ୍ତ୍ରୀ କେତେ କହିଲେ ମଧ୍ୟ ସ୍ଵାମୀ ନ ଶୁଣି ପାଖରେ ଥିବା ଜଙ୍ଗଲ ଗଛ ରେ ଝୁଲି ଆତ୍ମାହତ୍ୟା କରିଥିଲେ । ତେବେ ସ୍ତ୍ରୀ କାନ୍ଦି କାନ୍ଦି କହୁଛି ମୁଁ କଣ ସ୍ଵାମୀ କଥାରେ ପଡି ମୋ 21 ଦିନିଆ ଛୁଆକୁ ନିଜ ହାତରେ ହତ୍ୟା କରିଥାନ୍ତି ।

ଖବର ଅନୁସାରେ ସମ୍ବିଦ ଓ ସୁମିତ୍ରା ଉଭୟ ପ୍ରେମ କରି ବିବାହ କରିଥିଲେ ତେବେ ଦୁହେଁ ଅନ୍ୟ ଜାତି ହେବା କାରଣରୁ  ସମ୍ବିଦଙ୍କ ଘର ଲୋକେ ଏହାକୁ ଅପେଣାଇ ନ ଥିଲେ । ବିବାହ ପରରେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା ଏହା ଛାଡପତ୍ର ଯାଏ ଯାଇଥିଲା । ବାପାମା ‘ଙ୍କ ପାଖରେ ରହୁଥିବା ସମ୍ବିଦ ପୁଣି ସୁମିତ୍ରାଙ୍କ ପ୍ରେମ ରେ ପାଗଳ ହୋଇ ସୁମିତ୍ରାଙ୍କ ପାଖକୁ  ଫେରି ଆସିଥିଲେ । ପରବର୍ତ୍ତୀ ସମୟରେ କନ୍ୟାଶିଶୁ  ଜନ୍ମ ହୋଇଥିଲା ।

ମାତ୍ର ସମ୍ବିଦ କୁ ତାହା ପସନ୍ଦ ନ ହେବାରୁ ସ୍ତ୍ରୀ କୁ ଝିଅକୁ ମାରିବାକୁ କହିଥିଲେ ନ କରିବାରୁ ନିଜେ ପ୍ରାଣତ୍ୟାଗ କରିଥିଲେ ।  ଏଭଳି ବାପାକୁ କେହି କେବେ ଦେଖି ନ ଥିବେ । ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମ କୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *